ଗୋଟିଏ ବର୍ଷାରେ ରାସ୍ତା ଭୁଷୁଡ଼ିଲା, କଣ୍ଟ୍ରାକ୍ଟର ଜେଇ ଫେରାର, ବିଧାୟକ ଚୁପ!

କେନ୍ଦଝର : ପୁଣି ଚର୍ଚ୍ଚାରେ କେନ୍ଦୁଝର। ଏଥର କୌଣସି ରାଜନୈତିକ ପ୍ରସଙ୍ଗ ପାଇଁ ନୁହେଁ, ବରଂ ରାସ୍ତା ନିର୍ମାଣର ମାନକୁ ନେଇ। ଝୁମ୍ପୁରା ବ୍ଲକ ବାରିଆରୁ ବଡ଼ ଡୁମ୍ପୁରିଆକୁ ସଂଯୋଗ କରୁଥିବା ପ୍ରାୟ ସାଢ଼େ ୫ କିଲୋମିଟର ରାସ୍ତାର କାମ ସମ୍ପ୍ରତି ଶେଷ ହୋଇଥିଲା। କିନ୍ତୁ କାମ ସରିବାର କିଛି ଦିନ ମଧ୍ୟରେ ବର୍ଷା ଆରମ୍ଭ ହେବା ସହ ରାସ୍ତାର ପିଚୁ ଧୋଇଯାଇଛି। ରାସ୍ତାରେ ବଡ଼ ବଡ଼ ଗାତ ମାନ ଗଢ଼ି ଉଠିଛି। ସ୍ଥାନୀୟ ଲୋକଙ୍କ କହିବା […]

Continue Reading

ବୁଦ୍ଧ ବିହାରରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ: ଖଣ୍ଡା, କଟୁରୀ ସହ ବୁଲେଟ୍ ଓ ସ୍କୁଟି ଜବତ, ୧୦ରୁ ଅଧିକଙ୍କ ନାଁରେ ମାମଲା

ଭୁବନେଶ୍ୱର: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବୁଦ୍ଧ ବିହାର ଅଞ୍ଚଳରେ ଶନିବାର ରାତିରେ ଘଟିଥିବା ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଦୁଇଟି କାଉଣ୍ଟର ମାମଲା ରୁଜୁ ହୋଇଛି। ଉଭୟ ପକ୍ଷର ଅଭିଯୋଗ ଆଧାରରେ ପୋଲିସ ନିରପେକ୍ଷ ଭାବେ ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁଯାୟୀ, ମାମଲା ନମ୍ବର ୬୭୧/୨୦୨୬ରେ ଅଭିଯୋଗ ହୋଇଛି ଯେ, ଶୁକ୍ରବାର ରାତି ପ୍ରାୟ ୯ଟା ୨୫ ମିନିଟ୍ ସମୟରେ ସୁଭମ ସ୍ୱରାଜ ଜଣେ ବନ୍ଧୁଙ୍କ ସହ ବ୍ଲକ୍ ନଂ-୧୧ […]

Continue Reading

ଭୂଦାନ ଜମି ଦେବା ନାଁରେ ଠକେଇ: ଟଙ୍କା ନେଇ ଜମି ଦେଲେନି, ଧମକ ଦେବା ପରେ ଗିରଫ ହେଲେ ମହିଳା

ଭୁବନେଶ୍ୱର: ଭୂଦାନ ଜମି କିଣାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଭରତପୁର ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତା ହେଲେ ରୀନା ପ୍ରଧାନ। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ମାମଲାର ମୁଖ୍ୟ ଅଭିଯୁକ୍ତ ସନାତନ ପ୍ରଧାନଙ୍କ ଭୂମିକାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଭରତପୁର ଥାନାରେ ପ୍ରଦୀପ କୁମାର ସାହୁ (୪୭)ଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା। ଅଭିଯୋଗ […]

