ମାର୍କେଟକୁ ଆସୁଛି ନୂଆ Rx-100, ପୁଣି ସେଇ ସାଉଣ୍ଡ-ସେଇ ମଜା ପାଇବେ ଯୁବପିଢ଼ି

କମ୍ପାନୀ ପକ୍ଷରୁ ପୁଣି ଥରେ ୯୦ ଦଶକର ଭାରତୀୟ ରାସ୍ତାର ରାଜା YAMAHA RX-100 କୁ ମାର୍କେଟରେ ଲଞ୍ଚ କରୁଛି ଏବେ ରି-ଲଞ୍ଚର ତାରିଖ ଘୋଷଣା କରିଛି କମ୍ପାନୀ । ଏବେ ଏହି ବାଇକର ଅନରୋଡ ପ୍ରାଇସ୍ କଣ ହେବ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ଏହି ମୋଟର ସାଇକେଲକୁ କିଛି ସମୟ ପୂର୍ବରୁ ଭାରତୀୟ ବଜାରରେ ବନ୍ଦ କରିଦିଆଯାଇଥିଲା। ଏବେ କମ୍ପାନୀ ନୂଆ ଫିଚର ସହିତ ଲଞ୍ଚ କରିବାକୁ ଯାଉଛି। ନୂଆ ୟାମାହା […]

Continue Reading
New E-Activa is coming to the market, but not for that much money

ମାର୍କେଟକୁ ଆସୁଛି ନୂଆ E-Activa, ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର (ବ୍ୟୁରୋ) : ଆଜିର ସମୟରେ ପେଟ୍ରୋଲ ଦାମକୁ ନେଇ ସମସ୍ତେ ଅତିଷ୍ଠ। କିଏ ପେଟ୍ରୋଲ ଗାଡିକୁ ବିକ୍ରି କଲାଣି ଆଉ କିଏ ଘରେ ଟାଙ୍ଗିଲାଣି। ସେଥିପାଇଁ ଅନେକ କମ୍ପନି ପକ୍ଷରୁ E-ଗାଡି ଆବିଷ୍କାର କଲେଣି। ଆଉ ଏହି ରେସରୁ ବାଦ ପଡ଼ିନାହିଁ ହୋଣ୍ଡା। ହୋଣ୍ଡା କମ୍ପାନୀର ସର୍ବାଧିକ ବିକ୍ରି ସ୍କୁଟି Activa ଏବେ ବିଦ୍ୟୁତ ଚାଳିତ ଆସିବାକୁ ଯାଉଛି। ଯାହା ଅଳ୍ପ ଦିନ ମଧ୍ଯରେ ବଜାର ପ୍ରବେଶ ମଧ୍ଯ କରିବ। ହୋଣ୍ଡା ମୋଟରସାଇକେଲ ଏଣ୍ଡ୍ ସ୍କୁଟର […]

Continue Reading
3 brothers, 6 eyes, one dream, no one will be left hand in leg

୩ ଭାଇ ୬ ଆଖି ସ୍ବପ୍ନ ଏକ, “କେହି ରହିବେନି ବିନା ହାତ ଗୋଡ଼ରେ”

ଭୁବନେଶ୍ୱର (ବ୍ୟୁରୋ) : ସେବା କରିବାକୁ ସଭିଙ୍କୁ ଭଲଲାଗେ ନାହିଁ। କିନ୍ତୁ ଯିଏ ଥରେ ସେଇ ନିଶାରେ ପଡ଼ିଯାଏ ତାକୁ ସବୁ ଚୁଛ ଲାଗେ। ଏଇ ଯେମିତି ବ୍ରୋଦ୍ରର ହୁଡ଼ (Brother Hood) ଫାଉଣ୍ଡେସନର ତିନି ଭାଇ ସଂଜିତ ସେନାପତି, ସତ୍ୟଜିତ ସେନାପତି ଓ ସୁଜିତ ସେନାପତି। ତିନି ଭାଇ ୬ ଆଖି ହେଲେ ସ୍ୱପ୍ନ ଗୋଟାଏ। ସଭିଏଁ ନିଜର ଭଲ ମନ୍ଦ ସ୍ୱପ୍ନ ଦେଖନ୍ତି ଏ ୩ ଭାଇ କିନ୍ତୁ କେଉଁ ଲୋକର ଗୋଡ କିମ୍ବା […]

