ସ୍କୁଲ୍ରେ ପଡ଼ିଲା ତାଲା, ଗେଟ୍ ଆଗରେ ବସିଲେ ଅଭିଭାବକ ଓ ପିଲା
କେନ୍ଦୁଝର: ସ୍କୁଲ୍ରେ ପଡ଼ିଛି ତାଲା। ଖରାରେ ଗେଟ୍ ଆଗରେ ବସିଛନ୍ତି ପିଲା। ସ୍ମାର୍ଟ ଯୁଗରେ ଶିକ୍ଷାର ଏପରି ବିକଳ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲାରୁ। ତାଲା କଥା ବୁଝିବାକୁ ଆସି ଏବିଓ ହେଲେ ଝାଳନାଳ। ଆଉ କହିଲେ, ମୁଁ ନୂଆକରି ଆସିଛି। ସମସ୍ୟା ସମାଧାନ କରିବା ପାଇଁ ମୋତେ ପଠାଯାଇଛି। କିନ୍ତୁ କିଏ ପଠାଇଲେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ଏବିଓ ସିଧାସିଧା କିଛି ନକହି କଥା ଗୋଳାଇଥିଲେ ଏବିଓ। ହରିଚନ୍ଦନପୁର ବ୍ଲକ୍ ଜଙ୍ଘିରା ସରକାରୀ ଉଚ୍ଚ […]
Continue Reading
