ଘଣ୍ଟାଏ ଧରି ଆକାଶରେ ଚକ୍କର ମାରିଲା ବିମାନ, ୩ ଥର ଅବତରଣ ବିଫଳ
ନୂଆଦିଲ୍ଲୀ: ଭାବନ୍ତୁ ଆପଣ ବିମାନରେ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି । ଅଥଚ ବିମାନ ଅବତରଣ କରିପାରୁନାହିଁ । ପ୍ରାୟ ଗୋଟିଏ ଘଣ୍ଟା ଧରି ଅବତରଣ ଉଦ୍ୟମ କରି ବିଫଳ ହେଉଛି ବିମାନ । ତା’ପରର ଅବସ୍ଥା କଣ ହେବ ଆପଣଙ୍କର ? ନିଶ୍ଚୟ ମନରେ ଆଶଙ୍କା ସହ ଆପଣଙ୍କ ହୃଦସ୍ପନ୍ଦନ ବଢ଼ିଯିବ । ଏମିତି ହିଁ କିଛି ଘଟିଛି ଅହମଦାବାଦରୁ ଜୈସଲମର ଉଡ଼ାଣ କରିଥିବା ସ୍ପାଇସ୍ ଜେଟ୍ ବିମାନ ଯାତ୍ରୀଙ୍କ ସହ । ବିମାନଟି ଜୈସଲମରରେ ଅବତରଣ […]
Continue Reading
