ଆସନ୍ତା ୧ ମାସ ମଧ୍ୟରେ ରାଜଧାନୀରେ ୪୪ ଟି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ହେବ; ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତା ଏକ ମାସ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ୪୪ ଟି ଅମ୍ଳଜାନ କାରଖାନା ସ୍ଥାପନ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କହିଛନ୍ତି। ଅମ୍ଳଜାନର ତୀବ୍ର ଅଭାବ ସହ ଦିଲ୍ଲୀ ମୁକାବିଲା କରୁଥିବାବେଳେ ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ଟ୍ୟାଙ୍କରର ଅଭାବ ରହିଛି ଏବଂ ଏହି ସମସ୍ୟାକୁ ଦୂର କରିବା ପାଇଁ ବ୍ୟାଙ୍କକରୁ ୧୮ ଟି ଟ୍ୟାଙ୍କର ଆମଦାନୀ କରାଯାଉଛି। ସେ ଆହୁରି କହିଛନ୍ତି ଯେ […]

Continue Reading

ବାହା ହେଲେ କମେଡି କୁଇନ୍‌ ସୁଗନ୍ଧା ମିଶ୍ରା

ନୂଆଦିଲ୍ଲୀ: ସୋମବାର କମେଡି କୁଇନ୍‌ ସୁଗନ୍ଧା ମିଶ୍ରା ଏବଂ ସଙ୍କେତ ଭୋସଲେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜଲନ୍ଧରରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ନବବିବାହିତା ଦମ୍ପତିଙ୍କ ପ୍ରଥମ ଫଟୋ ମଧ୍ୟ ସାମ୍‌ନାକୁ ଆସିସାରିଛି। ଇନଷ୍ଟାଗ୍ରାମ ପୋଷ୍ଟ ହୋଇଥିବା ସୁଗନ୍ଧା ଏବଂ ସଙ୍କେତଙ୍କ ଏହି ଫଟୋରେ ଅନେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଫଟୋରେ ସୁଗନ୍ଧା ଏକ ହଳଦିଆ ଏବଂ ଗୋଲାପୀ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ ସ‌ଙ୍କେତ ଏକ  ହଳଦିଆ […]

Continue Reading

ଯଦି ସାମାଜିକ ଦୂରତା ବଜାୟ ନ ରଖାଯାଏ, ତେବେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରନ୍ତି

ନୂଆଦିଲ୍ଲୀ: ଜଣେ କରୋନା ରୋଗୀ ୩୦ ଦିନ ମଧ୍ୟରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରନ୍ତି, ଯଦି କୌଣସି ସାମାଜିକ ଦୂରତା ଭଳି ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଏଭଳି ପରିସ୍ଥିତି ଉପୁଜିପାରେ ବୋଲି ସରକାର ସୋମବାର କହିଛନ୍ତି। ସରକାର ଏହା ମଧ୍ୟ ଦୋହରାଇଛନ୍ତି ଯେ ସାମାଜିକ ଦୂରତା ଏବଂ ମାସ୍କର ବ୍ୟବହାର କୋଭିଡ-୧୯ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଅତ୍ୟାବଶ୍ୟକ ପଦକ୍ଷେପ ଅଟେ। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର […]

Continue Reading

ମାନସିକତା ପୂରଣ ପାଇଁ ବ୍ରହ୍ମା ବାବା ମନ୍ଦିରରେ ଘଂଟା ଦାନ କରିଥାନ୍ତି ଭକ୍ତ

କାନୁପର: ଉତରପ୍ରଦେଶର ବ୍ରହ୍ମ ବାବା ମନ୍ଦିରରେ ଭକ୍ତଙ୍କ ମାନସିକତା ପୂରଣ ପାଇଁ ନିଆରା ଦାନ ଗ୍ରହଣ କରାଯାଇଥାଏ । ସବୁଠାରୁ ବଡ କଥା ହିନ୍ଦ, ମୁସଲମାନ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ ମଧ୍ୟ ଏଠାରେ ମାନସିକତା ରଖିପାରିବେ । ମାନସିକତା ପୂରଣ ହେଲେ ବିଭିନ୍ନ ପ୍ରକାରର ଘଂଟା ମନ୍ଦିରକୁ ଦାନ ଆକାରରେ ଦିଆ ଯାଇଥାଏ । ଲୋକ କଥା ଅନୁସାରେ ଥରେ ଜଣେ ଭକ୍ତ ପ୍ରଥମ ଥର ଗାଡି ଚଳାଇବା ପୂର୍ବରୁ ଭଗବାନଙ୍କୁ ଘଂଟା ଦାନ କରିଥିଲା […]

