ସହିଦ ଭଗତ ସିଂହଙ୍କୁ ଫାଶୀ ମିଳିଥିବା ସ୍ଥାନରେ ଏବେ କ’ଣ ଅଛି? ପାକିସ୍ତାନ ତିଆରି କରିଛି…

ନୂଆଦିଲ୍ଲୀ: ଆଜି ହେଉଛି ସହିଦ ଦିବସ । ଭାରତର ସ୍ୱାଧୀନତା ପାଇଁ ଲଢେଇ କରି ପ୍ରାଣ ବଳି ଦେଇଥିବା ବୀର ପୁରୁଷମାନଙ୍କୁ ସମ୍ମାନ କରିବାର ଏକ ଗୌରବ ମୁହୂର୍ତ୍ତ । ୧୯୩୧ ମସିହା ଆଜିର ଦିନରେ ୨୩ ବର୍ଷୀୟ ଜଣେ ବୀର ଯୋଦ୍ଧାଙ୍କୁ ଫାଶୀ ଦେଇ ହତ୍ୟା କରିଥିଲା ବ୍ରିଟିଶରାଜ୍ । କିନ୍ତୁ ମୃତ୍ୟୁ ପର୍ଯ୍ୟନ୍ତ ଇଂରେଜ ଆଗରେ ମୁଣ୍ଡ ନୁଆଁ ନଥିଲେ ସେହି ସାହସୀ ଯୁବକ । ଶେଷରେ କ୍ରୁରତାର ସୀମା ଟପି ତାଙ୍କୁ ଫାଶୀ […]

Continue Reading

‘ଜ୍ୱିଗାଟୋ’ ଚଳଚ୍ଚିତ୍ର ହେଲା ଟ୍ୟାକ୍ସ ଫ୍ରୀ, ଅଭିନୟରେ ବଢିବ ଓଡ଼ିଆ କଳାକାରଙ୍କ ଆଗ୍ରହ

ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ।

Continue Reading

ଲିଭଇନରେ ରହି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ

ଲିଭ୍ ଇନ୍ ରେ ରହିଲେ ଦୁଷ୍କର୍ମ କଲେ। ଏପରି ଅଭିଯୋଗ କରିଛନ୍ତି ଜଣେ ଯୁବତୀ। ତାଙ୍କ ଅଭିଯୋଗ ମୁତାବକ ଯୁବକ ଜଣକ ତାଙ୍କ ବିନା ଅନୁମତିରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ସୁଟିଂ କରିଛନ୍ତି। ଖାଲି ସେତିକି ନୁହେଁ ଅଭିଯୁକ୍ତ ଯୁବକଙ୍କ ନିକଟରେ ତାଙ୍କର କିଛି ଜରୁରୀ କାଗଜପତ୍ର ରହିଥିବା ମଧ୍ୟ ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

Continue Reading

Social Media ନିୟମ: ଏଣିକି ପିଲାମାନଙ୍କର ଫଟୋ କିମ୍ବା ଭିଡିଓ ସେୟାର କରିଲେ ଅଭିଭାବକମାନଙ୍କୁ ଯିବାକୁ ପଡିବ ଜେଲ!

ନୂଆଦିଲ୍ଲୀ: ଯଦି ଆପଣ ସୋସିଆଲ ମିଡିଆ ନିଜ ପିଲାଙ୍କ ଫଟୋ ସେୟାର କରୁଛନ୍ତି ତେବେ ଏହା ପାଇଁ ଆପଣଙ୍କୁ ଦଣ୍ଡ ମିଳିପାରେ। ଏବେ ସୋସିଆଲ ମିଡିଆ ଯୁଗରେ ଗୋପନୀୟତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏଭଳି ପରିସ୍ଥିତିରେ ଏକ ନୂତନ ସୋସିଆଲ ମିଡିଆ ଆଇନ ଆବଶ୍ୟକ। ନୂତନ ସୋସିଆଲ ମିଡିଆ ଆଇନ ଯାହା ୨୬ ମଇ ୨୦୨୧ ରେ ଭାରତରେ ଲାଗୁ ହେଇଛି । ଏଥିରେ ବିନା ଅନୁମତିରେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର […]

Continue Reading

ଆହୁରି ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା; ଆଗାମୀ ୩ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଗାମୀ ତିନି ଘଣ୍ଟା ପାଇଁ ୨୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା । ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନୟାଗଡ, କନ୍ଧମାଳ, ବରଗଡ, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର କେତେକ ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲାରେ ଲୋକଙ୍କୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି […]

Continue Reading

ଛାତ୍ରଛାତ୍ରୀମାନେ କରନ୍ତୁ ନାହିଁ ଚିନ୍ତା, IGNOU ଜାନୁଆରୀ ସେସନ ପାଇଁ ବଢିଲା ଆବେଦନ କରିବାର ଡେଟ୍ ଲିଷ୍ଟ

