ବ୍ୟାୟାମ ନୁହେଁ,ଖାଦ୍ୟରେ କମିବ ଚର୍ବି

ଭୁବନେଶ୍ୱର : ପ୍ରାୟ ଲୋକଙ୍କର ଓଜନ ବଢିବାର ପ୍ରମୁଖ କାରଣ ହେଉଛି ଭୁଲ୍ ଜୀବନଶୈଳୀ ଓ ଖାଦ୍ୟପାନୀୟ । ଓଜନ ଥରେ ବଢିବା ପରେ ଏହାକୁ କମ୍ କରିବା ଏତେ ସହଜ ହୁଏନା । ତେଣିକି ଆମେ ଯେତେ ରୁଟିନ୍ ସେଟ୍ କରିଥାଉନା କାହିଁକି । ଓଜନ ଉପରେ ଏହାର ପ୍ରଭାବ ଖୁବ୍ କମ୍ ପଡିଥାଏ ।ଅଫିସ୍ କାମରେ ଚାପ ଏତେ ଯେ ନିୟମିତ ବ୍ୟାୟାମ କରିବା ପ୍ରାୟ ଲୋକଙ୍କ ପାଇଁ ଆଦୌ ସମ୍ଭବ ହୋଇନଥାଏ । […]

Continue Reading

ସ୍କୁଲ୍ ଫି ବଦଳରେ ପ୍ଲାଷ୍ଟିକ ବୋତଲ

ନୂଆଦିଲ୍ଲୀ : ଆଜିର ଏଇ ମହଙ୍ଗା ଦୁନିଆରେ ସବୁକିଛି କିଣା ପଡିଲାଣି । ପାଣିଠାରୁ ନେଇ ବିଜୁଳି ପର୍ଯ୍ୟନ୍ତ, ସବୁ ପାଇଁ ଦେୟ ବାଧ୍ୟତାମୂଳକ। ହେଲେ ଗାଜିଆବାଦର ଇନ୍ଧିରାପୁରମରେ ଗତ ଦୁଇ ବର୍ଷ ହେଲା ଚାଲିଛି ଏକ ନିଆରା ଫୁଟପାଥ୍ ସ୍କୁଲ୍ । ଯେଉଁଠି ୪୦ ଜଣ ପିଲା ପଢିବାକୁ ଆସିଥାନ୍ତି । ଏଠାରେ ପିଲାଙ୍କୁ ପଢାପଢି ସହ ଖାଇବା, ୟୁନିଫର୍ମ ଓ ବିଭିନ୍ନ ପଢା ସାମଗ୍ରୀ ମଧ୍ୟ ମିଳିଥାଏ । କିନ୍ତୁ ଅଜବ କଥା ହେଉଛି […]

Continue Reading

ସାପ ଚାଷ: ପୋଷା ହେଉଛି ୪୦୦ପ୍ରକାର ସାପ

ନୂଆଦିଲ୍ଲୀ: ଭାଇରାଲ ସାପ ଉଦ୍ୟାନ କଥା ଜାଣନ୍ତି? ସୋସିଆଲ ମିଡିଆରେ ଏକ ସାପ ଉଦ୍ୟାନର ଭିଡିଓ ଭାଇରାଲ ହୋଇଛି। ଯେଉଁ ଉଦ୍ୟାନଟି ୧୨ଏକର ପର୍ଯ୍ୟନ୍ତ ବିସ୍ତୃତ ରହିଛି ଏବଂ ଏହା ସାପ ପାଳନ ଓ ଔଷଧୀୟ ସାମଗ୍ରୀ ପ୍ରସ୍ତୁତି ପାଇଁ ବେଶ ପରିଚିତ। ଏହା ଏକ ସ୍ବତନ୍ତ୍ର ପ୍ରକାର ଉଦ୍ୟାନ। ଏହି ଉଦ୍ୟାନର ପ୍ରତିଟି ଶାଖାରେ ଫଳ ଫୁଲ ବ୍ୟତୀତ ସାପ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ଉଦ୍ୟାନରେ ପାଖାପାଖି ୪୦୦ରୁ ଅଧିକ ପ୍ରଜାତିର ବିଷଧର ସାପ […]

