Nisha Maharana's entire history came to light, she was said to be a young girl

ସାମ୍ନାକୁ ଆସିଲା ନିଶା ମହାରଣାଙ୍କ ପୁରା ଇତିହାସ, ସାନ ଝିଅ ବୋଲି ସେ ଥିଲେ ଗେଲ୍ହା

Nisha Maharana’s entire history came to light, she was said to be a young girl

Continue Reading
Application started to fulfill the dreams of CRPF aspirants, more than 9 thousand recruitments will be available

CRPF ଆଶାୟୀଙ୍କ ସ୍ଵପ୍ନ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ, ୯ ହଜାରରୁ ଉର୍ଦ୍ଧ ପାଇବେ ନିଯୁକ୍ତି

ସିଆରପିଏଫ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ପୂରଣ ହେବ ସ୍ଵପ୍ନ। ପାଖାପାଖି ୧୦ ହଜାର ଆଶାୟୀ ପାଇବେ ନିଯୁକ୍ତି। ସିଆର୍‌ପିଏଫ୍‌ ତଥା Central Reserve Police Force-CRPFରେ ୯ ହଜାରରୁ ଅଧିକ କନଷ୍ଟେବଲ୍ (ଟେକ୍ନିକାଲ୍‌ ଓ ଟ୍ରଡ୍‌ସ୍‌ମେନ୍‌) ପଦବୀ ପୂରଣ ପାଇଁ ଖୁବ୍‌ଶୀଘ୍ର ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୨୭ରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏହାର ଶେଷ ତାରିଖ ଏପ୍ରିଲ ୨୫ ରହିଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍‌ ୱେବ୍‌ସାଇଟ୍‌-crpf.gov.in କୁ ଯାଇ ଆବେଦନ କରିପାରିବେ। ଜୁଲାଇ ୧ ରୁ ୧୩ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ।

Continue Reading

ବାଜା ବାଣ ଫୁଟିଲା ବାହାଘର ହେଲା ହେଲେ ଚତୁର୍ଥୀ ଅନ୍ୟଜଣେ କଲା

ଡିଜେ ବାଜିଲା ଧୂଆଁ ଧୂଳି ଉଡେଇ ଧୁମ୍ ଧାମରେ ବାହାଘର ସରିଲା। ପରିବାର ସହ ଭୋଜିଭାତ ବି ବେଶ୍ ଜମିଲା। ଠିକ୍ ପରଦିନ ହନିମୁନ୍ ପାଇଁ ପ୍ଲାନ୍ ଚାଲିଥିଲା। ସ୍ଥାନ ବି ଠିକ୍ ହେଲା। ମାତ୍ର ତା ପୂର୍ବରୁ ସବୁ ଏପରି ହେଲା କେହି ବିଶ୍ବାସ କରି ପାରିଲେ ନାହିଁ। ଚତୁର୍ଥୀ ଦିନ ନିଜ ସ୍ତ୍ରୀ ଶୋଇଛି ଅନ୍ୟ ଏକ ପୁରୁଷ ସହ। ତାଙ୍କ ଭିତରେ ଏପରି କିଛି ଚାଲିଛି ଯାହା ଦେଖିବା ଯୋଗ୍ୟ ନଥିଲା। ଇନ୍ଦୋର ସହରରେ ଘଟିଛି ଏପରି ଏକ ଘଟଣା । ଦୁହ୍ଲନ ଓ ତାଙ୍କ ଗ୍ୟାଙ୍ଗର ଲୋକ ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଛି ।

Continue Reading

୨୬ରୁ ପୁଣି ପଶ୍ଚିମା ଝଡ଼, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପୁଣି ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼ । ଆସନ୍ତା ୨୬ରୁ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଝଡ଼-ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୬ ତାରିଖରେ କାଳବୈଶାଖୀ ନେଇ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, […]

Continue Reading

‘ପୁଟିନଙ୍କୁ ବିଦେଶରେ ଗିରଫ କରିବା ଅର୍ଥ ଯୁଦ୍ଧ ଘୋଷଣା କରିବା’: ଚେତାବନୀ ଦେଲେ ଋଷର ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିମିନାଲ କୋର୍ଟ(ଆଇସିସି) ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିବା ପରେ ସମଗ୍ର ବିଶ୍ୱରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ସେପଟେ ଆଇସିସିର ଏହି ଅର୍ଡର ପରେ ଋଷ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଋଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ତଥା ଋଷର ପୁର୍ବତ୍ତନ ରାଷ୍ଟ୍ରପତି ଦିମିତ୍ରୀ ମେଡଭେଡେଭ ଆଇସିସି କାର୍ଯ୍ୟାଳୟରେ ମିସାଇଲ ମାଡ଼ କରିବାର ଧମକ ଦେଇଛନ୍ତି । ଏହା ସହିତ ସେ ୟୁରୋପୀୟ ଦେଶ […]

Continue Reading

ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ; ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ତୁରନ୍ତ ମିଳିଲା ଜାମିନ

