SIP ରେ ମାସକୁ 2000, 3000, 5000 ଟଙ୍କା: 1 କୋଟି ଟଙ୍କା ରୋଜଗାର କରିବାକୁ କେତେ ସମୟ ଲାଗିବ? ଗଣନା ଦେଖନ୍ତୁ |

ଭୁବନେଶ୍ବର (ବ୍ୟୁରୋ) : ଏକ ବ୍ୟବସ୍ଥିତ ବିନିଯୋଗ ଯୋଜନା (SIP) ନିବେଶକମାନଙ୍କୁ ନିୟମିତ ପାଣ୍ଠିରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅବଦାନ ପ୍ରଦାନ କରିବାକୁ ଅନୁମତି ଦିଏ, ଶୃଙ୍ଖଳିତ ବିନିଯୋଗ ଏବଂ ସମୟ ସହିତ ସମ୍ଭାବ୍ୟ ଧନ ସଂଗ୍ରହକୁ ପ୍ରୋତ୍ସାହିତ କରେ | ସେପ୍ଟେମ୍ବର ପାଇଁ AMFI ତଥ୍ୟ ଦର୍ଶାଉଛି ଯେ ମାସିକ SIP ଅବଦାନ 24,508 କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା ଅଗଷ୍ଟରେ 23,547.34 କୋଟିରୁ ବୃଦ୍ଧି ପାଇଛି | ସେପ୍ଟେମ୍ବରରେ ପଞ୍ଜୀକୃତ ହୋଇଥିବା ନୂତନ […]

Continue Reading

RTI ରେ, ପ୍ରଶାସନକୁ ପ୍ରଶ୍ନ ପଚାର, ବ୍ୟବସ୍ଥା ସ୍ଵଚ୍ଛ ହେବ

ଭୁବନେଶ୍ବର (ବ୍ୟୁରୋ) : “ଉଠରେ ଉଠରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ, ପୂରୁବ ଗୌରବ ପୂରୁବ ମହିମା, ପଡ଼ିବ କି କେବେ ମନେ?” ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଏହି ଉକ୍ତି ନିଶ୍ଚିତ ଭାବେ ମନରେ ଆସୁଥିବ। ଏହାକୁ ଅନେକ ସମୟରେ ଆମେ ଉଦାହରଣ ସଦୃଶ ମଧ୍ୟ ବ୍ୟବହାର କରିଥାଉ। ହେଲେ ଆଜିର ଯୁବ ପିଢି କେଉଁଠି ଏହାକୁ ନେଇ ଟିକିଏ ଧିମା ପଡ଼ିଛନ୍ତି। ସେଥିପାଇଁ ତ ପ୍ରାଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ କରିବାର […]

Continue Reading
#agarbattimachine #agarbattimakingbusiness #agarbattibanankabusiness #businessideas #newbusinessideas2024 #business #businessideas #businessplan #newbusinessideas #agarbattimachineprice #agarbattimakingmachine #agarbattimakermachine #manualagarbattimachine #businessideasinodisha

ଆଜି ହିଁ ବ୍ୟବସାୟ ଆରମ୍ଭ କରନ୍ତୁ, ମାଗଣାରେ LED TV ପାଆନ୍ତୁ

ଭୁବନେଶ୍ବର (ବ୍ୟୁରୋ) : ଦୁର୍ଗା ପୂଜାର ମାହୋଲରେ କିଛି ନା କିଛି ନୂଆ କରିବାର ଆଶା ନେଇ ଅନେକ ଯୁବପିଢ଼ି ଆଗକୁ ଆସନ୍ତି। କେହି କେହି ବ୍ୟବସାୟ ଆରମ୍ଭ କରନ୍ତି ଆଉ କେହି ନୂଆ ଚାକିରୀ ଖୋଜନ୍ତି । ତେବେ ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର ନେଇ ଆସିଛି Swomen Agarbati । ପୂଜା ମାହୋଲରେ ବ୍ୟବସାୟ ପାଇଁ ଯଦି ଘରକୁ ଧୂପ ପ୍ରସ୍ତୁତକାରୀ ମେସିନ […]

Continue Reading

୨୦୨୬ ଅଗଷ୍ଟ ୧୬ ଯାଏଁ ଡିଜିପି ଭାବେ କାର୍ଯ୍ୟ କରିବେ ୱାଇବି ଖୁରାନିଆ

ଭୁବନେଶ୍ବର: ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି। ମୋହନ ସରକାରଙ୍କ ଦ୍ବାରା କାର୍ଯ୍ୟକାଳ ଅବଧି ବଢ଼ାଯିବା ପରେ ୱାଇବି ଖୁରାନିଆ ୨୦୨୬ ଅଗଷ୍ଟ ୧୬ ତାରିଖ ଯାଏଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ସୂଚନାଯୋଗ୍ୟ, ଯୋଗେଶ ବାହାଦୁର ଖୁରାନିଆ ଗତ ଅଗଷ୍ଟ ୧୬ ତାରିଖ ଦିନ ୩୮ତମ ପୁଲିସ ଡିଜି ଭାବେ ଦାୟିତ୍ବଗ୍ରହଣ କରିଥିଲେ। ସେ ବକ୍ସିବଜାରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ଅରୁଣ ଷଢ଼ଙ୍ଗୀଙ୍କ […]

Continue Reading
The first Odisha in the country... Mohan Majhi laid the foundation stone

