ଓଡ଼ିଶାରେ ଆରମ୍ଭ ହେବ ଆହାର ୨.୨ ଯୋଜନା ! ଭାତ- ଡାଲମା ସହିତ ମିଳିବ …
ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଆହାର ୨.୨ ଯୋଜନା, ଯାହା ମାଧ୍ୟମରେ ଗରିବ ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ଏନେଇ ସରକାର ଯୋଜନା ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ଏଣିକି ଭାତ ଡାଲମା ସହିତ ମିଳିବ ଅନ୍ୟ ଆଇଟମ୍। ସେହିପରି ଖାଦ୍ୟ ପ୍ରସ୍ତୁତ କରୁଥିବା ଏସଏଚଜି ମହିଳାମାନଙ୍କୁ ୭ ତାରିଖ ଭିତରେ ପଇସା ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି […]
Continue Reading
