ନୟାପଲ୍ଲୀ ପୁଲିସର ବଡ଼ ସଫଳତା: ଆମ ବସ୍‌ରେ ପକେଟ୍‌ମାର କରୁଥିବା ଆନ୍ତଃରାଜ୍ୟ ଗ୍ୟାଙ୍ଗର ୭ ଗିରଫ, ୫୦ ଦାମୀ ମୋବାଇଲ୍ ଜବତ

ଭୁବନେଶ୍ୱର: ରାଜଧାନୀରେ ଆମ ବସ୍‌ରେ ଯାତ୍ରୀଙ୍କୁ ଟାର୍ଗେଟ୍ କରି ମୋବାଇଲ୍ ଓ ଟଙ୍କା ଚୋରି କରୁଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଠାବ କରିଛି ନୟାପଲ୍ଲୀ ଥାନା ପୁଲିସ। ଏହି ଅଭିଯାନରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ୫୦ଟି ଦାମୀ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ପୁଲିସ ସୂଚନା ଅନୁସାରେ, ଗତ କିଛି ମାସ ଧରି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବାଙ୍ଗଳାଦେଶ ସୀମାନ୍ତ ଅଞ୍ଚଳର […]

Continue Reading

ଏମ୍‌ବିବିଏସ୍‌ ନାମଲେଖା ନାଁରେ ୧୧.୫୦ ଲକ୍ଷ ଟଙ୍କା ଠକେଇ, ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା କରାଇଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତ ଶଶାଙ୍କ କିରଣ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ଅଭିଯୋଗକାରୀ ରବୀନ୍ଦ୍ର କୁମାର ସାହୁ (୮୪)ଙ୍କ ଲିଖିତ ଏତଲା ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ୨୨ ଡିସେମ୍ବର ୨୦୨୧ରୁ ୨୫ ମାର୍ଚ୍ଚ ୨୦୨୨ ମଧ୍ୟରେ ଶୁଭମ ଏଜୁକେସନାଲ ଚ୍ୟାରିଟେବଲ ଟ୍ରଷ୍ଟ, ଅଶୋକ ନଗରର ଚେୟାରମ୍ୟାନ ଭାବେ […]

Continue Reading

ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଗିରଫ, କାଲି ଆସିବ ଓଡ଼ିଶା

ଭୁବନେଶ୍ବର: କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ‌ସେକ୍‌ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍‌ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ ଓଡ଼ିଶା ପୁଲିସ ଗିରଫ କରିଛି। ଏପ୍ରିଲ ୧୬ ତାରିଖରେ ହାଇଦରକୁ ଭୁବନେଶ୍ବର ଅଣାଯିବ । ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ପୁଲିସ କମିସନର କହିଛନ୍ତି ଯେ, ଏଠାରୁ ଫେରାର ହୋଇ ତେଲେଙ୍ଗାନାର ହାଇଦ୍ରାବାଦ ପହଞ୍ଚିବା ପରେ ଓଡ଼ିଶା ପୁଲିସ ତେଲେଙ୍ଗାନାର ସଙ୍ଗାରେଡ୍ଡୀ […]

Continue Reading
20201707-police

ପୋଲିସଙ୍କୁ ୩ ମାସ ମହଲତ

ଭୁବନେଶ୍ୱର: ପୋଲିସକୁ ଫିଟ୍ ରଖିବାକୁ କମିଶନରେଟ୍ ପୋଲିସର ଏସଓପି । ନିଜ କର୍ମଚାରୀଙ୍କୁ ସୁସ୍ଥ ଓ ଫିଟ ରହିବାକୁ କମିଶନରେଟ ପୋଲିସ ଜାରି କଲା ନିର୍ଦ୍ଦେଶନାମା । କରୋନା ରକ୍ତଚାପ, ମଧୁମେହ ଆକ୍ରାନ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଏଭଳି ସ୍ଥଳେ ପୋଲିସକୁ ଫିଟ୍ ରଖିବାକୁ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ । ଏହାପରେ ସେମାନଙ୍କୁ ଲିଖିତ ଆକାରରେ ବର୍ତ୍ତମାନର ବଡି ମାସ ଇଣ୍ଡେକ୍ସ-ବିଏମଆଇ ବା ବୟସ ଓ ଉଚ୍ଚତା ଅନୁସାରେ ଆନୁପାତିକ […]

Continue Reading
Police-BBSR-Corona-2

କେବଳ ପାଟ୍ରୋଲିଂରେ ଭୁବନେଶ୍ୱର ପୋଲିସ ଖର୍ଚ୍ଚ କରୁଛି ଏତେ ଟଙ୍କା

ଭୁବନେଶ୍ୱର: ଲକଡାଉନ ଓ ସଟଡାଉନ ବେଳେ ପାଟ୍ରୋଲିଂ ପାଇଁ କମିଶନରେଟ ପୋଲିସକୁ ମିଳିଛି ଅତିରିକ୍ତ ଗାଡ଼ି ଓ ଖର୍ଚ୍ଚ ହେଉଛି ଅତିରିକ୍ତ ଇନ୍ଧନ । ସହରକୁ ସୁରକ୍ଷା ଦେବାକୁ ମୁତୟନ ହୋଇଛନ୍ତି ପ୍ଲାଟୁନ ପ୍ଲାଟୁନ ପୋଲିସ୍‌ ଫୋର୍ସ । ଥାନାର ରୁଟିନ୍‌ କାମକୁ ଛାଡ଼ିଦେଲେ ମହାମାରୀ ଆଇନକୁ କାର୍ଯ୍ୟକାରୀ କରିବା ପୋଲିସ ପାଇଁ ବର୍ତ୍ତମାନ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । କରୋନା ମହାମାରୀ ସମୟରେ ବଢ଼ିଛି ପୋଲିସର କାର୍ଯ୍ୟ ସୀମା । ଆପରାଧିକ ଘଟଣାର ତଦନ୍ତ, […]

Continue Reading