ଝିଅ ନିର୍ବନ୍ଧରେ ଡ୍ୟାନ୍ସ କରି ଚର୍ଚ୍ଚାରେ ଆମିର ଖାନ
ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ବିବାହ କରିବେ ବଲିଓଡ ଷ୍ଟାର ଆମିର ଖାନଙ୍କ ଝିଅ ଇରା । ମୁମ୍ବାଇରେ ପ୍ରେମିକ ନୁପୂର ଶିଖରେଙ୍କ ସହିତ ନିର୍ବନ୍ଧ କରିଛନ୍ତି ଇରା । ଏହି ଅବସରରେ ଏକ ଗ୍ରାଣ୍ଡ ପାର୍ଟି ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଇରା ଖାନ ଲାଲ୍ ଗାଉନରେ ନଜର ଆସିଥିବା ବେଳେ ଆମିର ଖାନ ମଧ୍ୟ ଧଳା କୁର୍ତ୍ତାରେ ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଥିଲେ । ଝିଅର ନିର୍ବନ୍ଧ ପାର୍ଟିକୁ ଅଧିକ ମଜାଦାର କରିବା ପାଇଁ […]
Continue Reading
