ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜି ଫାଲଗୁନ୍ କୃଷ୍ଣ ପଞ୍ଚମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କର ବନକଲାଗି ନୀତି ନୀତି ସମ୍ପାଦନ କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଦ୍ଦଣ୍ଟ କରାଯାଇଛି । ବନକଲାଗି ବା […]

Continue Reading

ଦେଶ ପାଇଁ ବଳିଦାନ ଦେଇଥିବା ଯବାନ ଆଜି ପେଟ ପୋଷିବା ପାଇଁ ଚଲାଉଛନ୍ତି ଅଟୋ ରିକ୍ସା

ହାଇଦ୍ରାବାଦ: ଭାରତ-ଚୀନ୍ ଯୁଦ୍ଧରେ ପୁରସ୍କାର ପ୍ରାପ୍ତ ପୂର୍ବତନ ସେନା ବର୍ତ୍ତମାନ ଜୀବିକା ନିର୍ବାହ ପାଇଁ ହାଇଦ୍ରାବାଦ ରାସ୍ତାରେ ଏକ ଅଟୋରିକ୍ସା ଚଳାଇବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ସେ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ ମଧ୍ୟ କରିଛନ୍ତି। ଯୁଦ୍ଧରେ ଅବଦାନ ପାଇଁ ପୂର୍ବତନ ସେନା ଯବାନ ଶେଖ ଅବଦୁଲ କରିମଙ୍କୁ ପଦକ ପ୍ରଦାନ କରାଯାଇଥିଲା। କରିମ କହିଛନ୍ତି ଯେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ ୧୯୬୪ ମସିହାରେ ଭାରତୀୟ ସେନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ପିତା […]

Continue Reading

ଭାରତରୁ ୧୦ ମିଲିୟନ୍ ଆଷ୍ଟ୍ରା ଜେନେକା ଟିକା ନେବ ବ୍ରିଟେନ

ନୂଆଦିଲ୍ଲୀ: ବ୍ରିଟେନ ସରକାର ମଙ୍ଗଳବାର ଦିନ ଏକ ବିବୃତ୍ତିରେ କହିଛନ୍ତି ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ୧୦ ମିଲିୟନ୍ ଆଷ୍ଟ୍ରା ଜେନେକା କରୋନା ଟିକା ଗ୍ରହଣ କରାଯିବ। ରିପୋର୍ଟ ଅନୁଯାୟୀ ସର୍ବ ବୃହତ ଟିକା ଉତ୍ପାଦନକାରୀ ସଂସ୍ଥା ଏସ୍‌ଆଇଆଇ ଗରିବ ଏବଂ ମଧ୍ୟବିତ୍ତ ଦେଶ ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ସହିତ ବିକଶିତ ହୋଇଥିବା ଆଷ୍ଟ୍ରାଜେନେକା ଟିକା ଉତ୍ପାଦନ କରୁଛନ୍ତି। ବ୍ରିଟେନ ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ ବ୍ରିଟେନ ଆଷ୍ଟ୍ରାଜେନେକା କରୋନା ଟିକାର ୧୦୦ […]

Continue Reading

ଘରୁ କାର୍ ଡିଲରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଜଣେ କାର୍ ଡିଲର ଆତ୍ମହତ୍ୟା କରିଛନ୍ତି । ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ତାଙ୍କ ବାସଭବନରୁ ମଙ୍ଗଳବାର ମିଳିଛି । ମୃତକ ଭିକି ହରୀଶ ପୁରୀ ବୋଲି ଜଣାପଡ଼ିଛି । କାର୍ ଡିଲର ଭିକି ହରୀଶ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ଅନୁସାରେ, ଭିକି ହରୀଶଙ୍କ କୋଠରୀରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି । ସେ ଆଣିଥିବା କରଜକୁ ନେଇ ବେଶ୍ ଚିନ୍ତାରେ ଥିଲେ । ବଜାରରେ ସେ ବହୁତ […]

Continue Reading

ବାହଘର ଦିନ ସବ୍ୟସାଚୀଙ୍କୁ କାହିଁକି ଅପେକ୍ଷା କରେଇଲେ ଅର୍ଚ୍ଚିତା….ଜାଣନ୍ତୁ

ଭୁବନେଶ୍ବର : ଓଲିଉଡର ଚର୍ଚ୍ଚିତ ଯୋଡି ସବ୍ୟାର୍ଚ୍ଚିତା ବିବାହ କରିଛନ୍ତି । ସୋମବାର ରାଜସ୍ଥାନର ଏକ ଦୁର୍ଗରେ ପରିବାର ସଦସ୍ୟ ଓ ଅଳ୍ପ ସଂଖ୍ୟକ ଅତିଥିଙ୍କ ମଧ୍ୟରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଛି । ସୋସିଆଲ ମିଡିଆରେ ସବ୍ୟାର୍ଚ୍ଚିତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଗତକାଲି ସବ୍ୟସାଚୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଅର୍ଚ୍ଚିତା ମେକ୍ ଅପ୍ ହେଉଥିବା ଦେଖିବାକୁ ମିଳିଛି । ସେ ପିନ୍ଧିଥିବା ଟି ସାର୍ଟରେ ବ୍ରାଇଡ ବୋଲି […]