Continue Reading

ଏହି ଦେଶରେ ଜନସଂଖ୍ୟା ମାତ୍ର ୨୭

ଇଂଲଣ୍ଡ : ପୃଥିବୀର ସବୁଠାରୁ କ୍ଷୁଦ୍ରତମ ଦେଶ ଭାବେ ଭାଟିକାନ୍‌ ସିଟିକୁ ମାନ୍ୟତା ମିଳିଛି। କିନ୍ତୁ ଏବେ ଏହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଇଂଲଣ୍ଡର ଉତ୍ତର ସାଗରରେ ଅବସ୍ଥିତ ‘ସିଲ୍ୟାଣ୍ଡ’ ନାମକ ଏକ ସମୁଦ୍ର ପରିବେଷ୍ଟିତ ଇଲାକାର ଅଧିବାସୀମାନେ । ଏମାନେ ତାଙ୍କର ଇଲାକାକୁ। ପୃଥିବୀର କ୍ଷୁଦ୍ରତମ ଦେଶ ବୋଲି ଦାବି କରିଛନ୍ତି । ଇଂଲଣ୍ଡ ଉପକୂଳରୁ ୧୨ କି.ମି. ଦୂରରେ ଅବସ୍ଥିତ ‘ପ୍ରିନ୍‌ସିପାଲିଟି ଅଫ୍‌ ସିଲ୍ୟାଣ୍ଡ’ ନାମକ ଇଲାକାର ସ୍ଥିତି ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ […]

Continue Reading

ଦେଶରେ ସିଙ୍ଗଡା ଖାଇବା ମନା

ଭୁବନେଶ୍ୱର : ମନପସନ୍ଦର ଜଳଖିଆ କଥା କହିଲେ ପ୍ରଥମେ ଆସେ ସିଙ୍ଗଡ଼ା । ସନ୍ଧ୍ୟାବେଳେ ଗୋଟେ କପ୍ ଚା ସାଙ୍ଗକୁ ଦୁଇ ଚାରୋଟି ସିଙ୍ଗଡ଼ା ମିଳିଗଲେ ମଜା ଆସିଯାଏ । ତେବେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ସିଙ୍ଗଡ଼ାର ସ୍ୱାଦ ସମସ୍ତେ ଚାଖିଛନ୍ତି । କିନ୍ତୁ ଆଫ୍ରିକାରେ ଏଭଳି ଏକ ଦେଶ ରହିଛି ଯେଉଁଠି ସିଙ୍ଗଡ଼ାର ସ୍ୱାଦ କଥା ଛାଡ଼ନ୍ତୁ ସେ ଦେଶର ମାଟିରେ ଏହାର ବାସ୍ନା ବି ପହଁଚିପାରେନି । ଏଠାକାର ସୋମାଲିଆରେ ସିଙ୍ଗଡ଼ା […]

Continue Reading

ସୁବିଧା ଲୋନ୍ ପାଇଁ ଯାଆନ୍ତୁ HDFC

ଭୁବନେଶ୍ବର: ଭାରତର ଅଗ୍ରଣୀ ଘରୋଇ ବ୍ୟାଙ୍କ ପୂର୍ବ ଭାରତରେ ଏକ ମେଗା ଦୁଇ ଚକିଆ ଯାନ ଋଣ କାର୍ନିଭାଲ’ ଡ୍ରାଇଭ ଆୟୋଜନ କରୁଛି। ଏହି କର୍ନିଭାଲ ଜୁଲାଇ ୧୮ରୁ ଆରମ୍ଭ ହୋଇ ୨୦ରେ ଶେଷ ହେବ। ପୂର୍ବ ଭାରତର ୯୪୦ ରୁ ଅଧିକ ଶାଖା ଏବଂ ଓଡିଶାର ୧୩୦ ଟି ବ୍ୟାଙ୍କ ଶାଖା ଏହି ଡ୍ରାଇଭ ଆୟୋଜନ କରିବେ। ଦୁଇ ଚକିଆ ଡିଲର ଶାଖାଗୁଡିକରେ ଗ୍ରାହକଙ୍କୁ ସେମାନଙ୍କ ଗାଡି ପ୍ରଦର୍ଶନ କରିବାକୁ ଉପସ୍ଥିତ ଥିବାବେଳେ ବ୍ୟାଙ୍କ ସମସ୍ତ […]

