୭ ଜଣିଆ ଡକାୟତ ଗ୍ୟାଙ୍ଗ୍‌କୁ ଧରିଲା ବ୍ରହ୍ମପୁର ପୁଲିସ

ବ୍ରହ୍ମପୁର: ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲାରେ ଏକାଧିକ ଡକାୟତି ଘଟଣାରେ ସଂପୃକ୍ତ ଥିବା ଏକ ଡକାୟତ ଗ୍ୟାଙ୍କ୍‌କୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁରର ଗୋଷାଇଁନୂଆଗାଁ ଥାନା ପୁଲିସ। ଏହି ଗ୍ୟାଙ୍ଗ୍‌ର ସମସ୍ତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫ଟି ବାଇକ, ଗୋଟିଏ ଦେଶୀ ବନ୍ଧୁକ ଏବଂ ଗୋଟିଏ ଖେଳନା ବନ୍ଧୁକ, ୧୭ଟି ମୋବାଇଲ, ୩୮ ଗ୍ରାମ୍‌ ଓଜନର ସୁନା ଅଳଙ୍କାର, ୫୫ ଗ୍ରାମ୍‌ର ରୂପା ଅଳଙ୍କାର ଏବଂ ନଗଦ ୩୩୩୨ ଟଙ୍କା ଜବତ କରାଯାଇଛି। […]

Continue Reading

OTP ସ୍କାମ୍ ; ଓଡିଶାରୁ ପାକିସ୍ତାନ ଚେର ଲମ୍ବିଛି, ନୟାଗଡ ଓ ଯାଜପୁରରୁ ୩ ଜଣ ଗିରଫ

ଭୁବନେଶ୍ୱର : ଓଟିପି ସ୍କାମ ମାମଲାର ପର୍ଦ୍ଦାଫାସ ହୋଇଛି । ଓଡିଶାରୁ ପାକିସ୍ତାନ ପର୍ଯ୍ୟନ୍ତ ଚେର ଲମ୍ବିଛି । ଏନେଇ ଏସଟିଏଫ୍ ବଡ ଖୁଲାସ କରିଛନ୍ତି । ଓଟିପି ସ୍କାମ ମାମଲାରେ ନୟାଗଡ ଓ ଯାଜପୁର ରୁ କିଛି ଯୁବକ ପାକିସ୍ତାନର ଠକ କୁ ସହାର୍ଯ୍ୟ କରୁଥିବା ଜଣାପଡିଛି । ଦେଶରୁ ଓଟିପି ପାକିସ୍ତାନ ପଠାଉଥିବା ଅଭିଯୋଗରେ ପୋଲିସ ନୟାଗଡ ଓ ଯାଜପୁର ରୁ ୩ ଜଣ ଯୁବକଙ୍କୁ ଗିରଫ କରିଛି । ଦେଶ ବିରୋଧୀ କାର୍ଯ୍ୟ […]

Continue Reading

ରାଜସ୍ଥାନ ବିପକ୍ଷରେ ବାଙ୍ଗାଲୋରର ବୃହତ ବିଜୟ

ଜୟପୁର: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୧୨ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିଥିଲା । ଫାପ ଡୁପ୍ଲେସି ୫୫ ଓ ଗ୍ଲେନ ମ୍ୟାକ୍ସୱେଲ ୫୪ ରନ କରିଥିଲେ । ବିରାଟ କୋହଲି ୧୮ ଏବଂ ଅନୁଜ ରାୱତ ଶେଷ ଭାଗରେ ଦ୍ରୁତ ୨୯ ରନ ସଂଗ୍ରହ କରିଥିଲେ । ଆଡାମ […]

