Who gave permission to do business in private vehicles - owner Malemal

କିଏ ଦେଲା ଅନୁମତି, ଘରୋଇ ଗାଡ଼ିରେ ବ୍ୟବସାୟ – ମାଲିକ ମାଲେମାଲ

ଭୁବେଶ୍ବର : ସରକାର କା ମାଲ ଦରିଆ ମେ ଡାଲ। ଏହି ସୂତ୍ରରେ ରାଜ୍ୟରେ ସରକାରଙ୍କ ଟଙ୍କାରେ ମଜା କରୁଛନ୍ତି କିଛି ଘରୋଇ ଗାଡି ମାଲିକ। ଆପଣ ଭାବୁଥିବେ ଏଥିରେ ନୂଆ କଥା କଣ? ସେଇଟା ବି ସ୍ଵାଭାବିକ କଥା କାଇଁ କିଏ ଚିନ୍ତା କରିବ, ଯିଏ ଜାହା କରୁଛି କରୁ ମୋର ଢୋ। ଆମ ପ୍ରକୃତି ସେୟା। ନହେଲେ ପରିବହନ ବିଭାଗ ନୁଆ ନୁଆ ନିୟମ କରି ସଧାରଣ ଲୋକଙ୍କୁ ଲୁଟୁଛି କିନ୍ତୁ ବଡ଼ ବଡିଆଙ୍କୁ […]

Continue Reading

ପୁଳାପୁଳା ଯୋଜନା, ମାଳମାଳ ଉନ୍ନତି, ହେଲେ ଭୁଶୁଡ଼ି ଗଲାନି ବ୍ୟବଚ୍ଛେଦ କଠୋରି

କେନ୍ଦୁଝର : ବାଡ଼ ଯଦି ଫସଲ ଖାଏ କଣ ହୁଏ? ଏକଥା ପଚାରିବାର ତାପର୍ଯ୍ୟ ହେଉଛି, କେନ୍ଦୁଝର ଜିଲ୍ଲାରେ କିଛି ଚୁଟିଆ ମୂଷା ସବୁ ଖାଇ ସଫା କରି ଦେଲେନି। ଏବେ ଯେତେ ଯାହା କଲେବି ସେଗୁଡିକ ଆବଜ ହେଉଛି। ଆଉ ଯେଉଁ ଶବ୍ଦ ହେଉଛି ତାହା ଏବେର ଜଗୁଆଳିଙ୍କୁ କାଳ ହେଉଛି। ମେଡିକାଲ କଲେଜରେ ଚାକିରି ଦେବାକୁ କହି କୋଟି କୋଟି ଲୁଟ୍ କରିଥିବା ଘଟଣାରେ 3- 4 ଜଣ ବନ୍ଧା ହେଇଛନ୍ତି। ଏକଥା ପ୍ରାୟ […]

Continue Reading

ଫସିଗଲେ ଡ଼ିଡ଼ି ବିଶ୍ବବିଦ୍ୟାଳୟ କୁଳପତି ଓ ରେଜିଷ୍ଟ୍ରାର୍‌, ଯାଇପାରନ୍ତି ଜେଲ!

କେନ୍ଦୁଝର: ସବୁଠି ଏବେ ଚାଲିଛି ଚାକିରି ବିକ୍ରି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର ବି ଏଥିରୁ ବାଦ ପଡ଼ିଲା ନାହିଁ। ଜିଲ୍ଲାର ଗର୍ବ ଓ ଗୌରବ କୁହାଯାଉଥିବା ଧରଣୀଧର ବିଶ୍ବବିଦ୍ୟାଳୟରେ ଦେଖାଦେଇଛି ଏପରି କିଛି ଘଟଣା। ଅଧ୍ୟାପକ ନିଯୁକ୍ତିକୁ ବିକି ମାଲେମାଲ ହେଇଗଲେ କୁଳପତି ଓ ରେଜିଷ୍ଟ୍ରାର ବୋଲି ଅଭିଯୋଗ ହୋଇଛି। ଖାଲି ଅଭିଯୋଗ ନୁହଁ ଏନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ। ଯାହାକୁ ନେଇ ଶୁଣାଣିରେ କୁଳପତି ଉପସ୍ଥିତ ନଥିବାରୁ ତାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଅଦାଲତ […]