Continue Reading

ଚର୍ଚ୍ଚାରେ ସଲମାନ ଏବଂ ଦିଶାଙ୍କ ଯୋଡି

ମୁମ୍ବାଇ: ଦବାଙ୍ଗ ବଏ୍‌ ସଲ୍‌ମାନଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ରାଧେର ଟ୍ରେଲର ଏଇ ନିକଟରେ ରିଲିଜ ହୋଇଛି। ଟ୍ରେଲରକୁ ବେଶ୍‌ ପ୍ରଶଂସା ମଧ୍ୟ କରାଯାଇଛି। ଫିଲ୍ମର ଏକ ଲୋକପ୍ରିୟ ଟ୍ରାକ୍‌ ମଧ୍ୟ ଏହା ଭିତରେ ରିଲିଜ ହୋଇଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମର ପ୍ରଥମ ଗୀତ ସିଟି ମାର୍ ରିଲିଜ୍ ହୋଇସାରିଛି। ଏହି ଗୀତରେ ସଲ୍‌ମାନଙ୍କ ସହ ଦିଶା ପଟାନିଙ୍କ ଯୋଡି ବେଶ୍‌ ଜମିଛି। ଦିଶା ଏବଂ ସଲମାନ ଉଭୟ ଏହାକୁ ସୋସିଆଲ […]

Continue Reading

ଓଡ଼ିଶାରେ ରେମଡେସିଭିର୍ ମେଡିସିନର ଅଭାବ

ଭୁବନେଶ୍ୱର: ରାଜ୍ୟରେ ରେମଡେସିଭିର ଅଭାବ । ଏବେ ରେମଡେସିଭ୍ ମେଡିସିନର ବହୁତ ଆବଶ୍ୟକତା ରହୁଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର ଅନ୍ନଦା ଶଙ୍କର ଦାସ । କେନ୍ଦ୍ର ସରକାର ନିଜେ ରେମଡେସିଭିର୍ ବିତରଣ କରୁଛନ୍ତି । ଏପ୍ରିଲ ୨୧ରୁ ୩୦ ଯାଏ ଓଡ଼ିଶାକୁ ୨୧ହଜାର ଭାଏଲ ଦେବାକୁ କେନ୍ଦ୍ର କହୁଛି । ପ୍ରତିଦିନ କିଛି କିଛି ଆସୁଛି । ଗତକାଲି ଆବଶ୍ୟକତା ଥିଲା ୨ହଜାର ଭାଏଲ୍ ରେମଡେସିଭିର୍ । ଆସିଲା କେବଳ ୯୨ ଭାଏଲ୍ […]

Continue Reading

ଦିଲ୍ଲୀରେ ତିଆରି ହେବ ୪୪ଟି ଅକ୍ସିଜେନ ପ୍ଲାଣ୍ଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅଣାୟତ କରୋନା ସ୍ଥିତି । ଗୋଟିଏ ପଟେ କରୋନା ତାର କରାଳ ରୂପ ଦେଖାଉଥିବାବେଳେ ଅକ୍ସିଜେନ ଅଭାବ ବର୍ତମାନ ସବୁଠାରୁ ବଡ ସମସ୍ୟା ହୋଇ ଉଭା ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଥାଇଲାଣ୍ଡରୁ ୧୮ଟି କ୍ରାୟୋଜେନିକ୍ ଟ୍ୟାଙ୍କର୍ ଏବଂ ଫ୍ରାନ୍ସରୁ ୨୧ଟି ପ୍ରସ୍ତୁତ ଅମ୍ଳଜାନ କାରଖାନା ଆମଦାନୀ କରିବାକୁ ପଦକ୍ଷେପ ନେଇଛନ୍ତି । ଏନେଇ ଆଜି ଖୋଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି । ଦିଲ୍ଲୀରେ […]