Continue Reading

ଜମି ବିକ୍ରି ନାଁରେ ଠକେଇ; ୧୦ ମାମଲାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜମି ବିକ୍ରି କରିବା ନାଁରେ ଠକେଇ କରିବା ଅଭିଯୋଗରେ ଭରତପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ସାନା ବାବୁ ଓରଫ ସନାତନ ପ୍ରଧାନ। ତାଙ୍କ ବିରୋଧରେ ପୂର୍ବରୁ ୧୦ଟି ଅପରାଧିକ ମାମଲା ରହିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ସାମପୁର ଅଞ୍ଚଳର ବାସିନ୍ଦା ଦୀପକ କୁମାର ନାୟକ (୩୫) ଭରତପୁର ଥାନାରେ ଏକ ଲିଖିତ ଏତଲା ଦାଖଲ କରିଥିଲେ। ସେଥିରେ ସେ ଅଭିଯୋଗ […]

Continue Reading

ସୁପ୍ରିମକୋର୍ଟରେ ଅନୁଭବଙ୍କ ଆବେଦନ: ବର୍ଷା ପ୍ରିୟଦର୍ଶିନୀଙ୍କୁ ଝଟକା

ଭୁବନେଶ୍ୱର: ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜବାବ ଦାଖଲ କରିବାକୁ ତଲବ କରିଛନ୍ତି। ସୂଚନାଯୋଗ୍ୟ ଯେ, କଟକର ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣି ଏତଲା ଦାଖଲ କରିଥିଲେ। ଏହି ମାମଲାରେ ଅନୁଭବ ମହାନ୍ତି ଡିସ୍ଚାର୍ଜ ପିଟିସନ ଦାଖଲ କରିଥିଲେ। ତେବେ ବିଧାୟକ ଓ ସାଂସଦମାନଙ୍କ ମାମଲା […]

Continue Reading

ଏମ୍‌ବିବିଏସ୍‌ ନାମଲେଖା ନାଁରେ ୧୧.୫୦ ଲକ୍ଷ ଟଙ୍କା ଠକେଇ, ଫେରାର ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା କରାଇଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତ ଶଶାଙ୍କ କିରଣ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ଅଭିଯୋଗକାରୀ ରବୀନ୍ଦ୍ର କୁମାର ସାହୁ (୮୪)ଙ୍କ ଲିଖିତ ଏତଲା ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ୨୨ ଡିସେମ୍ବର ୨୦୨୧ରୁ ୨୫ ମାର୍ଚ୍ଚ ୨୦୨୨ ମଧ୍ୟରେ ଶୁଭମ ଏଜୁକେସନାଲ ଚ୍ୟାରିଟେବଲ ଟ୍ରଷ୍ଟ, ଅଶୋକ ନଗରର ଚେୟାରମ୍ୟାନ ଭାବେ […]

Continue Reading

ଗ୍ରାମାଞ୍ଚଳରେ ବିଦ୍ୟୁତ ସଂସ୍କାର ପାଇଁ ଟିପିସିଓଡିଏଲକୁ ଏଡିକନ ୨୦୨୬ରେ ଗୋଲ୍ଡ ଆୱାର୍ଡ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଅନୁଷ୍ଠିତ ଏଡିକନ ୨୦୨୬ ଅବସରରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) କୁ ଗ୍ରାମାଞ୍ଚଳରେ ଉନ୍ନତ ରାଜସ୍ୱ ଆଦାୟ ପାଇଁ ଏଆଇଡିଏ ଗୋଲ୍ଡ ଆୱାର୍ଡ’ ପ୍ରଦାନ କରାଯାଇଛି। ଏହି ସ୍ୱୀକୃତି ସେଣ୍ଟ୍ରାଲ ଓଡ଼ିଶାର ଗ୍ରାମାଞ୍ଚଳରେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଉପଭୋକ୍ତା ମାନଙ୍କ ସହ ସମ୍ପର୍କକୁ ଗଭୀର କରିବା ପାଇଁ ଟିପିସିଓଡିଏଲ ର ନିରନ୍ତର ପ୍ରୟାସକୁ ପ୍ରତିପାଦିତ କରୁଛି। ଅଲ୍ ଇଣ୍ଡିଆ ଡିସକମ୍ ଆସୋସିଏସନ (ଏଆଇଡିଏ) ର ବାର୍ଷିକ ସମ୍ମିଳନୀରେ […]