Continue Reading
Odisha breaks record in liquor trade, know how much revenue it collected

ମଦ ବେପାରରେ ରେକର୍ଡ ଭାଙ୍ଗିଲା ଓଡିଶା, ଜାଣନ୍ତୁ କେତେ ରାଜସ୍ବ ଆଦାୟ

ଭୁବନେଶ୍ୱର: ରାଜ୍ୟରେ ଏକାଧିକ ମଦୁଆ ପ୍ରତିଦିନ ମଦ ପିଅନ୍ତି। ତାଙ୍କ ମନ ରଖିବା ତଥା ଶୁଦ୍ଧ ଓଡ଼ିଆରେ ମଦ୍ୟପ ବୋଲି କୁହାଯାଏ। ତାଙ୍କ ମଧ୍ୟରୁ କିଛି ସମ୍ପୂର୍ଣ୍ଣ ମଦୁଆ(ମଦ୍ୟପ) ଆଉ କିଛି ଅକେଜନାଲି ମଦୁଆ(ମଦ୍ୟପ)। ଏପରିକି ଅନେକ ବ୍ୟକ୍ତି ଘର ବାଡ଼ି ବିକ୍ରି କରି ମଦ ରେ ଉଡ଼ାଇବା ଭଳି ନଜିର ବି ରହିଛି। ଆଉ କିଛି ମଦ ପାଇଁ ସବୁଦିନ ସନ୍ଧ୍ୟାରେ ଝଗଡ଼ା ବି ଲାଗନ୍ତି। ଏପରିକି ଟଙ୍କା ପାଇଁ କିଛି ବି କରିବାକୁ ଏମାନେ […]

Continue Reading
Bribery won’t work now! Teachers will be transferred. Teachers of Keonjhar, be careful — you will be sent back home very soon!

କେନ୍ଦୁଝରର ଏ ଶିକ୍ଷକ ମାନେ ସାବଧାନ, ଖୁବଶୀଘ୍ର ଘରକୁ ଫେର!

କେନ୍ଦୁଝର : ହାତ ଗଣତି କିଛି ଶିକ୍ଷକଙ୍କୁ ଗତକାଲି ହାଇକୋର୍ଟଙ୍କ ଛାଟ ଜୋରରେ ବାଜିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏମପି – ଏମଏଲଏଙ୍କୁ ହାତ କରି ଚାକିରି ସ୍ଥାନ ପରିବର୍ତ୍ତନ (ଡ଼େପୁଟେସନ) କରିଥିବା ଶିକ୍ଷକ ମାନେ ପାନେ ପାଇବେ। ଆଉ ତାଙ୍କୁ ତ୍ରାହି ମିଳିବନାହିଁ। ଏବେ ତାଙ୍କୁ ନିଜ ପୁରୁଣା ଠିକଣାକୁ ଫେରିବାକୁ ପଡ଼ିବ। କାରଣ ଏହା ଗ୍ରହଣିୟ ନୁହଁ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ। କିନ୍ତୁ ତାଙ୍କୁ ଡ଼େଡ଼ ଲାଇନ ଦିଆଯାଇଛି। ଏ ଶିକ୍ଷା ବର୍ଷ […]

Continue Reading

ଓଡ଼ିଶାରେ ବାତ୍ୟା ‘ମୋନ୍ଥା’ର ପ୍ରଭାବ: ଗଞ୍ଜାମ ଓ ଗଜପତିରେ ବର୍ଷା ଆରମ୍ଭ, ସରକାର ପ୍ରସ୍ତୁତ

ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ଓଡ଼ିଶାରେ ପାଗ ବଦଳିଯାଇଛି। ଦକ୍ଷିଣ ଓଡ଼ିଶାରେ ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। ଗୋପାଳପୁରରେ ପବନ ସହ ଝିପିଝିପି ବର୍ଷା ଦେଖାଦେଇଛି, ଯେଉଁଠାରୁ ବାତ୍ୟା ବର୍ତ୍ତମାନ ୭୯୦ କିଲୋମିଟର ଦୂରରେ ରହିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ମଧ୍ୟ ମେଘାଚ୍ଛନ୍ନ ପାଗ ସହ ବର୍ଷା ଜାରି ରହିଛି।  ଆଜି ପାଇଁ ଗଞ୍ଜାମ ଓ ଗଜପତିକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଆସନ୍ତାକାଲି ପାଇଁ ରେଡ୍ ଆଲର୍ଟ […]

