ଭାରତରୁ ୧୦ ମିଲିୟନ୍ ଆଷ୍ଟ୍ରା ଜେନେକା ଟିକା ନେବ ବ୍ରିଟେନ
ନୂଆଦିଲ୍ଲୀ: ବ୍ରିଟେନ ସରକାର ମଙ୍ଗଳବାର ଦିନ ଏକ ବିବୃତ୍ତିରେ କହିଛନ୍ତି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ୧୦ ମିଲିୟନ୍ ଆଷ୍ଟ୍ରା ଜେନେକା କରୋନା ଟିକା ଗ୍ରହଣ କରାଯିବ। ରିପୋର୍ଟ ଅନୁଯାୟୀ ସର୍ବ ବୃହତ ଟିକା ଉତ୍ପାଦନକାରୀ ସଂସ୍ଥା ଏସ୍ଆଇଆଇ ଗରିବ ଏବଂ ମଧ୍ୟବିତ୍ତ ଦେଶ ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ସହିତ ବିକଶିତ ହୋଇଥିବା ଆଷ୍ଟ୍ରାଜେନେକା ଟିକା ଉତ୍ପାଦନ କରୁଛନ୍ତି। ବ୍ରିଟେନ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ ବ୍ରିଟେନ ଆଷ୍ଟ୍ରାଜେନେକା କରୋନା ଟିକାର ୧୦୦ […]
Continue Reading
