ଆନ୍ଧ୍ରପ୍ରଦେଶରେ ଜୁନ୍ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଜୁନ୍ ୧୦ ଯାଏ ବଢିଲା କରୋନା କର୍ଫ୍ୟୁ। ଏ ନେଇ ଆନ୍ଧ୍ର ସରକାର ସୋମବାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ “ଆନ୍ଧ୍ରପ୍ରଦେଶରେ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି।” ଆଜି କର୍ଫ୍ୟୁର ଅବଧି ଶେଷ ହେବାର ଥିଲା। ବର୍ତ୍ତମାନ ଏହି ଅବଧିକୁ ଆହୁରି ୧୦ ଦିନ ଯାଏ ବୃଦ୍ଧି କରାଯାଇଛି। ସକାଳ ୬ ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି କଟକଣା କୋହଳ ରହିବ […]
Continue Reading
