ହଠାତ କୋଣାର୍କ ଭ୍ରମଣରେ ସୁପ୍ରିମକୋର୍ଟ ବିଚାରପତି

କୋଣାର୍କ : ସୁପ୍ରିମକୋର୍ଟ ବିଚାରପତି ମାନ୍ୟବର ଏସ ଅବଦୁଲ ନାଜୀର୍ ସପତ୍ନୀଙ୍କ ସହ ଶନିବାର ସନ୍ଧ୍ୟା ୭ଟାରେ କୋଣାର୍କରେ ପହଞ୍ଚି ଇଣ୍ଡିଆନ ଅଏଲ ଦ୍ବାରା ନିର୍ମିତ ବାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି । ପରେ ସୂର୍ଯ୍ୟ ମନ୍ଦିର ପରିସରରେ ହେଉଥିବା ଲାଇଟି ଆଣ୍ଡ ସାଉଣ୍ଡ ଦେଖିବା ସହ ବାଖ୍ୟାନ କେନ୍ଦ୍ରକୁ ଆସି ସୂର୍ଯ୍ୟ ମନ୍ଦିର କଥାବସ୍ତୁ ଉପରେ ଆଧାରିତ ପୌରାଣିକ ଚଳଚିତ୍ରକୁ ଉଭୟ ସପତ୍ନୀ ଉପଭୋଗ କରିଛନ୍ତି । କିନ୍ତୁ ରାତ୍ରୀ ହୋଇଯାଇଥିବାରୁ ବିଚାରପତି ମାନ୍ୟବର ଶ୍ରୀ […]

Continue Reading

ଟ୍ରେଲର ସହ ଟୁରିଷ୍ଟ ବସ୍ ଧକ୍କା, ୫ ମୃତ ଓ ୧୨ ଗୁରୁତର

ଯୋଧପୁର: ଟ୍ରେଲର ସହ ଟୁରିଷ୍ଟ ବସର ଧକ୍କା । ଦୁର୍ଘଟଣାରେ ୫ ଜଣଙକ୍ର ଜୀବନ ଯାଇଛି । ଗୁରୁତର ଆହତ ହୋଇଛନ୍ତି ୧୨ ଜଣ । ଆହତଙ୍କ ମଧ୍ୟରେ ୬ ଜଣ ଶିଶୁ ଅଛନ୍ତି । ରାଜସ୍ଥାନ ଯୋଧପୁରରେ ଆଜି ସକାଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଫଲୌଦି ନିକଟରେ ଏକ ମିନି ଟୁରିଷ୍ଟ ବସ୍ ସହ ଟ୍ରେଲରର ଧକ୍କା ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ମିନି ବସଟି କିଛି ପର୍ଯ୍ୟଟକଙ୍କୁ ନେଇ ଦିଲ୍ଲୀରୁ ଜୟସାଲେମର ଯାଉଥିଲା […]

Continue Reading

ଦେଶରେ ୨୪ ଘଣ୍ଟାରେ ୨୪ ହଜାର କରୋନା ପଜିଟିଭ୍, କେବଳ ୫ଟି ରାଜ୍ୟରେ ୮୧% ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଲଗାତାର ତୃତୀୟ ଦିନରେ ପଜିଟିଭ୍ କେସ୍ ବଢ଼ିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୪ହଜାର ୮୮୨ ନୂଆ ଆକ୍ରାନ୍ତ । ମହାରାଷ୍ଟ୍ରରେ ମହାମାରୀ ବ୍ୟାପୁଛି । ଆଜି ଗୋଟିଏ ଦିନରେ ବାହାରିଛନ୍ତି ସର୍ବାଧିକ ୧୫ହଜାର ୮୧୭ ସଂକ୍ରମିତ । କେରଳ, ପଞ୍ଜାବ, ଗୁଜରାଟ ଓ ମଧ୍ୟପ୍ରଦେଶରେ ବି ସଂଖ୍ୟା ବଢୁଛି । କେବଳ ଏହି ପାଞ୍ଚଟି ରାଜ୍ୟରେ […]

Continue Reading

ଅଭିନେତା ଆଶିଷ ବିଦ୍ୟାର୍ଥୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ବିଜେତା ଅଭିନେତା ଆଶିଷ ବିଦ୍ୟାର୍ଥୀ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି। ସେ ନିଜେ ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକ ଏବଂ ଅନୁସରଣକାରୀଙ୍କୁ ଏହି ସୁଚନା ଦେଇଛନ୍ତି। ତାଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଆଶିଷ ମଧ୍ୟ ଉଲ୍ଲେଖ କରିଛନ୍ତି। “ଏହାସହିତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି ବୋଲି ସେ କହିଛନ୍ତି। ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ବାରାଣାସୀ କିମ୍ବା ଦିଲ୍ଲୀରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ […]

Continue Reading

ପତି-ପତ୍ନୀ ଓ ତିନି ଛୁଆଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟନା: ଅଭାବନୀୟ ଘଟଣା । ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ସ୍ୱାମୀ-ସ୍ତ୍ରୀ ଓ ତିନି ଜଣ ପିଲା । ଏଭଳି ହୃଦୟ ବିଦାରକ ଘଟଣା ବିହାର ସୁପୋଲ ଜିଲ୍ଲାରୁ ସାମନାକୁ ଆସିଛି । ସନ୍ଦେହଜନକ ଅବସ୍ଥାରେ ସମସ୍ତଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କୁହାଯାଉଛି ଗତକାଲି ରାତିରେ ସେମାନେ ଫାଶୀ ଲଗାଇ ଆତ୍ମହତ୍ୟା କରିଥାଇପାରନ୍ତି । ଗୋଟିଏ ଘର ଭିତରେ ସ୍ୱାମୀ, ସ୍ତ୍ରୀ, […]

