ନିର୍ବାଚନୀ ମାହୋଲ ଭିତରେ ଆଜିଠୁ ପାର୍ଲାମେଣ୍ଟ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେଉଛି । ଆସନ୍ତା ଏପ୍ରିଲ ୮ ତାରିଖ ଯାଏ ଚାଲିବ । ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପ୍ରଚାର ଭିତରେ ଚଳିତ ସେସନ୍ ସରଗରମ ହେବ । ସଂସଦ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥ ବିଧେୟକ ଓ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅନୁଦାନକୁ ପାସ କରାଇବା ଉପରେ ସରକାରଙ୍କ ଫୋକସ ରହିବ । ଏହା ବ୍ୟତୀତ ଏହି […]

Continue Reading

ଓଡ଼ିଶାପଜିଟିଭ ପକ୍ଷରୁ ଚଣ୍ଡୀଗଡ଼ ଚାପ୍ଟରର ଶୁଭାରମ୍ଭ

ଚଣ୍ଡୀଗଡ଼ : ପ୍ରବାସୀ ଓଡ଼ିଆଙ୍କ ବିଶ୍ୱସ୍ତରୀୟ ସଂଗଠନ ଓଡ଼ିଶାପଜିଟିଭ୍ ପକ୍ଷରୁ ଏହାର ଚଣ୍ଡୀଗଡ଼ ଚାପ୍ଟରର ଶୁଭାରମ୍ଭ କରାଯାଇଛି । ଏହି ଚାପ୍ଟର କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ ସମେତ ପଞ୍ଜାବ, ହରିୟାନା ଓ ହିମାଚଳ ପ୍ରଦେଶ ପାଇଁ କାମ କରିବ । ଚଣ୍ଡୀଗଡ଼ ସେକ୍ଟର-୩୧ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହି ଚାପ୍ଟରର ବିଧିବଦ୍ଧ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଓଡ଼ିଶା ପଜିଟିଭ୍ ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଉଚ୍ଚତମ ନ୍ୟାୟାଳୟର ବରିଷ୍ଠ ଅଧିବକ୍ତା ସଂଜୀବ ମହାନ୍ତି […]

Continue Reading

ସଶକ୍ତ ସମାଜ ପାଇଁ ରାଷ୍ଟ୍ରଦୀପ ଭଳି ଗଣମାଧ୍ୟମର ଆବଶ୍ୟକତା ରହିଛି: ଧର୍ମେନ୍ଦ୍ର ପ୍ରଧାନ

କଟକ : ଓଡିଶାର ପ୍ରାଚୀନ ସଭ୍ୟତା, ସଂସ୍କୃତି, ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କର ବିଚାରଧାରା ତଥା ବିଶେଷ ଭାବରେ ଓଡିଶାର ଚିରନ୍ତନ ସଂସ୍କାରର ମୁଖପତ୍ର “ରାଷ୍ଟ୍ରଦୀପ” ହେଉ । କଟକ ଠାରେ ଅନୁଷ୍ଠିତ “ରାଷ୍ଟ୍ରଦୀପ” ଅଷ୍ଟାବିଂଶତିତମ ବସନ୍ତ ମିଳନ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ବାଲିଯାତ୍ରା ଲୋକକଥା ନୁହେଁ ସଭ୍ୟ, ସଂସ୍କୃତି ଓ ସମୃଦ୍ଧ ସମାଜର ବଡ଼ ପ୍ରମାଣ । ଓଡ଼ିଶାର ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଦାସିଆ […]

Continue Reading

‘ଅନ୍ତର୍ଜାତୀୟ ମହିଳା ଦିବସ’: ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ମହିଳା ଶିଳ୍ପୀ

ଭୁବନେଶ୍ୱର : ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରୀମାନେ ବାଲୁକା କଳା ନିର୍ମାଣ କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସୁଦର୍ଶନ । ଅନ୍ତର୍ଜାତୀୟ ମହିଳା ଦିବସରେ ତାଙ୍କର ୬ ଜଣ ଛାତ୍ରୀ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ।

Continue Reading

ଆଜି ରାଜ୍ୟରେ ୭୦ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ବଢ଼ିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୨୯ଟି । ମୋଟ୍ ୧୪ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୨ ଓ ଅନୁଗୋଳରୁ ବାହାରିଛନ୍ତି ଆଉ ୧୧ ଆକ୍ରାନ୍ତ। ବାକି […]

Continue Reading

ନାଭାଲ ଟାଟା ହକି ଗ୍ରାସରୁଟ ଲିଗ୍‌: ବାଳକ ବିଭାଗରେ ସବଡେଗା, ବାଳିକାରେ ମାଝପଡା ଚାମ୍ପିୟନ

ଭୁବନେଶ୍ୱର: ପ୍ରଥମ ନାଭାଲ ହକି ଗ୍ରାସରୁଟ କଳିଙ୍ଗ ହକି କମ୍ପେ୍ଲକ୍ସରେ ସଫଳତାର ସହ ଆୟୋଜିତ ହୋଇଯାଇଛି । ବାଳକ ବିଭାଗରେ ସବଡେଗା ଓ ବାଳିକାରେ ମାଝପଡା ଚାମ୍ପିୟନ ହୋଇଛନ୍ତି । ବାଳିକା ଫାଇନାଲରେ ମାଝପଡା ୨-୦ ଗୋଲରେ ଆଲାନ୍ଦାକୁ ପରାସ୍ତ କରିଥିଲା । ପୁଜା ମାଝି ପ୍ଲେୟାର ଅଫ ଦି ଫାଇନାଲ ଓ ଅଙ୍କିତା କେରକେଟା ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଥିଲେ । ବାଳକ ବିଭାଗରେ ସବଡେଗା ୨-୦ ଗୋଲରେ ମାଝପଡାକୁ ହରାଇଥିଲା । ଅଙ୍କିତ ମିଞ୍ଜ […]