Continue Reading

ମହାକାଶରେ ହେବ ହୋଟେଲ, ଉଡ଼ି ଉଡ଼ି ନେବେ ଖାଦ୍ୟର ମଜା

ଫ୍ରାନ୍ସ: ଆମେ ପ୍ରତ୍ୟେକ ଦିନ ଘରେ ଖାଇଥାଉ । ଆଉ କେବେ କେବେ ହୋଟେଲ ଯାଇ ଖାଇବାକୁ ବି ପସନ୍ଦ କରିଥାଉ । କିନ୍ତୁ ଏବେ ଉଡ଼ି ଉଡ଼ି ଖାଦ୍ୟର ମଜା ନେଇପାରିବେ । ଏମିତି ଏକ ନୂଆ ବିକଳ୍ପ ଏବେ ଆସିଛି, ଯେଉଁଥିରେ ଉଡ଼ାଣ ସମୟରେ ଖାଇବାରେ ସକ୍ଷମ ହୋଇପାରିବେ । ଫ୍ରାନ୍ସର ଏକ ଷ୍ଟାର୍ଟଅପ୍ କମ୍ପାନୀ ଏହା ଘୋଷଣା କରିଛି । ଆଗକୁ କମ୍ପାନୀ ମହାକାଶରେ ଏକ ହୋଟେଲ ଖୋଲୁଛି, ଯେଉଁଠି ଲୋକେ ଖାଦ୍ୟ […]

Continue Reading

‘ପୁଷ୍ପା-୨’ରେ ଓଡ଼ିଆ ପୁଅ: ମିଥୁନଙ୍କ ଦମଦାର ଅଭିନୟ ଦେଖି ଅଲ୍ଲୁ ଅର୍ଜୁନ ଛାନିଆ

ଭୁବନେଶ୍ୱର: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା’ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହେବା ପରେ ଏବେ ‘ପୁଷ୍ପା-୨’କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ‘ପୁଷ୍ପା-୨’ର ଶୁଟିଂ ଓଡ଼ିଶାରେ ଚାଲିଛି । ରାଜ୍ୟର ମାଲକାନଗିରିର କିଛି ଅଞ୍ଚଳରେ ଏହି ଫିଲ୍ମର କିଛି ଦୃଶ୍ୟ ଶୁଟିଂ ଚାଲିଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଖୁସି କହିଲେ ନସରେ । ପ୍ରଶଂସକମାନେ ଅଲ୍ଲୁ ଅର୍ଜୁନଙ୍କୁ ଅତି ନିକଟରୁ ଦେଖିବାକୁ ବେଶ୍ ଭିଡ଼ ଜମାଉଛନ୍ତି […]

Continue Reading

ଆଜି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷା ଫଳ

ଭୁବନେଶ୍ୱର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ (ସିଆଇଏସସିଇ) ଦ୍ୱାରା ପରିଚାଳିତ ଦଶମ ଆଇସିଏସଇ ଏବଂ ଦ୍ୱାଦଶ (ଆଇଏସସି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଆଜି ଅପରାହ୍ନ ୩ ଟା ବେଳକୁ ପ୍ରକାଶ ପାଇବ । ଏନେଇ ସିଆଇଏସସିଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପରିକ୍ଷାର୍ଥୀ ମାନେ ୱେବସାଇଟ (www.cisce.org/results. cisce. org)କୁ ଲଗଇନ କରି ପରୀକ୍ଷା ଫଳ ପାଇପାରିବେ କିମ୍ବା ଏସଏମଏସ୍ ଜରିଆରେ ମଧ୍ୟ ଆଇସିଏସଇ ଏବଂ ଆଇଏସସି ପରୀକ୍ଷା ଫଳ […]

Continue Reading

ବାପାଙ୍କ ରେକର୍ଡ ଭାଙ୍ଗିଲେ ଦୀପାଳି ; ବିପୁଳ ଭୋଟରେ ବଜୟଲାଭ

ଭୁବନେଶ୍ୱର : ବାଘର ଛୁଆ ସବୁବେଳେ ବାଘ ରହିବ । ବାପାଙ୍କ ରେକର୍ଡ ଭାଙ୍ଗି ବିପୁଳ ଭୋଟରେ ଜିତିଲେ ଦୀପାଳି । ବିଧିବଦ୍ଧଭାବରେ ଘୋଷଣା ହେଲା । ୧୦୭୦୦୩ ଭୋଟରେ ଦୀପାଳି ବିଜୟ ଲାଭ କରିଛନ୍ତି । ପ୍ରଥମଥର ପାଇଁ ବିଜେଡି ଏକ ଲକ୍ଷ ଉପରେ ଭୋଟ୍ ସଂଗ୍ରହ କରିଛି । ରେକର୍ଡ ସଂଖ୍ୟାରେ ବିଜେଡି ବିଜୟ ଲାଭ କରିଛି । ବାଘ ର ଝିଅ ବାଘୁଣୀ ବୋଲି ଦୀପାଳି ନିଜେ କହିଛନ୍ତି । ବିଜେପିକୁ ୫୮୩୮୪ […]

