କଙ୍କାଳ ରହସ୍ୟ: ଯାଁଳା ଫାଣ୍ଡିରେ କାରରୁ ଜବତ କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍

ଭୁବନେଶ୍ୱର: ଯାଁଳା ଫାଣ୍ଡି ପରିସରରେ ଥିବା କାରରୁ କଙ୍କାଳ ମିଳିବା ଘଟଣାକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । କଙ୍ଗାଳ ଜଣେ ମହିଳାଙ୍କର ବୋଲି ଜଣା ପଡ଼ିଛି । ମୃତ ମହିଳା କିଏ ? କଙ୍କାଳର ପରିଚୟ ପାଇଁ ତିଆରି ହେବ ସ୍କେଚ୍ । ଖପୁରୀ ଓ କଙ୍କାଳର ଫଟୋ ହାଇଦ୍ରାବାଦ୍ ପଠାଯିବ । ନରକଙ୍କାଳରୁ ମିଳିଥିବା ପୋଷାକର ଫଟୋ ଜାରି ହେବ ବୋଲି ଡିସିପି ସୂଚନା ଦେଇଛନ୍ତି । ମହିଳାଙ୍କ ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ […]

Continue Reading

କଥା ପତ୍ରିକାର ନବ ପ୍ରତିଭା ପୁରସ୍କାର ସମାରୋହ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଗଳ୍ପର ନବ ଜାତକ କଥା ପତ୍ରିକାର ୩୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ପ୍ରକାଶକ ତଥା ଦିଲ୍ଲୀ ପ୍ରେସର ମୁଖ୍ୟ ସମ୍ପାଦକ ପରେଶ ନାଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ବରିଷ୍ଠ ସାହିତ୍ୟିକ ବଳରାମ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।ଏହି ଅବସରରେ ୯ ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା ଓ ଚାରିଜଣ ମେଧାବୀ ଛାତ୍ର […]

Continue Reading

ଏସସିବି ଆଞ୍ଚଳିକ ସିଟି ସ୍କାନରରେ ଅଗ୍ନିକାଣ୍ଡ

କଟକ: କଟକ ଏସସିବି ମେଡିକାଲ୍ କଲେଜରେ ପୁଣି ଅଗ୍ନକାଣ୍ଡ । ଏସ୍‌ସିବିର ଆଞ୍ଚଳିକ ସିଟି ସ୍କାନରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରଖିଛି । ଗତକାଲି ଶନିବାର ଅପରାହ୍ଣରେ ମଧ୍ୟ କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ […]

Continue Reading

ସନ୍ୟାସୀ ସାଜିଲେ ଧୋନି, IPL ପୂର୍ବରୁ ନୂଆ ଅବତାର

ଚେନ୍ନାଇ: ଆଇପିଏଲ୍ ପୂର୍ବରୁ ନିଜ ଫ୍ୟାନଙ୍କୁ ସରପ୍ରାଇଜ୍ ଦେଇଛନ୍ତି ମାହି । ଟିମ୍ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଏକ ଫଟୋକୁ ନେଇ ଏବେ ସୋସିଆଲ୍ ମିଡିଆରେ ଜୋରଦାର ଚର୍ଚ୍ଚା । ବୌଦ୍ଧ ସନ୍ୟାସୀ ଗେଟଅପରେ ନଜର ଆସିଛନ୍ତି ଧୋନି । ଫଟୋ ଦେଖିବା ପରେ କେହି କେହି ଭାବୁଛନ୍ତି ଧୋନିଙ୍କ ଏହି ନୂଆ ଅବତାର କଣ ପାଇଁ ? ଲଣ୍ଡା ମୁଣ୍ଡ, ଦେହରେ ସନ୍ୟାସୀଙ୍କ ଭଳି ପରିଧାନ କରିଥିବା ବସ୍ତ୍ର । ଶାନ୍ତ ସ୍ୱଭାବରେ […]

Continue Reading

ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ଘଟଣା, ମହାରାଷ୍ଟ୍ର ପୋଲିସର ଏନକାଉଣ୍ଟ ସ୍ପେସାଲିଷ୍ଟ ଅଫିସର ଗିରଫ

ମୁମ୍ୱାଇ: ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ବାସଭବନ ପାଖରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ଘଟଣାରେ ଏନଆଇଏର କାର୍ଯ୍ୟାନୁଷ୍ଠାନ । ମୁହାରାଷ୍ଟ୍ର ପୋଲିସର ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ର ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ବାନ୍ଧିଛି ଏନଆଇଏ । ସେ ଜଣେ ଏନକାଉଣ୍ଟର ସ୍ପେସାଲିଷ୍ଟ । ଦୀର୍ଘ ୧୨ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କରାଯାଇଥିବା ଏନଆଇଏ ପକ୍ଷରୁ ସୂଚନା ଦିଆଯାଇଛି । ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ […]

Continue Reading

ଘରେ ନିଆଁ ଲାଗି ମାଆ ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

ଭଦ୍ରକ: ଶୋଇଥିବା ବେଳେ ରାତିରେ ଘରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ମାଆ ଜୀବନ ଦଗ୍ଧ ହୋଇଛନ୍ତି । ଝିଅ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ମହଲା ସାହିରେ ଘଟିଛି ଏହି ଦୁର୍ଘଟଣା । ଗୁରୁତର ଝିଅକୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା । ମୃତକ ହେଲେ ଗାଁର ପ୍ରଭାତ ବେହେରାଙ୍କ ପତ୍ନୀ ଭାରତୀ […]