Continue Reading

କୋଭିଡ୍ ଟିକା ନେବା ପରେ ପଜିଟିଭ୍ ଚିହ୍ନଟ ଅବସରପ୍ରାପ୍ତ ଡାକ୍ତରଙ୍କ ରିପୋର୍ଟ ଆସିଲା ନେଗେଟିଭ୍

ଭୁବନେଶ୍ୱର: କରୋନା ଟିକା ନେବା ପରେ କୋଭିଡ୍ ଟେଷ୍ଟ କରାଇଥିବା ରାଉରକେଲାର ଅବସରପ୍ରାପ୍ତ ଡାକ୍ତରଙ୍କ କରୋନା ରିପୋର୍ଟ ଏବେ ଆସିଛି ନେଗେଟିଭ୍ । ଭୁବନେଶ୍ୱର RMRCରେ RT-PCR ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ବାହାରିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ଏପରିକି ଡାକ୍ତରଙ୍କ ଆଣ୍ଟିବଡ଼ି ଅଧିକ ଥିବା RMRC ରିପୋର୍ଟରେ ଉଲ୍ଲେଖ ରହିଛି । ଅବସରପ୍ରାପ୍ତ ଡାକ୍ତର ଏସ୍.ସୁଲେମାନଙ୍କ ପୂର୍ବରୁ ରାଉରକେଲା IGHରେ ରିପୋର୍ଟ ପଜିଟିଭ୍ […]

Continue Reading

ଟିକା ନେଲେ ମୋହନ ଭଗବତ ଓ ଭୟାଜୀ ଯୋଶୀ

ନାଗପୁର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଗଠନର ମୁଖ୍ୟ (ଆରଏସଏସ) ମୋହନ ଭଗବତ ଏବଂ ସାଧାରଣ ସମ୍ପାଦକ ସୁରେଶ ଭାୟାଜୀ ଯୋଶୀ ଜାତୀୟ କର୍କଟ ପ୍ରତିଷ୍ଠାନରେ କରୋନା ଟିକା ନେଇଛନ୍ତି। ଭାରତରେ କରୋନା ଟୀକାକରଣର ତୃତୀୟ ପର୍ଯ୍ୟାୟ ମାର୍ଚ୍ଚ ୧ରେ ଆରମ୍ଭ ହୋଇଥିଲା। ଯେଉଁଥିରେ ୬୦ ବର୍ଷରୁ ଅଧିକ ଲୋକ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ବ (ଦୁରାରୋଗ୍ୟରେ) ପିଡିତ ଲୋକଙ୍କୁ ଏହି ଟିକା ଦିଆଯାଉଛି।

Continue Reading

ନ୍ୟୁୟର୍କରେ ନୂଆ ଭାରତୀୟ ରେସ୍ତୋରାଁ ଖୋଲିଲେ ପ୍ରିୟଙ୍କା ଚୋପ୍ରା; କଣ ରହିଛି ରେସ୍ତୋରାଁର ନାଁ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ସବୁଠି ସୁନାମ ଅର୍ଜନ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଯେଉଁଥିପାଇଁ ସେ ପସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଅଭିନୟ ପରେ ସେ ଏବେ ଭାରତୀୟ ଖାଦ୍ୟକୁ ବିଦେଶରେ ପ୍ରସିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ପ୍ରିୟଙ୍କା ଚୋପ୍ରା ନ୍ୟୁୟର୍କରେ ଏକ ଭାରତୀୟ ରେସ୍ତୋରାଁ‌ ଖୋଲିଛନ୍ତି। ଏହି ସୂଚନା ଅଭିନେତ୍ରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି। ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଅନ୍ୟତମ। […]

Continue Reading

ପିସିଆର ଗାଡ଼ି ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଜଣ ଗିରଫ

ଭୁବନେଶ୍ୱର: ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଗାଡ଼ି ଭଙ୍ଗାରୁଜା କରିବା ଓ ଅଭିଯୁକ୍ତଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ । ସିସିଟିଭି ଫୁଟେଜ୍ ଆଧାରରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ଦିନ ପ୍ରାୟ ୧୨ଟା ବେଳେ ସିଆରପି କ୍ୟାମ୍ପସ ନିକଟରେ ପିସିଆର ଗାଡ଼ି ଭଙ୍ଗାରୁଜା ସହ ଦୁଇ ଅଭିଯୁକ୍ତଙ୍କୁ ମାଡ଼ ହୋଇଥିଲା । ଗତକାଲି ମଧ୍ୟାହ୍ନରେ ସିଆରପି ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା । ଦୁଇ ଭାଇ ଜଣେ ଯୁବକଙ୍କୁ ଦିନ […]

Continue Reading