ବାଲୁକା କଳାରେ ଭାଲେଣ୍ଟାଇନ୍ ଡେ’ ଶୁଭେଚ୍ଛା, ଦେଶକୁ ଭଲ ପାଇବାର ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ: ଆଜି ଭଲେଣ୍ଟାଇନ ଡେ’ ବା ପ୍ରେମ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁନ୍ଦର୍ଶନ ପଟ୍ଟନାୟକ । ବାଲୁକା କଳାରେ ପ୍ରେମ ଦିବସର ଶୁଭେଚ୍ଛା ଜଣାଇବା ସହ ସୁନ୍ଦର ବାର୍ତ୍ତା ବି ଦେଇଛନ୍ତି । ଭାଲେଣ୍ଟାଇନ ଡେ’ରେ ସେ ଦେଶକୁ ଭଲ ପାଇବା ପାଇଁ ବାର୍ତ୍ତା ଦେଇଛନ୍ତି । ବାଲିକେ ଲେଖିଛନ୍ତି, ଆଇ ଲଭ୍ ମାଇଁ ଇଣ୍ଡିଆ ।

Continue Reading

ବିଳମ୍ବିତ ରାତିରେ ରାଜଧାନୀରେ ବୋମା ମାଡ଼

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ବୋମାମାଡ଼ । କଳ୍ପନା ଛକରୁ ଲକ୍ଷ୍ମୀସାଗର ରାସ୍ତା ମଧ୍ୟରେ ଥିବା ଏକ ବାର୍ ସମ୍ମୁଖରେ ଏହି ବୋମା ମାଡ଼ ହୋଇଥିଲା । ତେବେ ଏହାର ଶବ୍ଦ ଏତେ ପ୍ରଖର ଥିଲା ଯେ ପ୍ରକମ୍ପି ଉଠିଥିଲା ପୁରା ଅଞ୍ଚଳ। ଏହାକୁ ନେଜ ଆଖପାଖରେ ଥିବା ଲୋକେ ଭୟଭୀତ ହୋଇପଡିଥିବା ଦେଖିବାକୁ ମିଳିଛି। ସୂଚନାନୁସାରେ, କେହି ଦୁର୍ବୁତ୍ତ କଳ୍ପନା ନିକଟ କଟକ ରୋଡ଼ରେ ୨ଟି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି […]

Continue Reading

ବଡ଼ ଦେଉଳରେ ଭକ୍ତଙ୍କ ଗହଳି; ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କୁ ପଦ୍ମବେଶ କରାଯାଇଛି ।ଏହାପରେ ମହାପ୍ରଭୁଙ୍କୁ ପହଡ଼ ପଡିଥିଲା । ଏହି ଦୁର୍ଲଭ ପଦ୍ମ ବେଶରେ ଆଜି ମହାପ୍ରଭୁ ମଙ୍ଗଳ ଆଳତି କରାଯାଇଛି । ଆଜି ସକାଳେ ଅବକାଶ ନୀତି ଯାଏଁ ଭକ୍ତ ଏବଂ ଶ୍ରଦ୍ଧାଳୁ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ଜଣାପଡିଛି। ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁ ଏହି ବେଶରେ ରହିବେ ଓ ପରେ ବେଶ ଓଲାଗି ହେବ। ଭାଦ୍ରବ […]

Continue Reading

ପୁଲୱାମା ଆକ୍ରମଣକୁ ପୁରିଲା ଦୁଇ ବର୍ଷ; ବୀର ପୁତ୍ରଙ୍କୁ ମନେ ପକାଇ ଆଜି ଗୁମୁରି କାନ୍ଦୁଛି ମାତୃଭୂମି