Continue Reading
Drunk socialite Vicky broDrunk socialite Vicky bro

ନିଶାଖୋର ସମାଜସେବୀ ଭିକି

ଭୁବନେଶ୍ୱର (ବ୍ୟୁରୋ): ମନବୋଳ ଦୃଢ ଥିଲେ ସବୁ କିଛି ସମ୍ଭବ। ପ୍ୟାକେଟରେ ଟଙ୍କା ଥିଲେ କି ନଥିଲେ ବି କରିହେବ ସମାଜସେବା। ପରିବାର ପ୍ରତିପୋଷଣ ପାଇଁ ସମୟ ନାହିଁ କିନ୍ତୁ ସମାଜସେବା ପାଇଁ ଘର ବି ପର କରି ଦେଉଛନ୍ତି । ଏପରି ଜଣେ ନିଶାଖୋର ସମାଜସେବୀ ହେଉଛନ୍ତି ପଟିଆ ଅଞ୍ଚଳର ଦରଦୀ ମଣିଷ ଚନ୍ଦ୍ରଶେଖର ଦାସ ତଥା ସଭିଙ୍କ ପ୍ରିୟ ଭିକି ଭାଇ। ଭିକି ଭାଇ ନାମରେ ପରିଚିତ ହେଇ ଯୁବକ ଜଣଙ୍କ କେବଳ ପଟିଆ […]

Continue Reading
The eyes are not closed, now the justice of the court will be seen with open eyes

ଚକ୍ଷୁ ବନ୍ଦ ନୁହଁ ଏବେ ମୁକ୍ତ ଚକ୍ଷୁରେ ଦେଖିବେ କୋର୍ଟର ନ୍ୟାୟ ଦେବୀ

ଭୁବନେଶ୍ୱର (ବ୍ୟୁରୋ) : ଭାରତରେ ଉନ୍ମୋଚିତ ହେଲା ନୂଆ ନ୍ୟାୟ ପ୍ରତୀକ। ଆଉ ବନ୍ଦ ଚକ୍ଷୁ ନୁହଁ ଏବେ ପ୍ରତୀକଙ୍କ ଚକ୍ଷୁ ଖୋଲା ରହିବ। ପ୍ରତୀକକୁ ଆଜି ମୁଖ୍ୟ ନ୍ୟାୟାଧୀଶ ଚନ୍ଦ୍ରଚୂଡ଼ ଉନ୍ମୋଚିତ କରିଛନ୍ତି। ତାଙ୍କ କହିବା ମୁତାବକ ଆଇନ ସମସ୍ତଙ୍କୁ ସମାନ ଦେଖେ। ଏହାର ଉନ୍ମୋଚନ କରି ସେ ଭାରତର ନ୍ୟାୟ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ପରମ୍ପରାଗତ ଭାବେ ଅନ୍ୟାୟର ଦୃଷ୍ଟିହୀନ ପ୍ରତୀକ ଥିବା ବ୍ଲାଇଣ୍ଡ ଲେଡି ଚରିତ୍ରକୁ ପରିବର୍ତ୍ତନ କରି […]

Continue Reading
dancing-on-the-stage-with-your-naked-body-can-lead-to-jail-time

ଷ୍ଟେଜରେ ଗୁପ୍ତାଙ୍ଗ ଦେଖାଇ ନାଚିଲେ ହେଇପାରେ ଜେଲ ଦଣ୍ଡ

ଭୁବନେଶ୍ୱର (ବ୍ୟୁରୋ) : ଆଜିର ସମୟରେ ଯାତ୍ରା ହେଉ ଅବା ମେଲୋଡି ସବୁଠି ଆଇଟମ ଗାର୍ଲଙ୍କ ଚାହିଦା ବଢ଼ିବାରେ ଲାଗିଛି। ଏପରିକି କିଛି ସ୍ଥାନରେ ପୁରା ଉଲଗ୍ନ ହୋଇ ନାଚିବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ଯାହାର ଭିଡିଓ ସାଧାରଣତଃ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଆଉ ଏହାକୁନେଇ ଅନେକ ସ୍ଥାନରେ ତୁମ୍ବି ତୋଫାନ ମଧ୍ୟ ଦେଖାଦେଉଛି । ବେଳେବେଳେ କିଛି ନର୍ତ୍ତକୀଙ୍କୁ ଲୋକେ ଷ୍ଟେଜ ଉପରେ ମଧ୍ୟ ଉଚିତ ଜବାବ ଦେଉଛନ୍ତି । […]

Continue Reading
The new Nokia Keypad 5G phone is coming to the market with a DSLR camera at Rs 2999