Continue Reading

ଓଡ଼ିଶା ରାଜ୍ୟ ଏଡିଇଓ ସଂଘ ଗଠିତ, ପ୍ରଭାତ ତିୱାରୀ ସଭାପତି

ଭୁବନେଶ୍ବର: ସମଗ୍ର ରାଜ୍ୟରେ ଥିବା ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ (ଏଡିଇଓ) ମାନଙ୍କୁ ନେଇ ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ନୂତନ ଭାବେ ଓଡ଼ିଶା ରାଜ୍ୟ ଏଡିଇଓ ସଂଘ (ଓସା) ଗଠନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଅଶୋକ ନଗରଠାରେ ଥିବା ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ର ସମ୍ମିଳନୀ କକ୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସଭାପତି ଓ ସମ୍ପାଦକମାନଙ୍କୁ ନେଇ ନୂତନ ରାଜ୍ୟ ସଂଘର କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ […]

Continue Reading

କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଂ ୨୦୨୬: ଓଡ଼ିଶାରେ ଶୀର୍ଷରେ କିଟ୍

ଭୁବନେଶ୍ୱର: କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଂ ୨୦୨୬ ଆଜି ପ୍ରକାଶ ପାଇଥିବାବେଳେ ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା ସହିତ ସମଗ୍ର ଭାରତରେ କିଟ୍ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ଦକ୍ଷିଣ ଏସିଆରେ ୫୫ତମ ସ୍ଥାନ ହାସଲ କରିଛି । ସମଗ୍ର ଭାରତରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ୯ମ ସ୍ଥାନରେ ରହିଛି । କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ପାଇଁ କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ […]

Continue Reading

IMS ଛାତ୍ର ଛାତ୍ରୀଙ୍କ ଭେଟଘାଟ, ନାଚିଲେ, ଗାଇଲେ ଝୁମିଲେ

ଭୁବନେଶ୍ୱର: ଦିନ ଯାଏ, ଚିହ୍ନ ରହେ। ଏହାହିଁ ପ୍ରମାଣ ହୋଇଛି ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜ୍ (ଆଇଏମଏସ) ର ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରଥମ ଭେଟ ଘାଟରେ। ମଇ ୧୧ ରବିବାର, ହୋଟେଲ ସେଭେନ ମାଇଲରେ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜ୍ ର ପୁରାତନ ଛାତ୍ରଛାତ୍ରୀଙ୍କ ମହା ସମ୍ମେଳନ ହୋଇଯାଇଛି। ଆଇଏମଏସ ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଉପେନ୍ଦ୍ର ପାଢ଼ୀ ଚାରାରେ ପାଣି ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ପୁରାତନ ଛାତ୍ର ତଥା ଏବେ ପ୍ରତିଷ୍ଠିତ ସଂସ୍ଥାରେ […]

Continue Reading

ଏସିଆର ଶ୍ରେଷ୍ଠ ୧୮୪ତମ ସ୍ଥାନରେ କିଟ୍‍

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ପ୍ରକାଶ ପାଇଛି । ବୁଧବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗରେ ପୂର୍ବବର୍ଷଗୁଡ଼ିକ ଭଳି ଏବର୍ଷ ମଧ୍ୟ କିଟ୍‍ ବିଶ୍ୱବିଦ୍ୟାଳୟ ଏହି ରାଙ୍କିଙ୍ଗରେ ଅତି ଉନ୍ନତ ପ୍ରଦର୍ଶନ କରିଛି । ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୮୪ ତମ ସ୍ଥାନରେ ରହିଛି । ଏହା ସହ କିଟ୍‍ ଦେଶର ସମଗ୍ର ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ […]

Continue Reading