ମ୍ୟାଚ ମଝିରେ କୋହଲି..କୋହଲି ଚିଲାଇ ଗୌତମ ଗମ୍ଭୀରଙ୍କ ଉପରକୁ ଚପଲ ପକାଇଲେ ଦର୍ଶକେ, ଅଟକିଲା ଖେଳ
ହାଇଦ୍ରାବାଦ: ଶନିବାର ହାଇଦ୍ରାବାଦରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ମଧ୍ୟରେ ଚାଲିଥିବା ଆଇପିଏଲ୍ ମ୍ୟାଚ୍ ରେ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଏଲଏସଜି ଡଗଆଉଟରେ ଦର୍ଶକମାନେ କିଛି ଜିନିଷ ଫିଙ୍ଗିବାରୁ, ଏଭଳି ଅଭାବନୀୟ ଆଚରଣ ଯୋଗୁଁ ମ୍ୟାଚକୁ ପ୍ରାୟ ୧୦ ମିନିଟ ପାଇଁ ବନ୍ଦ କରିବାକୁ ପଡିଥିଲା। ତୁରନ୍ତ ଅନ୍ ଫିଲ୍ଡ ଅମ୍ପାୟାର ଅକ୍ଷୟ ଟୋଟ୍ରେ, ଜେ ମାଡଙ୍ଗୋପାଲଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା କାରଣ LSG ଖେଳାଳି ଏବଂ […]
Continue Reading
