ବାହାଘର ପରେ ଶାଶୂଘରକୁ ବିଦା ବେଳେ କାନ୍ଦି କାନ୍ଦି ଝିଅର ମୃତ୍ୟୁ

ବିନିକା: ମଥାରେ ଝଟକୁ ଥିଲା ସଜ ସଜ ଲାଗିଥିବା ଲାଲ୍ ସିନ୍ଦୂର । ଝିଅ ବାହାଘର ପରେ ବିଦାକୀ ପାଇଁ ସମସ୍ତ ଥିଲେ ଆତ୍ମବିଭୋର । ମାଆବାପା, ପରିବାର ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ଝିଅ ଶାଶୂଘର ଯାଇଥାନ୍ତା । ଏଥିପାଇଁ ବରଗାଡ଼ି ବି ପ୍ରସ୍ତୁତ ଥିଲା । ବାହୁନି ବାହୁନି କାନ୍ଦୁଥିଲେ କନ୍ୟା । କାନ୍ଦୁ କାନ୍ଦୁ ହଠାତ୍ ହୋଇଗଲେ ଚେତାଶୂନ୍ୟ । ଆଉ ନିମିଷକେ ଚାଲିଗଲା ଜୀବନ । ବିବାହ ପରେ ଝିଅ ବିଦାୟ ବେଳେ […]

Continue Reading

ବିଜୁବାବୁଙ୍କ ଜୟନ୍ତୀରେ କଳିଙ୍ଗ ଷ୍ଟାଡିୟମରେ ମିନି ମାରାଥନ୍ ଅନୁଷ୍ଠିତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ କଳିଙ୍ଗ ଷ୍ଟାଡିୟମରେ ମିନି ମାରାଥନ ଆୟୋଜନ ହୋଇଛି । ଖେଳ ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ବାର୍ଷିକ ମିନି ମାରାଥନରେ ପ୍ରାୟ ୪୦୦ ଦୌଡ଼ାଳି ଭାଗ ନେଇଥିଲେ । ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପ୍ରତିବର୍ଷ ଏଭଳି ମାରାଥନ ଆୟୋଜନ ହେଉଛି । ଆୟୋଜିତ ମିନି ମାରାଥନକୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଥିଲେ । ଅନ୍ୟମାନଙ୍କ […]

Continue Reading

ମହାନ ଜନନାୟକ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାଳିତ ହେଉଛି ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ । ଏହି ପୂଣ୍ୟ ତିଥିରେ ବିଜୁବାବୁଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି- ଓଡ଼ିଆ ସ୍ଵାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି । ଓଡ଼ିଆ ସ୍ଵାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ […]

Continue Reading

ସିନ୍ ରିକ୍ରିଏସନ୍ ପରେ ଅଞ୍ଜନା କହିଲେ ଷଡ଼ଯନ୍ତ୍ର ଦିଗ ପଦାକୁ ଆଣୁ ସିବିଆଇ

ଭୁବନେଶ୍ୱର: ସିବିଆଇ କରୁଛି ସିନ୍ ରିକ୍ରିଏସନ୍ । ବାରଙ୍ଗ ଅଞ୍ଚଳରେ ବିବନକୁ ବୁଲାଇ କ୍ରାଇନ୍ ସିନ୍ ରିକ୍ରିଏସନ୍ କରିଛି ସିବିଆଇ । ସେଦିନ କଳାରାତିରେ କଣ ଘଟିଥିଲା ମୁଖ୍ୟ ଅଭିଯୁକ୍ତ ସିବିଆଇକୁ ଦେଖାଇଛି । ଅନ୍ୟପଟେ ପୀଡ଼ିତା ଅଞ୍ଜନା ପ୍ରତିକ୍ରିୟା ଦେଇ କହିଛନ୍ତି- ସିବିଆଇ ଷଡ଼ଯନ୍ତ୍ରର ଦିଗ ସାମ୍ନାକୁ ଆଣୁ । ଘଟଣା ପରେ ବିବନକୁ ଫେରାର ହେବାରେ କିଏ ସାହାଯ୍ୟ କରିଥିଲା ? ସୁରକ୍ଷା ଦେଇ ଏତେ ଦିନ ଯାଏ କିଏ ରଖିଥିଲ ସେସବୁ ପଦାକୁ […]

Continue Reading

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବିବନକୁ ନେଇ ସିନ୍ ରିକ୍ରିଏଟ୍ କଲା ସିବିଆଇ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କରିଛି ସିବିଆଇ ଟିମ୍ । ବାରଙ୍ଗ ଅଞ୍ଚଳର ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରାଯାଇଛି । ୧୯୯୯ ମସିହାର ସେହି କାଳ ରାତିରେ କେମିତି ବିବନ କୁକର୍ମ କରିଥିଲା ତାର ଡେମୋ ଦେଖାଉଛି । ସିବିଆଇ ଗୁରୁବାର ଠାରୁ ବିବନ ବିଶ୍ୱାଳ ଓରଫ ଜଳନ୍ଧରକୁ ୨ ଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡର ଶେଷ ଦିନରେ […]

