ନବୀନଙ୍କୁ ଭେଟିଲେ ରାଜ୍ୟପାଳ, ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

ବିଜୁ ଜନତା ଦଳ (ବିଜେଡି)ର ସଭାପତି ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସମ୍ପ୍ରତି ବହୁ ଚର୍ଚ୍ଚା ହେଉଛି । ଗତ ୧୭ ଅଗଷ୍ଟ ୨୦୨୫ରେ ଡିହାଇଡ୍ରେସନ ଯୋଗୁଁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ତାଙ୍କର ସୁସ୍ଥତା ନେଇ ଓଡିଶାର ଜନସାଧାରଣଙ୍କ ମଧ୍ୟରେ ଚିନ୍ତା ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଗଷ୍ଟ ୨୫, ୨୦୨୫ରେ ନବୀନ ନିବାସ ଯାଇ ତାଙ୍କୁ ଭେଟିଥିଲେ। ଏହି ଭେଟରେ ରାଜ୍ୟପାଳ […]

Continue Reading

ଉପରାଷ୍ଟ୍ରପତି ନିର୍ବାଚନୀ ମୈଦାନରେ ୨ ଦକ୍ଷିଣ ଭାରତୀୟ ହେଭିୱେଟ୍

ତାମିଲନାଡ଼ୁର ରାଧାକ୍ରିଷ୍ଣନ୍ ଙ୍କୁ ଟକ୍କର ଦେବେ ତେଲେଙ୍ଗାନାର ସୁଦର୍ଶନ । ଉପରାଷ୍ଟ୍ରପତି ନିର୍ବାଚନୀ ମୈଦାନରେ ୨ ଦକ୍ଷିଣ ଭାରତୀୟ ହେଭିୱେଟ୍ । ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ବି. ସୁଦର୍ଶନ ରେଡ୍ଡୀ ହୋଇଛନ୍ତି ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଥିଲେ ବି. ସୁଦର୍ଶନ ରେଡ୍ଡୀ । ଦୁଇ ଦିନ ତଳେ NDA, ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା ।ଉପରାଷ୍ଟ୍ରପତି […]

Continue Reading

ସରଗରମ ବିହାର ରାଜନୀତି: ଭୋଟ ଅଧିକାର ଯାତ୍ରା କରିବେ ରାହୁଲ

ଏଥର ବିହାର ବିଧାନସଭା ନିର୍ବାଚନ କିଛି ଅଲଗା ହେବାକୁ ଯାଉଛି। ଫାଇଟ ଜୋରଦାର ହେବ । ବିଜେପି- ଜେଡିୟୁ ମେଣ୍ଟକୁ ସହଜରେ ବାଟ ଛାଡ଼ିବେନି ବିରୋଧୀ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ବିହାରରେ ଭୋଟ୍ ଅଧିକାର ଯାତ୍ରା ଆରମ୍ଭ କରିବେ । ଶାସାରାମଠାରୁ ଯାତ୍ରା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖରେ ପାଟନାରେ ଶେଷ ହେବ । ବିହାର ପ୍ରଦେଶ କଂଗ୍ରେସ ସଭାପତି ଅଖିଳେଶ ପ୍ରସାଦ ସିଂହ ଏନେଇ ସୂଚନା ଦେଇଛନ୍ତି । ବିହାରରେ ଭୋଟର […]

