ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରକ; ୬ ଶ୍ରମିକ ମୃତ, ୧୦ ରୁ ଅଧିକ ଆହତ

କାନପୁର: ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୬ ଜଣ ଶ୍ରମିକ ପ୍ରାଣ ହରାଇବା ସହ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରି ପୋଷ୍ଟମଟର୍ମ ପାଇଁ ପଠାଇଛି । ଏହାସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, କାନପୁରର ଦେହାତ ଦେଇ ଯାଇଥିବା ଜାତୀୟ ରାଜପଥରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ […]

Continue Reading

ଆଜିଠୁ କୋଭିଡ୍ ଟିକା ନେଉଛନ୍ତି ବରିଷ୍ଠ ନାଗରିକ

ଭୁବନେଶ୍ୱର: ଆଜିଠୁ ଦେଶବ୍ୟାପୀ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ପ୍ରଥମ ଥର ସାଧାରଣ ଲୋକଙ୍କୁ ଦିଆଯାଉଛି କରୋନା ଟିକା । ୬୦ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଟିକା ଦିଆଯାଉଛି । ସରକାରୀ ସେଣ୍ଟରରେ ଟିକା ମାଗଣା । ତେବେ ଘରୋଇ ହସ୍ପିଟାଲରେ ଟିକା ନେନେ ଡୋଜ୍ ପ୍ରତି ୨୫୦ ଟଙ୍କା ଦେବାକୁ ପଡ଼ିବ । ଟିକା ନେବା ପାଇଁ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ । ସେହିପରି […]

Continue Reading

ଆଜିଠୁ ସକାଳୁଆ ସ୍କୁଲ, ଦିନ ୧ଟା ଯାଏ କ୍ଲାସ୍

ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ସକାଳୁଆ ପାଠପଢା । ରାଜ୍ୟକେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏହାସହ ସ୍କୁଲରେ ପାଠପଢା ସମୟକୁ ପରିବର୍ତ୍ତନ କରାଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ୧ଟା ଯାଏ ଚାଲିବ ପାଠପଢ଼ା । ୭ଟାରୁ ୯ଟା ଯାଏ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ଚାଲିବ । ସେହିପରି ୯ଟାରୁ ୧ଟା ଯାଏ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା […]

Continue Reading

ଆଜି ଏମ୍‌ସରେ କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ମୋଦୀ; ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆଜି ଯେ ଦିଲ୍ଲୀ ଏମ୍‌ସରେ କୋଭିଡ-୧୯ ଟିକା ଗ୍ରହଣ କରିଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ଟିକା ନେବା ପରେ ସେ ସମସ୍ତ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଜ୍ଞାନିକ ଏବଂ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି କୋଭିଡ ବିରୋଧରେ ଭଲ ଭାବେ ଲଢ଼େଇ କରିପାରୁଛି ବୋଲି ମୋଦି କହିଛନ୍ତି। କରୋନାଭାଇରସ୍ ଟିକା ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଯୋଗ୍ୟ […]

Continue Reading

ଅପରେସନ୍ ସଙ୍ଗମ: ଲାଗାତାର ୩ଦିନ ମାଓ ଅପରେସନ୍, ଲାଲବାହିନୀର ୭ଟି କ୍ୟାମ୍ପ ଧୂଳିସାତ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଓ କାଙ୍କେରରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍‌ । ଲଗାତାର ୩ ଦିନ ଧରି ଚାଲିଥିଲା ମାଓ ବିରୋଧୀ ଅଭିଯାନ ‘ଅପରେସନ୍ ସଙ୍ଗମ’ । ମାଓବାଦୀଙ୍କ ୭ଟି କ୍ୟାମ୍ପକୁ ଧ୍ୱଂସ କରିଛନ୍ତି ସୁରକ୍ଷାବାହିନୀ । ଏହି ଅପରେସନରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ମିଳିଛି । ତେବେ ଏଯାଏ କୌଣସି ମୃତଦେହ ଠାବ ହୋଇନାହିଁ । ମାଓକ୍ୟାମ୍ପରୁ ମିଳିଛି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ତ, ବିସ୍ଫୋରକ ଓ ମାଓ ସାମଗ୍ରୀ ।  ଛତିଶଗଡ଼ ନାରାୟଣପୁର […]

Continue Reading

ଆଜି ଭାରତ ବନ୍ଦ, ବାଣିଜ୍ୟିକ ବଜାର ଠପ୍

ଭୁବନେଶ୍ୱର: ସର୍ବଭାରତୀୟ ବ୍ୟବସାୟୀ ସଂଘ(CAIT) ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ଠପ୍ ହୋଇଛି ବାଣିଜ୍ୟିକ ବଜାର । ସନ୍ଧ୍ୟା ୬ଟା ଯାଏ ବନ୍ଦ ରହିବ ଦୋକାନ, ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ । ଜିଏସ୍‌ଟି, ତୈଳଦର ବୃଦ୍ଧି ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି । ଭାରତ ବନ୍ଦ ପାଳନରେ ସାମିଲ ହୋଇଛନ୍ତି ୪୦,୦୦୦ ବ୍ୟବସାୟୀ ସଂଘ ସହ ଜଡ଼ିତ ୮ କୋଟିରୁ ଅଧିକ ବ୍ୟବସାୟୀ ସମର୍ଥନ ଜଣାଇଛନ୍ତି । […]

