ଇଏ ଆମ ସ୍କୁଲ୍, ରାଜ୍ୟ ସରକାରଙ୍କ 5-Tକୁ କରୁଛି ପରିହାସ
ନବରଙ୍ଗପୁର: ସ୍ମାର୍ଟ ସ୍କୁଲର ପରିକଳ୍ପନା ଭିତରେ ଇଏ ଏକ ସ୍କୁଲ୍। ଯାହା ରାଜ୍ୟ ସରକାରଙ୍କ 5-Tକୁ ପରିହାସ କରୁଛି। ଆଉ ନିଜେକୁ ନିଜେ ପଚାରୁଛି ସତରେ ମୁଁ କ’ଣ ସ୍କୁଲ୍? ଯଦି ମୁଁ ସ୍କୁଲ, ତାହାହେଲେ ମୋର ରୂପ କାହିଁକି ଏମିତି? ମୁଁ କାହିଁକି କଳା ପଲିଥିନ୍ ଚଦରରେ ଘୋଡେଇ ହୋଇଛି। ଛୋଟ ଛୋଟ ପିଲାମାନେ କାହିଁକି ବର୍ଷା ଦିନରେ ପାଠ ପଢ଼ିବା ପାଇଁ ସନ୍ତସନ୍ତିଆ ମାଟି ଉପରେ ବସି ଘାଣ୍ଟି ହେଉଛନ୍ତି? ଦିନେ କି ଦୁଇ […]
Continue Reading
