ଓଡ଼ିଶାର ୧୭ ସେଣ୍ଟରରେ ଜେଇଇ-୨ ମେନ୍ ପରୀକ୍ଷା
ଭୁବନେଶ୍ୱର: କରୋନା ନିର୍ଦ୍ଦେଶାବଳୀ କଡାକଡି ପାଳନ ସହ ଜେଇଇ-୨ ମେନ୍ ପରୀକ୍ଷା ମଙ୍ଗଳବାର ଦିନ ଓଡିଶାର ୧୭ ଟି ସ୍ଥାନରେ ଆରମ୍ଭ ହୋଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ କମ୍ପ୍ୟୁଟର ବେସଡ୍ ପରୀକ୍ଷା ପ୍ରାୟ ୩୦,୦୦୦ ଛାତ୍ରଛାତ୍ରୀ ଦେଉଛନ୍ତି। ମାର୍ଚ୍ଚ ୧୮ରେ ପରୀକ୍ଷା ଶେଷ ହେବାକୁ ଥିବା ବେଳେ ଦୁଇଟି ସିଟିଂରେ ସକାଳ ୯ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ୬ଟା ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ଦେଶର ୩୩୧ଟି କେନ୍ଦ୍ର ମଧ୍ୟରେ ଓଡିଶାର ବାଲେଶ୍ବର, […]
Continue Reading
