ପଜିଟିଭିଟି ହାର୧୫ ପ୍ରତିଶତରୁ ଅଧିକ ଥିବା ୧୫୦ ଜିଲ୍ଲାରେ ହୋଇପାରେ ଲକ୍‌ଡାଉନ୍‌

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଏକ ଉଚ୍ଚ ସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ପଜିଟିଭିଟି ହାର୧୫ ପ୍ରତିଶତରୁ ଅଧିକ ଥିବା ପ୍ରାୟ ୧୫୦ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଲଗାଇବାକୁ ପ୍ରସ୍ତାବ ଦେଇଛି ବୋଲି ସୂଚନା ମିଳିଛି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଷ ପରେ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, “ ଆଗାମୀ କିଛି ସପ୍ତାହ ମଧ୍ୟରେ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ପଜିଟିଭ ହାର ଅଧିକ ଥିବା ଜିଲ୍ଲାମାନଙ୍କରେ ଲକ୍‌ଡାଉନ୍‌ ପଦକ୍ଷେପ ଜରୁରୀ।

Leave a Reply

Your email address will not be published. Required fields are marked *