Continue Reading

ପୃଥିବୀର ସବୁଠୁ ବଡ଼ ଫିଲିଙ୍ଗ୍ ଷ୍ଟେସନ

ଆମେରିକା : ଦେଶରେ ଥିବା ସବୁଠୁ ବଡ଼ ଫିଲିଙ୍ଗ ଷ୍ଟେସନ କଥା ଶୁଣିଲେଣି? ଆମେରିକାର ଟେନେସି ପ୍ରଦେଶ ଅନ୍ତର୍ଗତ ସେଭିର୍ଭିଲେରେ ରହିଛି ଏକ ଫିଲିଂ ଷ୍ଟେସନ୍ ଯାହା ହେଉଛି ପୃଥିବୀର ବୃହତ୍ତମ ଫିଲିଙ୍ଗ ଷ୍ଟେସନ। ବକ୍‌-ଇ କମ୍ପାନି ଦ୍ବାରା ଉନ୍ମୋଚିତ ଏହି କେନ୍ଦ୍ର ବିଶ୍ବର ବୃହତ୍ତମ ଫିଲିଂ ଷ୍ଟେସନର ମାନ୍ୟତା ହାସଲ କରିଛି। ଏଠାରେ ଏକା ସଙ୍ଗରେ ୧୨୦ଟି କାର୍‌ରେ ତେଲ ଭର୍ତ୍ତି କରିବାର ବ୍ୟବସ୍ଥା ରହିଛି।ଦୀର୍ଘ ୭୪,୦୦୦ ବର୍ଗ ଫୁଟ ପରିମିତ ଏହି କେନ୍ଦ୍ରରେ ଗ୍ରାହକଙ୍କ […]

Continue Reading

ଉଦ୍ଧାର ହେଲା ଦାମୀ ଷଣ୍ଢ, ମୂଲ୍ୟ କୋଟିଏ

ନୂଆଦିଲ୍ଲୀ: ଗାଁ ରୁ ନେଇ ସହର ଯାଇ ଅନେକ ଗାଈଗୋରୁ ଓ ଷଣ୍ଢ ବୁଲୁଥିବାର ଆପଣ ଦେଖିଥିବେ ।କିନ୍ତୁ ଏହି ଷଣ୍ଢମାନଙ୍କର କୌଣସି ମୂଲ୍ୟ ନଥାଏ । ମାତ୍ର ଯଦି ଆମେ କହୁ ଗୋଟେ ଷଣ୍ଢର ଦାମ୍ କୋଟିଏ ଟଙ୍କା । ତାଯୁକ୍ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ହେଉଛି ଏକ ବାସ୍ତବ ଘଟଣା । ଏନ୍‌ଡିଆରଏଫ୍‌ ଯବାନମାନେ ନଏଡ଼ା ଅଞ୍ଚଳର ବନ୍ୟା ଜଳରୁ ଦେଶର ସବୁଠୁ ମୂଲ୍ୟବାନ୍‌ ବିରଳ ପ୍ରଜାତିର ଷଣ୍ଢ ଉଦ୍ଧାର କରିଛନ୍ତି। […]

Continue Reading

ସଫଳତାର ଆଉ ପାଦେ: ପ୍ରଥମ କକ୍ଷପଥ ବଦଳାଇଲା ଚନ୍ଦ୍ରଯାନ-୩

ଶ୍ରୀହରିକୋଟା: ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ବର୍ତ୍ତମାନ ଏହା ୪୨,୦୦୦ କିମିରୁ ଅଧିକ ଦୀର୍ଘ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଛି। ବର୍ତ୍ତମାନ ଇସ୍ରୋ ବୈଜ୍ଞାନିକମାନେ ଏହାର କକ୍ଷପଥ ସମ୍ବନ୍ଧିତ ତଥ୍ୟର ବିଶ୍ଳେଷଣ କରୁଛନ୍ତି। ୪୨ ଦିନର ଯାତ୍ରା ପରେ ଚନ୍ଦ୍ରଯାନ-୩ ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚିବ। ଅଗଷ୍ଟ ୨୩ ତାରିଖ ସଂଧ୍ୟା ୫ ଟା ୪୭ ମିନିଟରେ ଚନ୍ଦ୍ରପୃଷ୍ଠରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ପୃଥିବୀର ୧୪ […]

Continue Reading

ସୃଷ୍ଟି ହେଲା ଲଘୁଚାପ, ୫ ଦିନ ଯାଏ ବର୍ଷିବ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଉତ୍ତର ଓଡ଼ିଶା-ପାର୍ଶ୍ଵବର୍ତ୍ତୀ ଗାଙ୍ଗୀୟ ପଶ୍ଚିମ ବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଉ ଏକ ଘୂର୍ଣ୍ଣିବଳୟ ୧୮ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଝାରସୁଗୁଡ଼ା, […]

Continue Reading