ନୂଆଦିଲ୍ଲୀ: ଯେଉଁ ଛାତ୍ରଛାତ୍ରୀମାନେ IGNOU ଜାନୁଆରୀ ସେସନ ପାଇଁ ଆବେଦନ କରିନାହାଁନ୍ତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଆସି ପହଁଚିଛି। ଯେଉଁ ଛାତ୍ରମାନେ ଏହି ଅଧିବେଶନ ପାଇଁ ଆବେଦନ କରିନାହାଁନ୍ତି, ସେମାନେ ବର୍ତ୍ତମାନ ଚିନ୍ତା କରନ୍ତୁ ନାହିଁ, କାରଣ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭର୍ସିଟି, ଆଇଜିଏନୟୁ ପୁନଃ ପଞ୍ଜିକରଣ ପାଇଁ ଶେଷ ତାରିଖ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ପ୍ରାର୍ଥୀମାନେ ଏହି ଅଧିବେଶନ ପାଇଁ ମାର୍ଚ୍ଚ ୨୭, ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ […]

Continue Reading

ଭାରତ 6G ଭିଜନ ଡକ୍ୟୁମେଣ୍ଟ ଲଞ୍ଚ କଲେ PM ମୋଦୀ: ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଆଗକୁ ବଢ଼ିବାରେ ଲାଗିଛି । ଗତ ବର୍ଷ ଦେଶରେ ୫ଜି ଟେକ୍ନୋଲୋଜି ଲଞ୍ଚ ହୋଇଥିଲା । ଦେଶରେ ୫ଜି ବିଳମ୍ବରେ ଲଞ୍ଚ ହୋଇଥିଲେ ହେଁ ୬ଜି’କୁ ନେଇ ଦେଶ ବହୁତ ଆଗରେ ରହିଛି । ଏନେଇ ବର୍ତ୍ତମାନଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ୬ଜି ଭିଜନ ଡକ୍ୟୁମେଣ୍ଟ ଲଞ୍ଚ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ୬ଜି ରିସର୍ଚ୍ଚ ଓ ଡେଭଲପମେଣ୍ଟ ଟେଷ୍ଟ ବେଡ୍ […]

Continue Reading

ରାଜ୍ୟରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି; ବିଧାନସଭାରେ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍କୁଲରେ ଶିକ୍ଷକ ମାନଙ୍କର ଘୋର ଅଭାବକୁ ନେଇ ଆଜି ବିଧାନସଭାରେ ଗଭୀର ଉଦବେଗ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସ୍କୁଲରେ ଶିକ୍ଷକ ଅଭାବ ହେବ ନାହିଁ। ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧ ହଜାର ୭୫ଟି ଉଚ୍ଚ ବିଦ୍ୟାଳୟ, ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ୪୬୧ ଉଚ୍ଚ ବିଦ୍ୟାଳୟ ଏବଂ ତୃତୀୟପର୍ଯ୍ୟାୟରେ ୨ ହଜାର ୩୩୬ ଉଚ୍ଚ ବିଦ୍ୟାଳୟକୁ ପାଇଭ୍‍-ଟି […]

Continue Reading

ଅମ୍ରିତପାଲ ସମର୍ଥନରେ ବାହାରିଲା ଗୁରପତୱନ୍ତ ପନ୍ନୁ, ଦିଲ୍ଲୀ ପାୱାର ହାଉସ ବନ୍ଦ କରିବାକୁ ଧମକ

ନୂଆଦିଲ୍ଲୀ: ଆତଙ୍କବାଦୀ ତଥା ଖଲିସ୍ତାନ ସମର୍ଥକ ଗୁରପତୱନ୍ତ ସିଂ ପନ୍ନୁ ବୁଧବାର ଖୋଲାଖୋଲି ଭାବେ ଅମ୍ରିତପାଲ ସିଂ ସମର୍ଥନରେ ବାହାରିଛି । ସେ ଏକ ଅଡିଓ ମେସେଜ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚେତାବନୀ ଦେଇଛି । ସିଖ ଫର ଜଷ୍ଟିସର ମୂଖ୍ୟ କହିଛି ଅମ୍ରିିତପାଲ ସିଂ ଘଟଣାରେ ଯଦି କେନ୍ଦ୍ର ସରକାର ପଞ୍ଜାବରେ କୌଣସି ଭୂଲ ପଦକ୍ଷେପ ନିଅନ୍ତି ତାହାହେଲେ ସେମାନେ ଏଥିପାଇଁ ଦାୟୀ ରହିବେ । ଏପରିକି ଆମେ […]

Continue Reading

ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା, ଆହତଙ୍କ ଙ୍କୁ ୫୦ ହଜାର ଟଙ୍କା ସହାୟତା

ସୋନପୁର: ସୋନପୁରର ସଦର ବ୍ଲକ୍‌ର ଶରଧାବାଲି ସ୍କୁଲଠାରେ କାର୍‌ ଦୁର୍ଘଟଣାରେ ୩ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ଛାତ୍ରମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହିତ ଆହତ ଛାତ୍ର ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ […]

Continue Reading