ଦେଶରେ ପ୍ରଥମ ଓଡିଶା… ଶିଳାନ୍ୟାସ କଲେ ମୋହନ ମାଝୀ

ଭୁବନେଶ୍ବର: ଓଡ଼ିଶାରେ ହେବ କାର୍ବାଇଟ ଉତ୍ପାଦନ। ମୁଖ୍ୟମନ୍ତ୍ରୀ କଲେ ଶିଳାନ୍ୟାସ। ଇନ୍‌ଫୋଭ୍ୟାଲିର ଇଏମ୍‌ସି ପାର୍କରେ ‘ଆର୍‌ଆଇଆର୍‌ ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌’ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ହେଉଛି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍‌ ଉତ୍ପାଦନ କାରଖାନା। ଏହି ପ୍ରକଳ୍ପରେ କମ୍ପାନି ୬୨୦ କୋଟି ଟଙ୍କା ନିବେଶ କରୁଥିବା ବେଳେ ଏହା ଦ୍ବାରା ୫୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି […]

Continue Reading

ସୌମେନ ଅଗରବତୀ ଦେବ Led TV

ଭୁବନେଶ୍ବର : ଓଡ଼ିଶାରେ ଇତିହାସ ରଚିଲା ସୌମେନ୍ ଅଗରବତୀ। ନିଜ ଗ୍ରାହକଙ୍କୁ ନେଇ ନିଆରା ଢଙ୍ଗରେ ପାଳନ କଲା ଗ୍ରାହକ ସମ୍ମିଳନୀ । ରାଜ୍ୟର ସମସ୍ତ ଜିଲ୍ଲାରୁ ପାଖାପାଖି 100ରୁ ଉର୍ଦ୍ଧ ଗ୍ରାହକ ଏକାଠି ହୋଇ ଭାବର ଆଦାନ ପ୍ରଦାନ କରିଛନ୍ତି। ଅନେକ ଧୂପ ପ୍ରସ୍ଥୁତ ସଂସ୍ଥା ଥିଲେ ସୁଦ୍ଧା ଏପରି ସଂଯୋଜ ଆଜିଯାଏ ଦେଖିବାକୁ ମିଳିନଥିଲା। ଏହା ରାଜ୍ୟରେ ଇତିହାସ୍ ସୃଷ୍ଠି କରିଥିବା କଥା ଗ୍ରାହକ ମୁହଁରେ ଥିଲା। ଏହି ଉପଲକ୍ଷେ ଏକ ବଡ ଘୋଷଣା […]

Continue Reading

କମିଲା ସୁନା ଦର, ଖୁସି ଦେଶ ବାସୀ

ବ୍ୟୁରୋ : ଆସିଲା ନୂଆ ବଜେଟ। ମୋଦୀ ସରକାରଙ୍କ ତୃତୀୟ ପାଳିର ଆଜି ଆସିଛି ପ୍ରଥମ ବଜେଟ। ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଥିଲେ ଯେ, ‘ଭାରତର ଅର୍ଥନୀତିର ଅଭିବୃଦ୍ଧି ଅତ୍ୟନ୍ତ ଭଲ ରହିଛି। ଏହା ସହ ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି। ଏହି ବଜେଟରେ ଗରିବ, ଯୁବପିଢ଼ି, ମହିଳା, କୃଷକ ଇତ୍ୟାଦିଙ୍କୁ ଗୁରୁତ୍ବ ଦିଆଯାଇଥିବା ବେଳେ ସୁନା ଦର କମିଛି। ସୁନା ଓ ରୂପା ଉପରେ […]

Continue Reading

କ୍ଷମା ମାଗିଲେ, ଦଳ ଛାଡିଲେ ପାଣ୍ଡିଆନ

ଭୁବନେଶ୍ବର : ବିଜେଡିର ପରାଜୟ ପରେ ଲୁକାୟତ ଥିବା ପାଣ୍ଡିଆନ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ ସିଧା ସିଧା ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଉଥିବା କଥା ଇଂରାଜୀରେ କହିଛନ୍ତି। ଏପରିକି ବିଜୁ ଜନତା ଦଳ ର କର୍ମୀଙ୍କୁ କ୍ଷମା ବି ମାଗିଛନ୍ତି। ତେବେ ତାଙ୍କ ଜୀବନର ପୁରା ଯାତ୍ରା ଭିଡିଓ ରେ ବଖାଣିଥିଲେ। ଆଉ ସେ ସେବା କରିବାକୁ ନବୀନ୍ ଙ୍କୁ ସାହାଯ୍ୟ କରିବାକୁ ରାଜନୀତିରେ ଯୋଗ ଦେଇଥିବା କଥା ସ୍ପଷ୍ଟ କରିଥିଲେ। […]

Continue Reading

ଭୂମିକମ୍ପରେ ଥରିଲା କାଶ୍ମୀର, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା

ଶ୍ରୀନଗର: କାଶ୍ମୀରର ଉତ୍ତର ଭାଗରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ରେ ମପା ଯାଇଛି । ଏହି ଭୂକମ୍ପ ରାତି ୯.୩୫ରେ ଅନୁଭୂତ ହୋଇଛି, ଯାହାର ଗଭୀରତା ୧୦ କିଲୋମିଟର ବୋଲି କୁହାଯାଉଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୧୪୮ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଏହି ଭୂକମ୍ପ ସମ୍ପର୍କରେ ପୋଲିସ କହିଛି ଯେ, […]

Continue Reading

ଏଥର ମାଟ୍ରିକ ପରୀକ୍ଷାରେ କଡାକଡି ନିୟମ, କପି ପାଇଁ ଜଗିବ AI

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ବୋର୍ଡ ପକ୍ଷରୁ ୩ ହଜାର ୭୩ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ଥାନାକୁ ନୋଡାଲ୍ ସେଣ୍ଟର କରାଯାଇଛି। ଏଥି ସହ ପରୀକ୍ଷାକୁ କଡାକଡି ଭାବେ ପରିଚାଳିତ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ପରୀକ୍ଷା […]

Continue Reading