+ ୨ ବାର୍ଷିକ ପରୀକ୍ଷା ପାଇଁ ସୂଚୀ ଘୋଷଣା
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖରୁ ବାର୍ଷିକ + ୨ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଥିଓରୀ ପରୀକ୍ଷା ଆସନ୍ତା ମେ ୧୮ରୁ ଜୁନ୍ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରାକ୍ଟିକାଲ୍ ପରୀକ୍ଷା ଏପ୍ରିଲ ୨୯ ରୁ ମେ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଥିଓରୀ ପରୀକ୍ଷା ପାଇଁ ସକାଳ ୯ଟା ୧୫ମି.ରୁ ୧୨ଟା ୧୫ମି. ପର୍ଯ୍ୟନ୍ତ ପ୍ରଥମ ସିଟିଂ ବସିବ। ତେବେ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ […]
Continue Reading
