ମହିଳା ଓ ଶିଶୁଙ୍କ ପାଇଁ ‘ଶ୍ରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ମହିଳା ଓ ଶିଶୁଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ “ଶ୍ରୀ ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସରସ୍ୱତୀ ପୂଜା ଅବସରରେ ଚନ୍ଦ୍ରଶେଖରପୁରର ପାଣିଟାଙ୍କି ବସ୍ତିରୁ ଏହାକୁ ଆରମ୍ଭ କରାଯାଇଛି । ବସ୍ତି ଗୁଡିକରେ ବାସ କରୁଥିବା ଛୋଟ ଛୋଟ ପିଲାଙ୍କୁ ନେଇ ସ୍ୱାସ୍ଥ୍ୟ, ଶିକ୍ଷା ଓ ନିରାପତ୍ତା ଉପରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଛି । ଏନେଇ ଆୟୋଜିତ […]

Continue Reading

ଏହି ଜିନିଷକୁ ବ୍ୟବହାର କରନ୍ତୁ ରୁପି ଦୂରେଇଯିବ, ଜୀବନରେ ଆଉ କେବେ ହେବେ ନାହିଁ ଉକୁଣୀ

ବ୍ୟୁରୋ : ଆଜିର ସମୟରେ ରୁପି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଯାହାକୁ ନେଇ ଅନେକ ଲୋକେ ଚିନ୍ତିତ ହୋଇପଡିଛନ୍ତି । ରୁପି ସମସ୍ୟାର ସମାଧାନ ପାଇଁ ସମସ୍ତେ ଚିନ୍ତିତ ଥାନ୍ତି । ଆଜି ଆମେ ଏମିତି କିଛି ସମାଧାନର ବାଟ କହିବାକୁ ଯାଉଛୁ ଯାହା ଆପଣେଇ ଆପଣ ଆପଣଙ୍କ ରୁପିକୁ ଦୂର କରିବା ସହିତ ନିଜ ମୁଣ୍ଡରେ ଥିବା ଉଁଙ୍କୁଣୀଙ୍କୁ ମଧ୍ୟ ଦୂର କରିପାରିବେ। ଯେତେବେଳେ ଶିତ ଋତୁ ଆସେ ସେତେବେଳେ […]

Continue Reading

ଗଣତନ୍ତ୍ର ଦିବସ ହିଂସା; ବଢିଲା ଦୀପ ସିଦ୍ଧୁଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ହିଂସାରେ ଅଭିନେତା ତଥା କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ମଙ୍ଗଳବାର ସାତ ଦିନ ଅତିରିକ୍ତ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ଦିଲ୍ଲୀ କୋର୍ଟଙ୍କ ଦ୍ବାରା ଦୀପ ସିଦ୍ଧୁଙ୍କ ରିମାଣ୍ଡରେ ୭ ଦିନ ବୃଦ୍ଧି କରାଯାଇଛି। ଗଣତନ୍ତ୍ର ଦିବସରେ ଲାଲ୍‌ କିଲ୍ଲାରେ ଭିଆଇଥିବା ହିଂସା ଘଟଣାରେ ତାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା।ଅଭିନେତା-କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ମଙ୍ଗଳବାର ସାତ ଦିନ ଅତିରିକ୍ତ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।

Continue Reading

ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ ପୂର୍ବରୁ ଶତାଧିକ ବିଜେପି କର୍ମୀ ଅଟକ

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ ପୂର୍ବରୁ ମଙ୍ଗଳବାର ଦିନ ବିରୋଧ ପ୍ରଦର୍ଶନ ପାଇଁ ଯୋଜନା କରୁଥିବା ଶତାଧିକ ବିଜେପି ସମର୍ଥକଙ୍କୁ ପୋଲିସ ଅଟକ ରଖିଛି। ସୂଚନା ଅନୁଯାୟୀ, ସେକ୍ଟର-୮ ସ୍ଥିତ ଜୁବୁଲି ପାର୍କ ନିକଟରେ ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ଲାଗି ଏକତ୍ରିତ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା। ତେବେ ଇସ୍ପାତ ସିଟି ରାଉରକେଲାରେ ଆଜି ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ […]

Continue Reading

ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ: କ୍ୱାର୍ଟର ଫାଇନାଲ ଲାଇନ ଅପ୍ ଚୂଡାନ୍ତ

ମେଲବୋର୍ଣ୍ଣ:ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଷ୍ଟାର ଖେଳାଳି ରାଫେଲ ନାଡାଲ, ଡାନେଲ ମେଡୱେଡଭ, ଆନ୍ଦ୍ରେ ରୁବଲେଭ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ନାଡାଲ ୬-୩, ୬-୪ ଓ ୬-୨ ସେଟରେ ଇଟାଲୀର ଫାବିଓ ଫାଗନିନଙ୍କୁ, ମେଡୱେଭ ଆମେରିକାର ମାକେଞ୍ଜି ମ୍ୟାକଡୋନାଲ୍ଡଙ୍କୁ୬-୪, ୬-୨, ୬-୩ ସେଟରେ ପରାସ୍ତ କରିଛନ୍ତି । ମହିଳା ବିଭାଗରେ ପେଗୁଲା ୬-୪, ୩-୬, ୬-୩ ସେଟରେ ଶ୍ୱେତଲୋନାଙ୍କୁ, ଜେପିଫର […]

Continue Reading

ରାଜ୍ୟବ୍ୟାପୀ ଘଣ୍ଟ ବାଡ଼େଇ ଏନଏମଏ ବାଇ ଲ’କୁ ବିରୋଧ

ଭୁବନେଶ୍ବର : ଏକାମ୍ରକ୍ଷେତ୍ର ପାଇଁ ଏନ୍‌ଏମ୍‌ଏ ଚିଠା ବାଇ ଲ’ ପ୍ରତ୍ୟାହାର କରିବାକୁ ଜାରି ରହିଛି ପ୍ରତିବାଦ । ଏନେଇ ଆଜି ରାଜ୍ୟର ସବୁ ମନ୍ଦିରରେ ଘଣ୍ଟ ଘଣ୍ଟାମାଡ଼ କରି ପ୍ରତିବାଦ କରାଯାଇଛି । ଏନଏମଏ ବାଇ-ଲ’ ପ୍ରତ୍ୟାହାର ଦାବିରେ ନିଖିଳ ଓଡ଼ିଶା ସେବାୟତ କମିଟି ଡାକରାରେ ରାଜ୍ୟର ସବୁ ମନ୍ଦିର ଆଗରେ ହୋଇଛି ଘଣ୍ଟାମାଡ । ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବାକୁ ଆସିଥିବା ଚିଠା ବାଇ-ଲ’କୁ ବିରୋଧ କରାଯାଇଛି । ଲିଙ୍ଗରାଜ ମନ୍ଦିର […]

Continue Reading

ସାରା ବିଶ୍ୱରେ ଲାଗିବ ସେରମର କରୋନା ଭ୍ୟାକ୍ସିନ

ନୂଆଦିଲ୍ଲୀ : ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରୁଥିବା କରେନା ଟିକା ଆଷ୍ଟ୍ରାଜେନିକାକୁ ସାରା ବିଶ୍ବରେ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଆଷ୍ଟ୍ରାଜେନିକା ଟିକାକୁ ବିଶ୍ବର ସବୁ ଦେଶରେ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । WHO ପକ୍ଷରୁ ଅକ୍ସଫୋର୍ଡର ୨ଟି ଟିକାକୁ ସାରାବିଶ୍ବରେ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ଦିଆଯାଇଛି । ସେଥିମଧ୍ୟରୁ ଗୋଟିଏ ଭାରତର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ତିଆରି କରୁଥିବା ବେଳେ, ଅନ୍ୟଟି ଦକ୍ଷିଣ କୋରିଆର ଏସକେ […]

Continue Reading

ଉତ୍ତରାଖଣ୍ଡ ବିପର୍ଯ୍ୟୟ; ତପୋବନ ସୁଡଙ୍ଗରୁ ଆଉ ୨ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ତାପୋବନ ଟନେଲରୁ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଯେଉଁଠାରେ ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ନିଖୋଜ ଥିବା ବ୍ୟକ୍ତିଙ୍କ ସନ୍ଧାନରେ କ୍ରମାଗତ ଦଶମ ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଉ ଦୁଇଟି ମୃତଦେହ ଉଦ୍ଧାର ହେବା ପରେ ଚାମୋଲିର ହିମସ୍ଖଳନ ବିପର୍ଯ୍ୟୟର ମୋଟ ସଂଖ୍ୟା ୫୮ କୁ ବୃଦ୍ଧି ପାଇଥିବାବେଳେ ୧୪୬ ଜଣ ନିଖୋଜ ଅଛନ୍ତି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଗତ ମଧ୍ୟରାତ୍ରିରେ ଗୋଟିଏ ମୃତଦେହ ଉଦ୍ଧାର ହୋଇଥିବା […]

Continue Reading

ଆନ୍ଧ୍ର-ଓଡିଶା ସୀମା ବିବାଦ: ଫେବୃଆରୀ ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା କୋଟିଆ ପଞ୍ଚାୟତରେ ନିର୍ବାଚନ ନେଇ ଫେବୃଆରୀ ୧୯ରେ ସୁପ୍ରିମକୋର୍ଟରେ ଓଡିଶା ସରକାରଙ୍କ ଆବେଦନ ଉପରେ ଶୁଣାଣି ହେବ। ଏହା ପୂର୍ବରୁ ରାଜ୍ୟ ସରକାର କୋରାପୁଟ ଜିଲ୍ଲାପାଳଙ୍କୁ ସମସ୍ତ ଦସ୍ତାବିଜ ଏକଜୁଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖି ମଙ୍ଗଳବାର ଦିନ ସୀମାନ୍ତ ଗ୍ରାମଗୁଡିକର ସମସ୍ତ ଜମି ଦସ୍ତାବିଜ ପ୍ରଦାନ କରିବାକୁ କହିଛନ୍ତି। କାରଣ ବୁଧବାର ଦିନ ଆଡଭୋକେଟ୍ ଅନ୍ ରେକର୍ଡ (ଏଓଆର୍) […]

Continue Reading

ଆଜି ଅପରାହ୍ନରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

ପୁରୀ: ଆଜି ଅପରାହ୍ନରେ ପୁରୀରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ଚତୁପାର୍ଶ୍ୱ ଐତିହ୍ୟ କରିଡର ଓ ସୁରକ୍ଷା ଜୋନ ଯୋଜନାର ଚୁଡାନ୍ତ ପ୍ଲାନକୁ ଅନୁମୋଦନ କରାଯାଇପାରେ ।ଏଥିସହ ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପାଇଁ ମଧ୍ୟ ବିଚାରବିମର୍ଶ ପରେ ନିଷ୍ପତ୍ତି ନିଆଯିବ ।

Continue Reading