Continue Reading

ବିଜେଡିରେ କମ୍ପନ: ସନା ନିଲମ୍ବିତ, ଜାଣନ୍ତୁ କାରଣ…

ଭୁବନେଶ୍ୱର: ବିଜେଡି ଦୁଇଜଣ ବିଧାୟକ ହରାଇ କଣ ପ୍ରମାଣିତ କରିବାକୁ ଚାହୁଁଛି। କେନ୍ଦୁଝରରେ କିଛି କରିନାହିଁ ପ୍ରମାଣିତ। ଆଉ ଦିଲ୍ଲୀପ ରାୟ ରାଜ୍ୟ ସଭା ଯାଆନ୍ତୁ ବୋଲି ରାସ୍ତା ଖୋଲା? ଏକଥା ଆମେ ଏଥିପାଇଁ କହୁଛୁ, ଗତ ଗୁରୁବାର ଯେଉଁ ଦୁଇ ଜଣଙ୍କୁ ବିଜେଡି ନିଲମ୍ବନ କରିଥିବା କହିଛି ତାଙ୍କୁ ନେଇ ଏବେ ବେଶ ଚର୍ଚ୍ଚା। ଆସନ୍ତୁ ଖୋଜିବା କାରଣ, ଘଟଣା ନମ୍ୱର୍ ଏକ: ୨୦୧୪ ରୁ ଏଯାବତ୍ କେବେ ବି ସନା ମହାକୁଡ ବିଜେଡିର ଗୁଣ […]

Continue Reading

ଆଉ ତ୍ରାହି ନାହିଁ ଏଥର ବନ୍ଧାହେବେ ପ୍ରୋଫେସର ମ୍ୟାଡ଼ାମ!

କଟକ: କଟକ ଜିଲ୍ଲାପାଳଙ୍କ ଦସ୍ତଖତକୁ ଜାଲିଆତି କରିବା ପଡ଼ିଲା ମହଙ୍ଗା। ରେଭେନ୍ସା ବିଶ୍ବବିଦ୍ୟାଳୟ ପ୍ରୋଫେସର ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା କମିସନରେଟ ପୋଲିସ। ରେଭେନ୍ସା ବିଶ୍ବବିଦ୍ୟାଳୟର ଓଡିଆ ବିଭାଗ ସହକାରୀ ପ୍ରାଧ୍ୟାପିକ ବିଜୟଲକ୍ଷ୍ମୀ ଦାଶ କଟକ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲିଆତି କରିଥିଲେ। ଏହି ମାମାଲରେ ବିଜୟଲକ୍ଷ୍ମୀ ଦାଶଙ୍କ ବିରୋଧରେ ୩୧୯ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଲାଲବାଗ ପୋଲିସ। କଟକ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲିଆତି ମାମଲାରେ ନିଜେ ଜିଲ୍ଲାପାଳ ଗତ ତା ୧୧.୧୨.୨୦୨୪ […]

Continue Reading

୯ ଲକ୍ଷ ଦିଅନ୍ତୁ ମିଳିବ ମାସିକ ୫,୫୦୦ ରୁ ଉର୍ଦ୍ଧ !

ଭୁବନେଶ୍ୱର (ବ୍ୟୁରୋ) : ନିବେଶ କରି ନିଶ୍ଚିତ ମାସିକ ଆୟ ପାଇବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ପୋଷ୍ଟ ଅଫିସ୍ ମାସିକ ଆୟ ଯୋଜନା (Post Office Monthly Income Scheme – MIS) ଏକ ଅତି ଲୋକପ୍ରିୟ ଓ ନିରାପଦ ବିକଳ୍ପ। ଏହି ଯୋଜନାରେ ବର୍ତ୍ତମାନ ୭.୪ ପ୍ରତିଶତ ବାର୍ଷିକ ସୁଧ ମିଳୁଛି ଏବଂ ସୁଧ ପ୍ରତି ମାସରେ ସିଧାସଳଖ ଆପଣଙ୍କ ବ୍ୟାଙ୍କ ଖାତାକୁ ଜମା ହେଉଛି। ଆସନ୍ତୁ ଜାଣିବା କେତେ ଟଙ୍କା ଜମା କଲେ କେତେ […]

Continue Reading