Continue Reading

୧୦ ଦିନ ପରେ ବି ଜଳୁଛି ଶିମିଳିପାଳ, ୩୦ଟି ସ୍ଥାନରେ ଲାଗିଛି ନିଆଁ

ବାରିପଦା: ୧୦ ଦିନ ପରେ ବି ଜଳୁଛି ଶିମିଳିପାଳ । ଲିଭୁନି ନିଆଁ । ନିଆଁ ଆୟତ୍ତ କରିବାକୁ ବନ ବିଭାଗ ଉଦ୍ୟମ କରୁଛି । ଗୋଟିଏ ଅଞ୍ଚଳରେ ନିଆଁ ଲିଭିବା ବେଳକୁ ଅନ୍ୟ ଅଞ୍ଚଳରେ ଲାଗି ଯାଉଛି । ଯାହାକୁ ଆୟତ୍ତ କରିବା ଲାଗି ବନ ବିଭାଗ ଓ ଅଗ୍ନିଶମ ବାହିନୀ ନାକଦେମ୍ ହେଲାଣି । ୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଶିମିଳିପାଳ ଜୈବ ମଣ୍ଡଳର ୩୦ରୁ ଅଧିକ ସ୍ଥାନରେ ଏବେବି […]

Continue Reading

ସତ ଉଗାରିବ ବିବନ: ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ ଯିବ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିବନର ଟିଆଇ ପରେଡ ସରିଛି । ଆଜିଠୁ ରିମାଣ୍ଡରେ ଯିବ ଅଭିଯୁକ୍ତ । ଆଜିଠୁ ବିବନକୁ ଦୁଇ ଦିନିଆ ରିମାଣ୍ଡରେ ନେବ ସିବିଆଇ । ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବ । ତା ମୁହଁରୁ ଘଟଣାର ସତ ବାହାର କରିବ ତଦନ୍ତକାରୀ ଟିମ୍ । କୁତ୍ସିତ କାରନାମା କରିବା ପରେ କେମିତି ରାଜ୍ୟ ବାହାରକୁ ଚମ୍ପଟ ମାରିଥିଲା ? କାହା ପ୍ରରୋଚନାରେ ଜଘନ୍ୟକାଣ୍ଡ ଘଟାଇଥିଲା କି ? […]

Continue Reading

ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ବନ୍ଧପାଲି ନିକଟ ଇବ୍ ନଦୀ ପଠାରେ ମୃତଦେହର ବିଭିନ୍ନ କଟାଅଂଶ ଏଣେତେଣେ ପଡ଼ିଥିଲା । ସୁନ୍ଦରଗଡ଼ ସଦର ପୋଲିସ୍‌ ଖଣ୍ଡବିଖଣ୍ଡିତ ଅଂଶକୁ ଉଦ୍ଧାର କରି ତଦନ୍ତ ଚଳାଇଛି । ମୃତକଙ୍କ ପରିଚୟ ମିଳି ନଥିବା ବେଳେ କେହି ହତ୍ୟା କରି ନଦୀପଠାରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଗତ ରାତିରେ ଇବ୍ ନଦୀ ପଠାରୁ ସଦର ଥାନା […]

Continue Reading

ଶୋଇଥିବା ବେଳେ ବୃଦ୍ଧଙ୍କୁ ଦଳି ଦେଲା ହାତୀ

ସୋନପୁର: ଘରେ ଶୋଇଥିବା ବେଳେ ଦଳିଦେଲା ହାତୀ, ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲାରେ । ହାତୀ ଆକ୍ରମଣରେ ଉଲୁଣ୍ଡା ରେଞ୍ଜ ପଣ୍ଡକିଟାଲ ଗାଁରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ୬୦ ବର୍ଷୀୟ ନାରାୟଣ ଭୋଇ ବୋଲି ଜଣାପଡ଼ିଛି । ନାରାୟଣ ଭୋଇ ନିଜ ଝିଅ ଘରେ ରହୁଥିଲେ । ବୁଧବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନାରାୟଣଙ୍କୁ ହାତୀ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟ […]

Continue Reading

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜି ଫାଲଗୁନ୍ କୃଷ୍ଣ ପଞ୍ଚମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର । ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କର ବନକଲାଗି ନୀତି ନୀତି ସମ୍ପାଦନ କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଦ୍ଦଣ୍ଟ କରାଯାଇଛି । ବନକଲାଗି ବା […]

Continue Reading