ଠିକା କର୍ମଚାରୀଙ୍କ କବ୍ଜାରେ ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ସଂସ୍ଥା
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗମନାଗମନ ଓ ଗୃହ ନିର୍ମାଣ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ କେତେକ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ କରାଯାଉଛି । ଆଉ କିଛି ଛୋଟ ଛୋଟ କାର୍ଯ୍ୟ କନିଷ୍ଠ ଯନ୍ତ୍ରୀ ମାନଙ୍କ ଦ୍ଵାରା କରାଯାଉଛି । କିଛି ଅଂଚଳରେ କାମ ନିମ୍ନମାନର ହୋଇଥିବାରୁ ବର୍ଷା ଦିନ କିମ୍ବା ବର୍ଷେ ମଧ୍ୟରେ ନଷ୍ଟ ହେଉଥିବା ବିଭିନ୍ନ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରକାଶ ପାଉଥିବା […]
Continue Reading
