ଦେଶରେ ୨୪ ଘଣ୍ଟାରେ ୨୪ ହଜାର କରୋନା ପଜିଟିଭ୍, କେବଳ ୫ଟି ରାଜ୍ୟରେ ୮୧% ନୂଆ ଆକ୍ରାନ୍ତ
ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଲଗାତାର ତୃତୀୟ ଦିନରେ ପଜିଟିଭ୍ କେସ୍ ବଢ଼ିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୪ହଜାର ୮୮୨ ନୂଆ ଆକ୍ରାନ୍ତ । ମହାରାଷ୍ଟ୍ରରେ ମହାମାରୀ ବ୍ୟାପୁଛି । ଆଜି ଗୋଟିଏ ଦିନରେ ବାହାରିଛନ୍ତି ସର୍ବାଧିକ ୧୫ହଜାର ୮୧୭ ସଂକ୍ରମିତ । କେରଳ, ପଞ୍ଜାବ, ଗୁଜରାଟ ଓ ମଧ୍ୟପ୍ରଦେଶରେ ବି ସଂଖ୍ୟା ବଢୁଛି । କେବଳ ଏହି ପାଞ୍ଚଟି ରାଜ୍ୟରେ […]
Continue Reading
