ବୁଦ୍ଧଆର୍ଟ ଗ୍ୟାଲେରିରେ ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର
ଭୁବନେଶ୍ୱର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ତିନି ଦିନ ଧରି ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଦ୍ଧଆର୍ଟ ଗ୍ୟାଲେରୀ ପରିସରରେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୦ ଜଣ ମହିଳା ଚିତ୍ରଶିଳ୍ପୀ ଭାଗ ନେଇଥିଲେ। ଏହି ଶିବିରର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବରେ ଓଡିଆ ଭାଷା, ସାହିତ୍ୟ […]
Continue Reading