ସୁରତ: ମୋଦୀ ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ବୟାନରେ ଦୋଷୀ ସାବ୍ୟସ୍ତ ହଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁଜରାଟ ସୁରତର ଏକ କୋର୍ଟ ତାଙ୍କୁ  ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜେଲ୍ ଦଣ୍ଡ ହେବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ବି ମିଳିଯାଇଛି। ଗୁରୁବାର ସୁରତ କୋର୍ଟରେ ମୋଦୀ ସାଙ୍ଗିଆ ନେଇ ବିବାଦୀୟ ଟିପ୍ପଣୀ ଯୋଗୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲାର ଶୁଣାଣି ହୋଇଥିଲା। […]

Continue Reading

ଓଡ଼ିଶାରେ ଅପରିବର୍ତ୍ତିତ ରହିଲା ବିଜୁଳି ଦର: ଅନଲାଇନରେ ପେମେଣ୍ଟ କଲେ ମିଳିବ ବଡ଼ ରିହାତି

ଭୁବନେଶ୍ୱର: ରାଜ୍ୟରେ ଅପରିବର୍ତ୍ତିତ ରହିବ ବିଜୁଳି ଦର। ଦର ଅପରିବର୍ତ୍ତିତ ରଖିବା ନେଇ ନିଷ୍ପତି ନେଇଛି ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି)। ଘରେ।ଇ ଉପଭୋକ୍ତାଙ୍କ ପାଇଁ ମଧ୍ୟ ବୁଦ୍ୟୁତ ଦର ଅପରିବର୍ତ୍ତିତ ରହିବ। ୫୦ ୟୁନିଟ୍ ପାଇଁ ୟୁନିଟ୍ ପିଛା ₹ ୩, ୫୦-୨୦୦ ୟୁନିଟ୍ ପାଇଁ ୪.୮୦ ଟଙ୍କା, ୨୦୦-୪୦୦ ୟୁନିଟ୍ ପାଇଁ ୫.୮୦ ଟଙ୍କା, ୪୦୦ ରୁ ଅଧିକ ୟୁନିଟ୍ ପାଇଁ ୬.୨୦ ଟଙ୍କା ୨୦୨୩-୨୪ ପର୍ଯ୍ୟନ୍ତ ଜାରି ରହିବ। ତେବେ ଡିଜିଟାଲ ମୋଡ୍‌ରେ […]

Continue Reading

ସଲମାନଙ୍କୁ ଧମକ ମାମଲା: ଇଂଲଣ୍ଡରୁ ମିଳିଲା ଇମେଲର ଲିଙ୍କ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାଁଙ୍କୁ ହତ୍ୟା ଧମକ ଗୋଲ୍ଡି ବରାର ତରଫରୁ ମିଳିବା ପରେ ପୋଲିସ ସତର୍କ ହୋଇ ଉଠିଛି । ଏ ନେଇ ଯେଉଁ ଇ-ମେଲ କରାଯାଇଥିଲା ତାହାକୁ ଟ୍ରେସ କରିବାରେ ପୋଲିସ କିଛି ମାତ୍ରାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ଏହି ଇ-ମେଲର ଲିଙ୍କ ୟୁକେରୁ ପଠାଯାଇଛି । ଇ-ମେଲ ଏକ ନିର୍ଦ୍ଦିଷ୍ଟ ମୋବାଇଲ ନମ୍ବରରୁ ଆସିଥିବାରୁ, ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଖୋଜିବାରେ ଲାଗିଛି । ମାର୍ଚ୍ଚ ୧୮ରେ ସଲମାନଙ୍କ ମ୍ୟାନେଜର […]

Continue Reading

ନବୀନ ନିବାସରେ ପହଞ୍ଚିଲେ ମମତା ବାନାର୍ଜୀ: ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଚାଲିଛି ଆଲୋଚନା

ଭୁବନେଶ୍ୱର: ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଗସ୍ତ ମଧ୍ୟରେ ବର୍ତ୍ତମାନ ସେ ନବୀନ ନିବାସରେ ପହଞ୍ଚି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ଉଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଥିବା ବେଳେ ପାଖରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଛନ୍ତି । ଦୁଇ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ ଏବଂ ମମତା ବାନାର୍ଜୀ ।

Continue Reading

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ: ନିଖତ, ନୀତୁ ଫାଇନାଲରେ

ନୂଆଦିଲ୍ଲୀ: ଚଳିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପର ଭାରତର ଦୁଇ ଷ୍ଟାର ବକ୍ସର ନିଖତ ଜରୀନ ଓ ନୀତୁ ଘଂଘାସା ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ଦୁଇ ବକ୍ସରଙ୍କ ଟାର୍ଗେଟ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା । ଗୁରୁବାର ୫୦ କିଗ୍ରା ସେମିଫାଇନାଲ ବିଭାଗରେ ଜବରଦସ୍ତ ଫର୍ମରେ ଥିବା ଚାମ୍ପିୟନ ନିଖତ ରିୟୋ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା କଲମ୍ବିଆର ଇଗ୍ରେଂଟ ଭାଲେନ୍ସିଆଙ୍କୁ ପରାସ୍ତ କରିଥିଲେ । ଏଥିସହ ନିଖତ କ୍ରମାଗତ ଦ୍ୱିତୀୟ ଥର […]

Continue Reading