Continue Reading
dancing-on-the-stage-with-your-naked-body-can-lead-to-jail-time

ଷ୍ଟେଜରେ ଗୁପ୍ତାଙ୍ଗ ଦେଖାଇ ନାଚିଲେ ହେଇପାରେ ଜେଲ ଦଣ୍ଡ

ଭୁବନେଶ୍ୱର (ବ୍ୟୁରୋ) : ଆଜିର ସମୟରେ ଯାତ୍ରା ହେଉ ଅବା ମେଲୋଡି ସବୁଠି ଆଇଟମ ଗାର୍ଲଙ୍କ ଚାହିଦା ବଢ଼ିବାରେ ଲାଗିଛି। ଏପରିକି କିଛି ସ୍ଥାନରେ ପୁରା ଉଲଗ୍ନ ହୋଇ ନାଚିବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ଯାହାର ଭିଡିଓ ସାଧାରଣତଃ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଆଉ ଏହାକୁନେଇ ଅନେକ ସ୍ଥାନରେ ତୁମ୍ବି ତୋଫାନ ମଧ୍ୟ ଦେଖାଦେଉଛି । ବେଳେବେଳେ କିଛି ନର୍ତ୍ତକୀଙ୍କୁ ଲୋକେ ଷ୍ଟେଜ ଉପରେ ମଧ୍ୟ ଉଚିତ ଜବାବ ଦେଉଛନ୍ତି । […]

Continue Reading

କମିଲା ସୁନା ଦର, ଖୁସି ଦେଶ ବାସୀ

ବ୍ୟୁରୋ : ଆସିଲା ନୂଆ ବଜେଟ। ମୋଦୀ ସରକାରଙ୍କ ତୃତୀୟ ପାଳିର ଆଜି ଆସିଛି ପ୍ରଥମ ବଜେଟ। ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ କହିଥିଲେ ଯେ, ‘ଭାରତର ଅର୍ଥନୀତିର ଅଭିବୃଦ୍ଧି ଅତ୍ୟନ୍ତ ଭଲ ରହିଛି। ଏହା ସହ ଭାରତର ମୁଦ୍ରାସ୍ଫୀତି ସ୍ଥିର ରହିଛି। ଏହି ବଜେଟରେ ଗରିବ, ଯୁବପିଢ଼ି, ମହିଳା, କୃଷକ ଇତ୍ୟାଦିଙ୍କୁ ଗୁରୁତ୍ବ ଦିଆଯାଇଥିବା ବେଳେ ସୁନା ଦର କମିଛି। ସୁନା ଓ ରୂପା ଉପରେ […]

Continue Reading

କ୍ଷମା ମାଗିଲେ, ଦଳ ଛାଡିଲେ ପାଣ୍ଡିଆନ

ଭୁବନେଶ୍ବର : ବିଜେଡିର ପରାଜୟ ପରେ ଲୁକାୟତ ଥିବା ପାଣ୍ଡିଆନ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ ସିଧା ସିଧା ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ନେଉଥିବା କଥା ଇଂରାଜୀରେ କହିଛନ୍ତି। ଏପରିକି ବିଜୁ ଜନତା ଦଳ ର କର୍ମୀଙ୍କୁ କ୍ଷମା ବି ମାଗିଛନ୍ତି। ତେବେ ତାଙ୍କ ଜୀବନର ପୁରା ଯାତ୍ରା ଭିଡିଓ ରେ ବଖାଣିଥିଲେ। ଆଉ ସେ ସେବା କରିବାକୁ ନବୀନ୍ ଙ୍କୁ ସାହାଯ୍ୟ କରିବାକୁ ରାଜନୀତିରେ ଯୋଗ ଦେଇଥିବା କଥା ସ୍ପଷ୍ଟ କରିଥିଲେ। […]

Continue Reading

ରାଜସ୍ୱ ମନ୍ତ୍ରୀଙ୍କ ସରକାରୀ ବାସ ଭବନ ଘେରିଲେ ନବ ନିର୍ମାଣ ଯୁବଛାତ୍ର ସଂଗଠନ

ଭୁବନେଶ୍ବର : ରାଜସ୍ୱ ମନ୍ତ୍ରୀଙ୍କ ସରକାରୀ ବାସ ଭବନ ଘେରିଲେ ନବ ନିର୍ମାଣ ଯୁବଛାତ୍ର ସଂଗଠନ। ଜଟଣୀ ନିର୍ବାଚନ ମଣ୍ଡଳୀରେ ଥିବା ସ୍ଥିତିବାନ ଜମି, ଯାହାକି ଜଗନ୍ନାଥଙ୍କ ସଂପତି କରି ଦିଆଯାଇଛି ତାହା ଗ୍ରାମବାସୀଙ୍କୁ ଫେରସ୍ତ ଓ ଜଟଣୀ ମହାବିଦ୍ୟାଳୟକୁ ସ୍ଥାୟୀ ଜମି ପ୍ରଦାନ ଦାବିରେ ନବ ନିର୍ମାଣର ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା। ଆଜି ଦିନ ସାଢେ ଦଶଟା ସମୟରେ ନବ ନିର୍ମାଣ ଯୁବଛାତ୍ର ସଂଗଠନ ୟୁନିଟ୍ ୬ ଅଂଚଳରେ ଥିବା ରାଜସ୍ୱ ମନ୍ତ୍ରୀ ସୁଦାମ […]

