Pay ₹2 Lakh, Get a Job: Serious Allegations Over Recruitment Under BIS at AIIMS Bhubaneswar

Bhubaneswar: A serious allegation regarding recruitment at AIIMS Bhubaneswar has come to light, with claims that some job aspirants were allegedly asked to pay money in exchange for employment under Bombay Integrated Security (India) Ltd. (BIS), a private security agency associated with security services at the institute. According to allegations made by some aspirants, they […]

Continue Reading

ରାଜଧାନୀରେ ଚାଞ୍ଚଲ୍ୟ: ୧୦ ମହଲାରୁ ଖସି ଏକାଦଶ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳସ୍ଥିତ ଜଳବାୟୁ ଟାୱାରରେ ଘଟିଥିବା ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସର ପ୍ରାଥମିକ ତଦନ୍ତରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୃତକଙ୍କ ପରିଚୟ ରାଫାନ ଖୁର୍ସିଦ ବୋଲି ହୋଇଛି। ସେ ଓଡିଏମ୍ ପବ୍ଲିକ୍ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର ଥିଲେ। ପୋଲିସ ସୂଚନା ଅନୁସାରେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରାଫାନ ଆପାର୍ଟମେଣ୍ଟର ୧୦ମ ମହଲାର ୱାଶରୁମ୍ ପାଖରେ ଥିବା ପ୍ଲମ୍ବିଂ ଡକ୍ଟ ଅଞ୍ଚଳରୁ ତଳକୁ ଖସି ପଡ଼ିଥିଲେ। ଘଟଣାରେ ତାଙ୍କର ମୃତ୍ୟୁ […]

Continue Reading

ଜମି ବିକ୍ରି ନାଁରେ ଠକେଇ; ୧୦ ମାମଲାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜମି ବିକ୍ରି କରିବା ନାଁରେ ଠକେଇ କରିବା ଅଭିଯୋଗରେ ଭରତପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସାନା ବାବୁ ଓରଫ ସନାତନ ପ୍ରଧାନ। ତାଙ୍କ ବିରୋଧରେ ପୂର୍ବରୁ ୧୦ଟି ଅପରାଧିକ ମାମଲା ରହିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ସାମପୁର ଅଞ୍ଚଳର ବାସିନ୍ଦା ଦୀପକ କୁମାର ନାୟକ (୩୫) ଭରତପୁର ଥାନାରେ ଏକ ଲିଖିତ ଏତଲା ଦାଖଲ କରିଥିଲେ। ସେଥିରେ ସେ ଅଭିଯୋଗ […]

Continue Reading

ଏମ୍‌ବିବିଏସ୍‌ ନାମଲେଖା ନାଁରେ ୧୧.୫୦ ଲକ୍ଷ ଟଙ୍କା ଠକେଇ, ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା କରାଇଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତ ଶଶାଙ୍କ କିରଣ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ଅଭିଯୋଗକାରୀ ରବୀନ୍ଦ୍ର କୁମାର ସାହୁ (୮୪)ଙ୍କ ଲିଖିତ ଏତଲା ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ୨୨ ଡିସେମ୍ବର ୨୦୨୧ରୁ ୨୫ ମାର୍ଚ୍ଚ ୨୦୨୨ ମଧ୍ୟରେ ଶୁଭମ ଏଜୁକେସନାଲ ଚ୍ୟାରିଟେବଲ ଟ୍ରଷ୍ଟ, ଅଶୋକ ନଗରର ଚେୟାରମ୍ୟାନ ଭାବେ […]

Continue Reading