ଭୁବନେଶ୍ୱର: ଜାମ୍ମୁ-କଶ୍ମୀରର ପୁଲୱାମା ଆକ୍ରମଣକୁ ଆଜି ପୁରିଛି ୨ ବର୍ଷ। ଆଜିର ଦିନରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣରେ ଶହୀଦ ହୋଇଥିଲେ ଭାରତ ମାତାର ୪୦ ଜଣ ବୀର ପୁତ୍ର। ଆତଙ୍କବାଦୀ ଜୈସ-ଏ-ମହମ୍ମଦର ଆକ୍ରମଣରେ ଏହି ୪୦ ଜଣ ସିଆରପିଏଫ ଯବାନ ଦେଶ ପାଇଁ ବଳିଦାନ ଦେଇଥିଲେ। ବର୍ଷେ ପୁରିଥିଲେ ମଧ୍ୟ ଆଜିବି ଦେଶବାସୀଙ୍କ ମନରେ ସେ ଦିନର ଲୋମ ଟାଙ୍କୁରା ଦୃଶ୍ୟ ତାଜା ହୋଇ ରହିଛି। ସେଦିନ ଥିଲା ଫେବୃୟାରୀ ୧୪ ତାରିଖ । ରାଜପଥ ଉପରେ […]

Continue Reading

ପରଲୋକରେ ନାଟ୍ୟକାର କୁଞ୍ଜ ରାୟ

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ ନାଟ୍ୟକାର, ଗାଳ୍ପିକ, ଅନୁବାଦକ, ଔପନ୍ୟାସିକ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟ ବ୍ୟକିତ୍ୱ କୁଞ୍ଜ ରାୟ । ୭୬ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।‘ଅଗ୍ନିସ୍ନାନ’, ‘ କେଉଁ ନଦୀ ମୁହାଣରେ’, ‘କାଳାନ୍ତର’, ‘ବିଦାୟ ବଜ୍ରାଦିତ୍ୟ’, ‘ଅପ୍ରତିହତ ଖାରବେଳ’, ‘କର୍ମଯୋଗୀ ଚନ୍ଦ୍ରଶେଣ’ ପରି ଅନେଜ କାଳଜୟୀ ନାଟକ ସେ ରଚନା କରିଥିଲେ।ତାଙ୍କ ଲେଖା ପାଇଁ ସେ ଓଡ଼ିଶା ସଙ୍ଗୀତ ନାଟକ […]

Continue Reading

କେଉଁ ଅଭ୍ୟାସ ମଣିଷକୁ କାଙ୍ଗାଳ କରେ? ଏହାର ସମାଧାନ କଣ, ଜାଣନ୍ତୁ…

ଭୁବନେଶ୍ୱର : ବେଳେବେଳେ ଏମିତି ସମୟ ଆସେ ଆମେ କର୍ମ କରିଚାଲୁ ହେଲେ ସୁଫଳ ମିଳେନାହିଁ । ନିଜ ସମୟ ଠାରୁ ଅଧିକ ପରିଶ୍ରମ କରୁ ହେଲେମଧ୍ୟ ଟଙ୍କାର ଘୋର ଅଭାବ ଦେଖାଦେଇଥାଏ । ଘନିଷ୍ଠ ମିତ୍ର ସବୁ ଦୁରକୁ ଦୁରକୁ ଚାଲିଯାଇଥାନ୍ତି । ଶତ୍ରୁ ବଢିଯାନ୍ତି । ଦୁଃଖ କଷ୍ଟ ଦ୍ୱିଗୁଣିତ ହୋଇଯାଏ । ତେବେ ଏପରି ସମସ୍ୟା କାହିଁକି ଦେଖାଦିଏ? କଣ କଲେ ଏ ସବୁରୁ ନିବୃତ ରହିବେ ସେ ନେଇ ଜ୍ୟୋତିର୍ବିତ ପିଙ୍କୁ […]