Continue Reading

ଜଗା ଦର୍ଶନ ପାଇଁ ରାଜସ୍ଥାନରୁ ଖାଲି ପାଦରେ ଚାଲି ଚାଲି ଆସିଲେ ଭକ୍ତ

ସୁବର୍ଣ୍ଣପୁର: ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅତୁଟ ବନ୍ଧନ । ଭକ୍ତର ଭାବ ଡୋରିରେ ବନ୍ଧା ମହାପ୍ରଭୁ । ସେହି ଭାବ ଡୋରିକୁ କେହି କାଟି ପାରିବେନି । ସେ ପବନ ହେଉ କି ଝାଞ୍ଜି ଖରା । ଲକ୍ଷେ ପ୍ରତିବନ୍ଧକ ସାଜିଲେ ବି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅଟାକାଇ ପାରିବନି । ଏ ତ ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ । ଜଗତର ନାଥ ଜଗନ୍ନାଥ କାହାକୁ କେମିତି ଯେ ଡୋରି ଲଗେଇବେ ସେକଥା କେହି ଜାଣିନାହାନ୍ତି […]

Continue Reading

ପ୍ରମିଳା ମଲ୍ଲିକଙ୍କୁ ମିଳିଲା ୨ ବିଭାଗ ଦାୟିତ୍ୱ

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଜି ଆଉ ଦୁଇଟି ବିଭାଗର ଦାୟିତ୍ୱ ମିଳିଲା । ତାଙ୍କୁ ଗଣଶିକ୍ଷା ଓ ଶ୍ରମ ବିଭାଗ ଅତିରିକ୍ତ ଦାୟିତ୍ୱ ଭାର ଦିଆଯାଇଛି । ପୂର୍ବରୁ ସେ କେବଳ ରାଜସ୍ୱ ବିପର୍ଯ୍ୟୟ ବିଭାଗର ପରିଚାଳନା କରୁଥିବା ବେଳେ ବର୍ତ୍ତମାନ ତାଙ୍କୁ ଅନ୍ୟ ଦୁଇଟି ବିଭାଗର ଦାୟିତ୍ୱ ଦିଆଯାଇଛି । ସୂଚନା ଅନୁଯାୟୀ, ୨ଟି ମନ୍ତ୍ରୀ ଇସ୍ତଫା ଦେବାପରେ ଗଣଶିକ୍ଷା ଓ ଶ୍ରମ ବିଭାଗ ଖାଲି ପଡିଥିଲା । ଗତକାଲି ମନ୍ତ୍ରୀ ସମୀର […]

Continue Reading

କଂଗ୍ରେସର ବିଜୟ ଟ୍ରେଣ୍ଡ କାମ ଦେଲାନି; ହାରିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ବାଙ୍ଗାଲୋର: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ । ସ୍ପଷ୍ଟ ବହୁମତ ଆଡକୁ ଆଗେଇ ଚାଲିଛି କଂଗ୍ରେସ । ଏକ୍ଗିଟ ପୋଲର ଆକଳନଠାରୁ ଯଥେଷ୍ଟ ଅଧିକ ବହୁମତ ପାଇଁ ଆଗେଇଛି କଂଗ୍ରେସ । ହେଲେ ବିଜୟର ଏହି ମହାସ୍ରୋତରେ କେମିତି ବାଦ ପଡିଗଲେ କର୍ଣ୍ଣାଟକର ଏହି ହେଭିୱେଟ ନେତା ? ଦଳ ଛାଡିବା କ’ଣ ତାଙ୍କ ପାଇଁ ମହଙ୍ଗା ପଡିଲା କି ? କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ହୁବଲୀ-ଧରୱାଡ ସେଣ୍ଟ୍ରାଲ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ […]

Continue Reading