2999 ଟଙ୍କାରେ DSLR କ୍ୟାମେରା ସହ ମାର୍କେଟକୁ ଆସୁଛି ନୂଆ Nokia Keypad 5G ଫୋନ

ଭୁବନେଶ୍ୱର (ବ୍ୟୁରୋ) : ମୋବାଇଲ ବ୍ୟବହାରକାରୀଙ୍କ ପ୍ରଥମ ପସନ୍ଦ ଥିଲା ନୋକିଆ ମୋବାଇଲ | କୌଣସି କାରଣ ବଶତଃ ମାର୍କେଟରୁ ଲୁପ୍ତ ହେଇଯାଉଥିବା ଫୋନ କମ୍ପାନୀ କିନ୍ତୁ ଏବେ ପୁଣି ମାର୍କେଟରେ ନିଜର ପତିଆରା ଜାହିର କରିବାକୁ ଅଣ୍ଟା ଭିଡିଲାଣି | ଟଚ ସ୍କ୍ରିନ ସ୍ମାର୍ଟଫୋନ ଦୁନିଆରେ ନୋକିଆ ପ୍ରବେଶକୁ ସହଜରେ ଅନେକ ଗ୍ରହଣ କରିପାରୁନାହାନ୍ତି | ଏହି ଫୋନ ଭାରତରେ ଏକ ଭୌତିକ ପରିବର୍ତନ କରିପାରେ ବୋଲି ଆଲୋଚନା ହେଉଛି | ତେବେ ଆସନ୍ତୁ ଜାଣିବା […]

Continue Reading
#agarbattimachine #agarbattimakingbusiness #agarbattibanankabusiness #businessideas #newbusinessideas2024 #business #businessideas #businessplan #newbusinessideas #agarbattimachineprice #agarbattimakingmachine #agarbattimakermachine #manualagarbattimachine #businessideasinodisha

ଆଜି ହିଁ ବ୍ୟବସାୟ ଆରମ୍ଭ କରନ୍ତୁ, ମାଗଣାରେ LED TV ପାଆନ୍ତୁ

ଭୁବନେଶ୍ବର (ବ୍ୟୁରୋ) : ଦୁର୍ଗା ପୂଜାର ମାହୋଲରେ କିଛି ନା କିଛି ନୂଆ କରିବାର ଆଶା ନେଇ ଅନେକ ଯୁବପିଢ଼ି ଆଗକୁ ଆସନ୍ତି। କେହି କେହି ବ୍ୟବସାୟ ଆରମ୍ଭ କରନ୍ତି ଆଉ କେହି ନୂଆ ଚାକିରୀ ଖୋଜନ୍ତି । ତେବେ ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ନେଇ ଆସିଛି Swomen Agarbati । ପୂଜା ମାହୋଲରେ ବ୍ୟବସାୟ ପାଇଁ ଯଦି ଘରକୁ ଧୂପ ପ୍ରସ୍ତୁତକାରୀ ମେସିନ […]

Continue Reading

ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷାର ଘଟିବ ଅନ୍ତ, ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି। କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଡିଏ ଅର୍ଥାତ୍ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି ଯାହା ବର୍ତ୍ତମାନ ଶେଷ ହେବାକୁ ଯାଉଛି। ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ପାଇବେ। ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଏହି ଖବର ଆସିଛି ଯେ ଆସନ୍ତା ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ଏବଂ […]

Continue Reading
The first Odisha in the country... Mohan Majhi laid the foundation stone

ଦେଶରେ ପ୍ରଥମ ଓଡିଶା… ଶିଳାନ୍ୟାସ କଲେ ମୋହନ ମାଝୀ

ଭୁବନେଶ୍ବର: ଓଡ଼ିଶାରେ ହେବ କାର୍ବାଇଟ ଉତ୍ପାଦନ। ମୁଖ୍ୟମନ୍ତ୍ରୀ କଲେ ଶିଳାନ୍ୟାସ। ଇନ୍‌ଫୋଭ୍ୟାଲିର ଇଏମ୍‌ସି ପାର୍କରେ ‘ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ହେଉଛି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍‌ ଉତ୍ପାଦନ କାରଖାନା। ଏହି ପ୍ରକଳ୍ପରେ କମ୍ପାନି ୬୨୦ କୋଟି ଟଙ୍କା ନିବେଶ କରୁଥିବା ବେଳେ ଏହା ଦ୍ବାରା ୫୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି […]

Continue Reading