Continue Reading

ମାର୍ଚ୍ଚ ୧ରୁ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପଢ଼ାପଠା

ଭୁବନେଶ୍ୱର: ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସବୁ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଓ ଘରୋଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଯୁକ୍ତ ତିନି ପ୍ରଥମ ବର୍ଷର ପିଲାଙ୍କ ପାଠପଢ଼ା ଅଫ୍‌ଲାଇନ୍‌ରେ ହୋଇପାରୁନାହିଁ । ଶୀଘ୍ର କ୍ଲାସ୍ ନହେଲେ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ସୃଷ୍ଟି […]

Continue Reading

ବଢୁଛି ତାତି; ରାଜଧାନୀରେ ୩୮ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଉପରମୁଁହା ପାରଦ। ଧୀରେ ଧୀରେ ବଢ଼ିବାରେ ଲାଗିଛି ତାପମାତ୍ରା। ପାଣିପାଗ ବିଭାଗର ସୂଚନାନୁସାରେ ରାଜଧାନୀ ଭୁବନେଶ୍ବରରେ ଦିନତମାମ ଟାଣ ଖରା ଅନୁଭୂତ ହେଉଥିବା ବେଳେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି । ଅନ୍ୟପଟେ ରାଜ୍ୟର ପ୍ରାୟ ୧୧ଟି ଜିଲ୍ଲାରେ ୩୫ଡିଗ୍ରୀ ଡେଇଁଛି ପାରଦ ।ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନାନୁସାରେ, କଟକରେ ତାପମାତ୍ରା ୩୬.୬ଡିଗ୍ରୀ ଥିବାବେଳେ ଅନୁଗୁଳରେ ୩୫.୭, ବାରିପଦାରେ ୩୬.୮, ଝାରସୁଗୁଡ଼ାରେ ୩୫, ସମ୍ବଲପୁରରେ ୩୫.୩, ତାଳଚେରରେ ୩୫.୫, ଭବାନୀପାଟଣାରେ ୩୫.୫, ବଲାଙ୍ଗୀରରେ […]

Continue Reading

ରାଜ୍ୟର ୭ଟି ସହରରେ ବଢୁଛି ପ୍ରଦୂଷଣର ମାତ୍ରା

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା ଯାନବାହାନ ଓ ଅନ୍ୟାନ୍ୟ କାରଣ ଯୋଗୁଁ ଓଡିଶାର ୭ଟି ସହରରେ ବାୟୁ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ଯାହା ରାଜ୍ୟ ପାଇଁ ଏକ ଉଦବେଗ ଜନକ ସ୍ଥିତି ପାଲଟିଛି। ସାତଟି ସହରର ବାୟୁରେ PM10 ଏବଂ PM2.5 ପରି ବିପଜ୍ଜନକ ବାୟୁ ପ୍ରଦୂଷକ ପଦାର୍ଥର ମାନ ରହୁଛି। ରାଜ୍ୟ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ଭୁବନେଶ୍ୱର, […]

Continue Reading

କାର୍ ଉପରେ ଓଲଟିଲା ଡିଜେଲ୍ ଭର୍ତ୍ତି ଟ୍ୟାଙ୍କର, ୭ ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ: ଭାରସାମ୍ୟ ହରାଇ କାର୍ ଓଲଟି ପଡ଼ିଲା ତେଲ ବୋଝେଇ ଟ୍ୟାଙ୍କର । ଦୁର୍ଘଟଣାର ୭ ଜଣଙ୍କର ଅକାଳ ବିୟୋଗ ହୋଇଛି । ଉତ୍ତରପ୍ରଦେଶ ମଥୁରାର ଯମୁନା ଏକ୍ସପ୍ରେସ ୱେରେ ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଡିଜେଲ ଭର୍ତ୍ତି ଏକ ଟ୍ୟାଙ୍କର୍ ଡିଭାଇଡରରେ ପିଟି ହୋଇ ରାସ୍ତା ଆରପଟକୁ ଚାଲି ଯାଇଥିଲା । ସେତିକିବେଳେ ଆଗ୍ରାରୁ ଆସୁଥିବା ଇନୋଭା କାର ଉପରେ ଓଲଟି ପଡ଼ିଥିଲା ଟ୍ୟାଙ୍କର । […]

Continue Reading