Continue Reading

ଭାରତୀୟ ପର୍ଯ୍ୟଟକଙ୍କୁୁ ମାଲଦ୍ୱୀପ ମନା

ମୁମ୍ବାଇ: କୋଭିଡ-୧୯ ମହାମାରୀର ଭାରତ ସବୁଠାରୁ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। କାରଣ ଦେଶରେ ପ୍ରତିଦିନ ତିନି ଲକ୍ଷରୁ ଅଧିକ ମାମଲା ରିପୋର୍ଟ ହେଉଛି। ଜର୍ମାନୀ, ଇଟାଲୀ, ଇରାନ, ସିଙ୍ଗାପୁର ଏବଂ ବାଂଲାଦେଶ ସମେତ ଅନେକ ଦେଶ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତରୁ ଯାତ୍ରୀମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ତାଲିକାରେ ମାଲଦ୍ୱୀପ ମଧ୍ୟ ଅନ୍ତର୍ଭୁକ୍ତ। ମାଲଦ୍ୱୀପର ପର୍ଯ୍ୟଟନ ମନ୍ତ୍ରଣାଳୟ ରବିବାର ଦିନ ଏକ ଟୁଇଟରେ ଭାରତରୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ […]

Continue Reading

ଆସନ୍ତାକାଲିଠୁ କର୍ଣ୍ଣାଟକ ୧୪ ଦିନ ପାଇଁ ଲକ୍‌ଡାଉନ୍‌

କର୍ଣ୍ଣାଟକ:କର୍ଣ୍ଣାଟକ ସରକାର ରାଜ୍ୟରେ ଆସନ୍ତାକାଲିଠୁ ୧୪ ଦିନ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଅର୍ଥାତ୍‌ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଗତ କିଛି ମାସ ମଧ୍ୟରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୋମବାର କ୍ୟାବିନେଟ ବୈଠକ ପରେ ସିଏମ୍ ବିଏସ୍ ୟେଡିୟୁରପ୍ପା ଏହି ଘେଷଣା କରିଛନ୍ତି। ସେ କହିଛନ୍ତି, “ଏହି ଭୂତାଣୁ ସମଗ୍ର ରାଜ୍ୟରେ ଆକ୍ରମଣାତ୍ମକ ଭାବେ ବ୍ୟାପିବାରେ ଲାଗିଛି। ଏଠାରେ ମହାରାଷ୍ଟ୍ର […]

Continue Reading

କରୋନା ମୁକାବିଲା: ଭାରତକୁ ୧୩୫ କୋଟି ଦେବ ଗୁଗୁଲ୍‌

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିଥିବା ବେଳେ ଗୁଗୁଲ୍‌ ବିଭିନ୍ନ ଚିକିତ୍ସା ଉପକରଣ ଯୋଗାଣ ତଥା ସାଧାରଣତ ସମ୍ପ୍ରଦାୟକୁ ସହାୟତା କରିବା ପାଇଁ ୧୩୫ କୋଟି ଟଙ୍କା ଅର୍ଥ ପ୍ରଦାନ କରିବ ବୋଲି ସୋମବାର ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଛନ୍ତି। ଗୁଗୁଲ୍‌ ଏବଂ ଆଲଫାବେଟର ସିଇଓ ପିଚାଇ ଟ୍ୱିଟ୍ କରି କହିଛନ୍ତି, “ଭାରତରେ କୋଭିଡ ସଙ୍କଟ ଦିନକୁ ଦିନ ବିଗିଡିବାରେ ଲାଗିଛି। ଯାହା ଅତ୍ୟନ୍ତ ଚିନ୍ତାର ବିଷୟ। ଗୁଗୁଲ୍‌ @GiveIndia, @UNICEFକୁ ମେଡିକାଲ […]

Continue Reading