Continue Reading

ନିର୍ବାଚନ ପାଇଁ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର : ଆସନ୍ତା ୨୨ ତାରିଖରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏପ୍ରିଲ ୨୪ ତାରିଖରେ କଂଗ୍ରେସର ଏକ୍‌ଜିକ୍ୟୁଟିଭ୍ କମିଟି ଗଠନ ହେବା ‌ପରେ ଏହା ହେଉଛି ପ୍ରଥମ ବୈଠକ। ଆସନ୍ତା ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ କାର୍ଯ୍ୟକାରିଣୀ ବୈଠକରେ ବିଶେଷ ଆଲୋଚନା ହେବ ବୋଲି ଜଣାପଡ଼ିଛି। କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥିରେ ୩ଟି ବୈଠକ ଅନୁଷ୍ଠିତ ହେବ। କାର୍ଯ୍ୟକାରିଣୀ, ରାଜନୈତିକ ବ୍ୟାପାର ଓ କର୍ମକର୍ତା କମିଟି ବୈଠକ ବସିବ। ଓଡ଼ିଶା ପ୍ରଭାରୀ […]

Continue Reading

ସିିଦ୍ଧରମୈୟା ସରକାରଙ୍କ କ୍ୟାବିନେଟରେ ସାମିଲ ହେଲେ ୨୪ ନୂଆ ମନ୍ତ୍ରୀ, ସନ୍ଧ୍ୟାରେ ବିଭାଗ ବଣ୍ଟନ

ବେଙ୍ଗାଲୁର:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିିଦ୍ଧରମୈୟାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଗଠିତ ହେବାର ଏକ ସପ୍ତାହ ପରେ ଆଜି ୨୪ ଜଣ ବିଧାୟକଙ୍କୁ ମନ୍ତ୍ରୀ ରୂପରେ ଶପଥ ଦିଆଯାଇଛି । ରାଜ୍ୟପାଳ ଥାବରଚନ୍ଦ ଗେହଲୋଟ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି । କର୍ଣ୍ଣାଟକ ସରକାରରେ ୩୪ ମନ୍ତ୍ରୀ ସ୍ଥାନ ପାଇବେ । ଏମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବ କୁମାରଙ୍କ ସହିତ ୧୦ ଜଣ ମନ୍ତ୍ରୀ ୨୦ ମେ’ରେ ଶପଥ ନେଇସାରିଥିଲେ […]

Continue Reading

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ନାମକୁ ନେଇ ସସପେନ୍ସ ଜାରି, ଗୁରୁବାର ଶପଥ ନେବେ ନୂତନ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ!

କର୍ଣ୍ଣାଟକ: କର୍ଣ୍ଣାଟକରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଛି, ଏହା ପରେ ଏହା ବର୍ତ୍ତମାନ ସରକାର ଗଠନ ପ୍ରକ୍ରିୟାରେ ଆରମ୍ଭ ହୋଇଛି। ତେବେ କିଏ ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ପାର୍ଟିରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇ ନାହିଁ। ଆଜି ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ପାର୍ଟି ବୈଠକରେ ମୁଖ୍ୟମନ୍ତ୍ରୀ ନାମରେ ମୋହର ଲାଗିବ ବୋଲି କୁହାଯାଉଛି। ଏହି ସମୟରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ତଥା କ୍ୟାବିନେଟ ଗୁରୁବାର ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ଖବର […]

Continue Reading