Continue Reading

କେମିତି ଆହତ ହେଲେ ମମତା ? ସରକାରଙ୍କ ରିପୋର୍ଟକୁ ନେଇ ସନ୍ତୁଷ୍ଟ ନୁହଁନ୍ତି ନିର୍ବାଚନ କମିଶନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବାକୁ ନେଇ ଉଷ୍ଣତା ବଢ଼ିବାରେ ଲାଗିଛି । ଦିଦି କେମିତି ଆହତ ହେଲେ ? ଏହା ଦୁର୍ଘଟଣା ନା ଆକ୍ରମଣ ? ପୋଲିସ ଯାଞ୍ଚରୁ ସେଭଳି କିଛି ସ୍ପଷ୍ଟ ହୋଇନଥିବା ବେଳେ ଦିଦି କରୁଥିବା ଆକ୍ରମଣ ଅଭିଯୋଗର କୌଣସି ପ୍ରମାଣ ବି ନାହିଁ । ଏପରିକି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରେ କୌଣସି ତାଳମେଳ ନାହିଁ । ତେବେ, ସତ କଣ ଜଣାପଡ଼ିନାହିଁ । ଏହାର ଭିତରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ […]

Continue Reading

କ୍ୱାଡ୍ ସମ୍ମିଳନୀରେ ଉଠିଲା ଭାରତ-ଚୀନ ପ୍ରସଙ୍ଗ

ନୂଆଦିଲ୍ଲୀ: ଶୁକ୍ରବାର ଭର୍ଚୁଆଲରେ କ୍ୱାଡ୍ ସମ୍ମିଳନୀ ବୈଠକ ହୋଇଥିଲେ । ଏଥିରେ ଏଲଏସରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ପ୍ରସଙ୍ଗ ଉଠିଛି । ପ୍ରସଙ୍ଗରେ ସମସ୍ତ ଦେଶର ନେତା ଭାରତକୁ ସମର୍ଥନ କରିବା ସହ ସହାନୁଭୂତି ଜଣାଇଛନ୍ତି । ୨୦୨୧ ଜୁନରେ ବ୍ରିଟେନରେ ଜି୭ ଶିଖର ବୈଠକ ବେଳେ କ୍ୱାଡ୍ ନେତାଙ୍କ ଦ୍ୱିତୀୟ ବୈଠକ ହୋଇପାରେ । ତେବେ ଆମେରିକା ମଧ୍ୟ ଶିଖର ବୈଠକ ଆୟୋଜନ କରିବାକୁ ଇଚ୍ଛା ପ୍ରକାଶ କରିଛି । ଏନେଇ ନିଷ୍ପତ୍ତି ନିଆଯାଇନାହିଁ । […]

Continue Reading

‘ସ୍ବାଧୀନତାର ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ: ୨୦୨୨ ମସିହା ଅଗଷ୍ଟ ୧୫ ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ସ୍ୱାଧୀନତାର ୭୫ ବର୍ଷକୁ ସ୍ମରଣୀୟ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ୭୫ ସପ୍ତାହ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ୧୨ ମାର୍ଚ୍ଚ ତଥା ଦାଣ୍ଡି ମାର୍ଚ୍ଚରୁ ସାବରମତି ଆଶ୍ରମରୁ ଆରମ୍ଭ ହେବାକୁ ଯାଉଛି। ଏହି ଦିନରୁ ମହାତ୍ମା ଗାନ୍ଧୀ ଦାଣ୍ଡି ମାର୍ଚ୍ଚ ଆରମ୍ଭ […]

Continue Reading

୨ୟ ଡୋଜ ଟିକା ନେବା ପରେ ସ୍ବାସ୍ଥ୍ୟ ଅଧିକାରୀ କରୋନା ପଜିଟିଭ ଚିହ୍ନଟ

ଜଲନା: ମହାରାଷ୍ଟ୍ରରେ ଦୁଇଜଣ ସ୍ୱାସ୍ଥ୍ୟ ଅଧିକାରୀ କରୋନା ଟିକାର ଦ୍ୱିତୀୟ ଡୋଜ ନେବା ପରେ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ରୋଗୀ କିଛି ଦିନ ପୂର୍ବରୁ ଦ୍ୱିତୀୟ ଡୋଜ ନେଇଥିଲେ। ତେବେ ଦୁହେଁ କରୋନାର ସାମାନ୍ୟ ଲକ୍ଷଣ ଅନୁଭବ କରିଥିଲେ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ପରେ ଯେତେବେଳେ ସେମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା, ସେମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ବୋଲି ସମ୍ପୃକ୍ତ ଅଧିକାରୀ ଜଣକ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ସୂଚନା ଦେଇଛନ୍ତି। […]

Continue Reading

ଗାଜିଆବାଦର କାରଖାନାରେ ଅଗ୍ନିକାଣ୍ଡ, ୧୪ ମୃତ

ଗାଜିଆବାଦ: ସାହିବାବାଦ ଇଣ୍ଡଷ୍ଟ୍ରିଆଲ୍ ଏରିଆ ସାଇଟ୍ ୪ରେ ଗୁରୁବାର ରାତିରେ ଚିକିତ୍ସା ଉପକରଣ ଉତ୍ପାଦନ କରୁଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଗାଜିଆବାଦର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) କଲାନିଧି ନଇଥାନି କହିଛନ୍ତି, “ଅଗ୍ନିକାଣ୍ଡରେ ସମୁଦାୟ ୧୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।” ତେବେ କୌଣସି ମୃତାହତ ହୋଇନଥିବା ନେଇ ପୋଲିସ ପକ୍ଷରୁ ସୂଚନା […]

Continue Reading