Continue Reading

ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ବିଟ୍ କରିଥିବାରୁ ଗ୍ରେଟା ଥନବର୍ଗଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ : ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରିଟିଙ୍କ ଟ୍ବିଟ୍ ପରେ ଦେଶରେ ହଇଚଇ । ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ । ଆଜି ଆଉ ଏକ ଟ୍ବିଟ୍ କରି ସେ ଚାଷୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ କରୁଛି ବୋଲି କହିଛନ୍ତି । କୌଣସି ଘୃଣା, ଧମକ କିମ୍ବା ମାନବିକ ଅଧିକାରର ଉଲ୍ଲଂଘନ ଏହାକୁ କେବେ ପରିବର୍ତ୍ତନ କରିପାରିବ ନାହିଁ । ଗ୍ରେଟା ଥନବର୍ଗଙ୍କ ଟ୍ବିଟ୍ ପରେ ତାଙ୍କ ବିରୋଧରେ ଏତଲା […]

Continue Reading

ନିର୍ମାଣ ହେବ ଭାରତର ସବୁଠାରୁ ଆକର୍ଷଣୀୟ ରେଳ ଷ୍ଟେସନ, ଖର୍ଚ୍ଚ ହେବ ୬୫୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଭବ୍ୟ ଷ୍ଟେସନ ଭାବେ ନିର୍ମାଣ କରିବାକୁ ଯୋଜନା ଚାଲିଛି । ଏହି ରେଳ ଷ୍ଟେସନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬୫୦୦ କୋଟି । ଏହା ହେବ ଭାରତର ସବୁଠାରୁ ଆକର୍ଷଣୀୟ ରେଳ ଷ୍ଟେସନ । ପିପିପି ପ୍ରକଳ୍ପ ଅନୁସାରେ ନିର୍ମାଣ ହେବାକୁଥିବା ଏହି ନୂଆ ଷ୍ଟେସନର ରିଡେଭେଲପ୍ମେଣ୍ଟ ପାଇଁ RFQ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ।   ଏଥିପାଇଁ ଦେଶ ବିଦେଶର ୯ଟି କମ୍ପାନୀ ଇଛା ଜାହିର କରିଛନ୍ତି […]

Continue Reading

ଚିଟଫଣ୍ଡ ଦଲାଲଙ୍କୁ ଜେଲ ଦଣ୍ଡାଦେଶ

କଟକ : ଚିଟଫଣ୍ଡ ଦଲାଲଙ୍କୁ ଜେଲଦଣ୍ଡ । କଟକବାସୀଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଲୁଟ କରୁଥିବା ସିଦ୍ଧ ମହାପୁରୁଷ ମନି ସୋସାଇଟି ଚିଟଫଣ୍ଡ ସଂସ୍ଥାର ୭ ଜଣକୁ ୭ ବର୍ଷ ସଶ୍ରମ କାରାଦଣ୍ଡ । ଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର OPID କୋର୍ଟ । କେନ୍ଦ୍ରାପଡ଼ାର ଏକ ମାମଲାରେ ଚାରି ଜଣଙ୍କୁ ଧାରା ୪୨୦ ଓ OIPD ଆକ୍ଟରେ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ଲକ୍ଷ ଟଙ୍କା ଜୋରିମାନା ପାଇଁ ନିର୍ଦେଶ ଦିଆଯାଇଛି । ସେହିପରି […]

Continue Reading

ଘର ଉପରକୁ ମାଡିଗଲା ଟ୍ରକ, ୩ଗୁରୁତର

ଯାଜପୁର : ଦଶରଥପୁର ବ୍ଲକର ମାଉଁରିଚୁଆରେ ଘର ଉପରକୁ ମାଡିଗଲା ଦଶଚକିଆ ଟ୍ରକ । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯୟୀ, ରାସ୍ତା କଡରେ ଥିବା ଅଶୋକ ଜେନାଙ୍କ ଛାତଘର ଉପରକୁ ଆଜି ହଠାତ ଟ୍ରକଟି ମାଡ଼ିଆସିଥିଲା । ଏଥିରେ ଅଶୋକଙ୍କ ପତ୍ନୀ ସସ୍ମିତା ଜେନା, ୭ ବର୍ଷର ଝିଅ ଓ ଅନ୍ୟ ଜଣେ ଆହତ ହୋଇଛନ୍ତି । ପୋଲିସ ଘଟଣା […]

Continue Reading