ପ୍ରକାଶ ପାଇଲା CBSEର ଦ୍ଵାଦଶ ରେଜଲ୍ଟ: ପାସ୍ ହାର ୮୭.୩୩%, ଏପରି କରନ୍ତୁ ଚେକ୍
ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ଵାଦଶ ରେଜଲ୍ଟ। ସିବିଏସଇ ଦ୍ୱାଦଶରେ ପାସ୍ ହାର ୮୭.୩୩% ରହିଛି । ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବ୍ସାଇଟ୍ରୁ ରେଜଲ୍ଟ ଦେଖିପାରିବେ। ଏଥିସହ digilocker.gov.in ରେ ମଧ୍ୟ ରେଜଲ୍ଟ ଉପଲ୍ଲବ୍ଧ । କେରଳ ତ୍ରିଭେନ୍ଦ୍ରମରେ ସର୍ବାଧୀକ ପାସ ହାର ୯୯.୯୧ ରହିଛି । ଝିଅଙ୍କ ପାସ ହାର ପୁଅଙ୍କ ଅପେକ୍ଷା ୬% ଅଧିକ । ଝିଅମାନଙ୍କ ପାସ ହାର ୯୦.୬୮% […]
Continue Reading