Continue Reading

ନିର୍ଦ୍ଦେଶ ସତ୍ତ୍ୱେ ସବୁ ଥାନାରେ ଲାଗୁନି CCTV, ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା । କେନ୍ଦ୍ର ସରକାରଙ୍କ ସହ ଏକାଧିକ ରାଜ୍ୟ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଥାନା ହାଜତରେ ନିର୍ଯାତନା ବନ୍ଦ ଓ ନାଗରିକର ମୌଳିକ ଅଧିକାରକୁ ନେଇ ଥାନାରେ ସିସିଟିଭି ଲଗାଇବାକୁ କୁହାଯାଇଥିଲା । ସିବିଆଇ, ଇଡି, ଏନ୍ଆଇଏ ଭଳି ତଦନ୍ତକାରୀ ସଂସ୍ଥା ସହ ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ କୁହାଯାଇଥିଲା । ସୁପ୍ରିମକୋର୍ଟ ଗତବର୍ଷ ଡିସେମ୍ବର […]

Continue Reading

ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୩ ମୃତ, ଜଣେ ଗୁରୁତର

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ଅଂଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଟ୍ରକ୍ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତ୍ରିରେ ସମ୍ବଲପୁରରୁ ବୁର୍ଲା ପଟକୁ ଦୁଇଟି ବାଇକରେ ୪ ଜଣ ଯୁବକ ଯାଉଥିଲେ । ସମ୍ନାପଟୁ ଆସୁଥିବା ଏକ ଅଜଣା ଟ୍ରକ୍ ଏମାନଙ୍କ ଉପରେ ଚଢିଯାଇଥିଲା । ତେବେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର […]

Continue Reading

ଶିମିଳିପାଳରେ ନିଆଁ ବ୍ୟାପିବା ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଆଦିଲ୍ଲୀ: ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ଏଥି ସହ ଏ ନେଇ ରିପୋର୍ଟ ଦେବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶିମିଳିପାଳରେ ଗତ ସପ୍ତାହେ ଧରି ନିଆଁ ଲାଗିବା କାରଣରୁ ବନ୍ୟଜନ୍ତୁମାନେ ବିପଦରେ ଥିବା ଟ୍ବିଟରରେ ଉଲ୍ଲେଖ କରି ଉଦବେଗ ପ୍ରକାଶ କରିଥିଲେ ମୟୁରଭଞ୍ଜର ରାଜକୁମାରୀ ତଥା ଯୁବ ଉଦ୍ୟୋଗୀ ଅକ୍ଷୀତା ମଞ୍ଜରୀ ଭଞ୍ଜଦେଓ । […]

Continue Reading

ହୁରୁନ୍‌ ଗ୍ଲୋବାଲ୍‌ ଧନୀ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି ଭାରତର ଶିଳ୍ପପତି ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: କୋଭିଡ-୧୯ ଦ୍ବାରା ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟ ସତ୍ତ୍ବେ ୨୦୨୦ରେ  ବିଶ୍ବରେ ଧନୀ ବ୍ୟକ୍ତିଙ୍କ ସଂଖ୍ୟା ଏବଂ ମୋଟ ଧନ ବୃଦ୍ଧି ପାଇଛି। ସମ୍ମାନଜନକ ହୁରୁନ୍ ରିପୋର୍ଟ ଅନୁଯାୟୀ ହୁରୁନ୍‌ ଗ୍ଲୋବାଲ୍‌ ଧନୀ ତାଲିକାରେ ଭାରତର ଶିଳ୍ପପତି ମୁକେଶ ଅମ୍ବାନୀ ଅଷ୍ଟମ ସ୍ଥାନରେ ରହିଛନ୍ତି। ଏହି ବାର୍ଷିକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ୬୩ ବର୍ଷିୟ ଅମ୍ବାନୀଙ୍କ ସମ୍ପତ୍ତି ୨୪ ପ୍ରତିଶତ ବୃଦ୍ଧି ଘଟିଛି। ଏହି ରିପୋର୍ଟ ଅନୁଯାୟୀ, ଅମ୍ବାନୀଙ୍କର ସମ୍ପତ୍ତିର ଆନୁମାନିକ ମୂଲ୍ୟ ୮୩ […]

Continue Reading

ଚା’ ବଗିଚାରେ ମହିଳା ଶ୍ରମିକଙ୍କ ସହ ଚା’ ପତ୍ର ତୋଳିଲେ ପ୍ରିୟଙ୍କା ଗାନ୍ଧୀ

ଦିଶପୁର: ଦୁଇ ଦିନିଆ ଆସାମ ଗସ୍ତରେ ଯାଇଛନ୍ତି ପ୍ରିୟଙ୍କା ଗାନ୍ଧୀ । ମିଶନ ଆସାମର ଆଜି ଦ୍ୱିତୀୟ ଦିନରେ ଆସାମର ସଧାରୁ ଟି-ଷ୍ଟେଟରେ ପହଞ୍ଚିଥିଲେ ପ୍ରିୟଙ୍କା । ସେଠାରେ ସେ ଚା’ ବଗିଚା ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି । ଏହାପରେ ସେ ସେଠାରେ ମହିଳା କର୍ମୀଙ୍କ ସହ ବଗିଚାରେ ପାରମ୍ପରିକ ଭାବେ ଚା’ପତ୍ର ତୋଳିଥିଲେ । ଆସାମ ବିଧାନସଭା ନିର୍ବାଚନ ୨୦୨୧ରେ କଂଗ୍ରେସର ବିଜୟ ସୁନିଶ୍ଚିତ କରିବାକୁ ଦଳ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଅଣ୍ଟା ଭିଡିଛନ୍ତି […]

Continue Reading