Continue Reading

ତିନି ଛୁଆଙ୍କୁ ଛାଡି ମା ଫେରାର

ଭୁବନେଶ୍ୱର (ଧରଣୀ ବ୍ୟୁରୋ): ପ୍ରେମ ସବୁବେଳେ ଅମର । କେତେବେଳେ କାହା ସହିତ ହୁଏ କେଉଁଟି ହୁଏ କେହି ଜାଣେନା । ଆଉ ପ୍ରେମ ମାନେନା ବାଡ ମାନେନା ବତାସ । ଏପରିକି ପ୍ରେମିକ ପ୍ରେମିକା ପାଇଁ କୌଣସି ବୟସର ପରିସୀମା ମଧ୍ୟ ନଥାଏ । ଏପରି ଏକ ପ୍ରେମୀ ଯୁଗଳ ଦେଖିବାକୁ ମିଳିଛନ୍ତି ଉତ୍ତର ପ୍ରଦେଶର ଗୋରଖପୁର କ୍ୟାମ୍ପେରଗଞ୍ଜ ଅଞ୍ଚଳରେ । ଯାହା ଏବେ ସବୁଠି ଆଲୋଚନାର ବିଷୟ ପାଲଟିଯାଇଛି । ହଁ ଆଜ୍ଞା କଥାଟି […]

Continue Reading

ହଠାତ କୋଣାର୍କ ଭ୍ରମଣରେ ସୁପ୍ରିମକୋର୍ଟ ବିଚାରପତି

କୋଣାର୍କ : ସୁପ୍ରିମକୋର୍ଟ ବିଚାରପତି ମାନ୍ୟବର ଏସ ଅବଦୁଲ ନାଜୀର୍ ସପତ୍ନୀଙ୍କ ସହ ଶନିବାର ସନ୍ଧ୍ୟା ୭ଟାରେ କୋଣାର୍କରେ ପହଞ୍ଚି ଇଣ୍ଡିଆନ ଅଏଲ ଦ୍ବାରା ନିର୍ମିତ ବାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ପରେ ସୂର୍ଯ୍ୟ ମନ୍ଦିର ପରିସରରେ ହେଉଥିବା ଲାଇଟି ଆଣ୍ଡ ସାଉଣ୍ଡ ଦେଖିବା ସହ ବାଖ୍ୟାନ କେନ୍ଦ୍ରକୁ ଆସି ସୂର୍ଯ୍ୟ ମନ୍ଦିର କଥାବସ୍ତୁ ଉପରେ ଆଧାରିତ ପୌରାଣିକ ଚଳଚିତ୍ରକୁ ଉଭୟ ସପତ୍ନୀ ଉପଭୋଗ କରିଛନ୍ତି । କିନ୍ତୁ ରାତ୍ରୀ ହୋଇଯାଇଥିବାରୁ ବିଚାରପତି ମାନ୍ୟବର ଶ୍ରୀ […]

Continue Reading

ଶିମିଳପାଳରେ ବିଜେପିର ୧୫ ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ୱର : ରାଜ୍ୟର ଅନେକ ପାହାଡ ଏବଂ ବନାଂଚଳ ବର୍ତମାନ ନିଆଁର ଘେରରେ ରହିଛି । ଜଙ୍ଗଲ ନିଆଁ ଆୟତବସ୍ଥାରେ ଥିବା ରାଜ୍ୟ ସରକାର କହୁଥିବାବେଳେ କିନ୍ତୁ ବାସ୍ତବ ସ୍ଥିତି ଭିନ୍ନ । ଜଙ୍ଗଲ ନିଆଁର ସାଂପ୍ରତିକ ସ୍ଥିତି କଣ ରହିଛି ଏବଂ ଏହା ପ୍ରଭାବରେ ସ୍ଥାନୀୟ ବାସିନ୍ଦା ଓ ବନ୍ୟଜନ୍ତୁ କେତେ ପ୍ରଭାବିତ ହୋଇଛନ୍ତି, ଶିମିଳିପାଳ ଅଭୟାରଣ୍ୟ ଗସ୍ତ କରି ଏହାର ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରାଯିବ ବୋଲି ବରିଷ୍ଠ ବିଧାୟକ ତଥା ପ୍ରତିନିଧି […]

Continue Reading

ଟ୍ରେଲର ସହ ଟୁରିଷ୍ଟ ବସ୍ ଧକ୍କା, ୫ ମୃତ ଓ ୧୨ ଗୁରୁତର

ଯୋଧପୁର: ଟ୍ରେଲର ସହ ଟୁରିଷ୍ଟ ବସର ଧକ୍କା । ଦୁର୍ଘଟଣାରେ ୫ ଜଣଙକ୍ର ଜୀବନ ଯାଇଛି । ଗୁରୁତର ଆହତ ହୋଇଛନ୍ତି ୧୨ ଜଣ । ଆହତଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି । ରାଜସ୍ଥାନ ଯୋଧପୁରରେ ଆଜି ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଫଲୌଦି ନିକଟରେ ଏକ ମିନି ଟୁରିଷ୍ଟ ବସ୍ ସହ ଟ୍ରେଲରର ଧକ୍କା ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ମିନି ବସଟି କିଛି ପର୍ଯ୍ୟଟକଙ୍କୁ ନେଇ ଦିଲ୍ଲୀରୁ ଜୟସାଲେମର ଯାଉଥିଲା […]

Continue Reading