ଏଥର ବିକ୍ରମଙ୍କ ପାଳି? ବିଜେପି ମୁହାଁରେ ବିକ୍ରମ ଆରୁଖଙ୍କୁ ନେଇ ବଢ଼ୁଛି ଚର୍ଚ୍ଚା, ‘ଦ୍ୱାର ଖୋଲା ଅଛି’ କହିଲା ବିଜେପି

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ନେଇ ଓଡ଼ିଶା ରାଜନୀତିରେ ଏବେ ଜୋରଦାର ଚର୍ଚ୍ଚା। ଗତ କିଛି ମାସ ଧରି ସେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବାବେଳେ, ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଳରେ ଆଲୋଚନା ଜୋର ଧରିଛି। ଯଦିଓ ଏନେଇ ବିକ୍ରମ ଆରୁଖ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ବିଜେଡି କାର୍ଯ୍ୟକ୍ରମରୁ ଦୂରରେ […]

Continue Reading