ରତ୍ନଗିରି ଏମଆର ଫାର୍ମା ପ୍ଲାଣ୍ଟରେ ଅଗ୍ନିକାଣ୍ଡ

Top Storise ଦେଶ- ବିଦେଶ

ମହାରାଷ୍ଟ୍ର: ରତ୍ନଗିରି ଜିଲ୍ଲାର MIDC ଠାରେ ଏମଆର ଫାର୍ମା ପ୍ରାଇଭେଟ ଲିମିଟେଡର ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ସକାଳ ୧୧.୪୫ ସୁଦ୍ଧା ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଏହି ଘଟଣାରେ କୌଣସି ଶ୍ରମିକ ଆହତ ହୋଇନାହାଁନ୍ତି। ପ୍ଲାଣ୍ଟ ସ୍ୱତନ୍ତ୍ର ରାସାୟନିକ ପଦାର୍ଥ ଉତ୍ପାଦନରେ ବ୍ୟବହୃତ ହୁଏ। ଅଗ୍ନିକାଣ୍ଡ ସମୟରେ ପ୍ଲାଣ୍ଟ ଭିତରେ ଆଠ ଜଣ କର୍ମଚାରୀ ଥି‌ବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *