ଲଦାଖରେ ଭୁମିକମ୍ପର ଝଟକା ଅନୁଭୂତ, ତୀବ୍ରତା ୩.୬
ଶ୍ରୀନଗର: ଲଦାଖରେ ଶନିବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି ।ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୬ ମପା ଯାଇଥିଲା । ଏନେଇ ବିଭାଗ ପକ୍ଷରୁ ଟ୍ବିଟ୍ କରାଯାଇଛି। ସକାଳ ୫ଟା ୧୧ମି. ଲଦାଖର ଲେହ ଠାରୁ ପୂର୍ବଉତ୍ତରପୂର୍ବ ଦିଗରୁ ୧୦୪କିମି. ଦୂରରେ ଏହାର ଝଟକା ଅନୁଭୂତ ହୋଇଥିଲା।ଆହୁରି ମଧ୍ୟ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଏହି ଭୁମିକମ୍ପ ଝଟକା ଯୋଗୁଁ ଏଯାବତ୍ କିଛି କ୍ଷୟକ୍ଷତିର ସୂଚନା […]
Continue Reading
