ଚୋର ସନ୍ଦେହରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ
ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାରେ ପୋଲିସର ଦାଦାଗିରି ଅଭିଯୋଗ । ଚୋର ସନ୍ଦେହରେ ୪ ନାବାଳକଙ୍କୁ ୩ ଦିନ ଧରି ଥାର୍ଡ ଡିଗ୍ରୀ ଦେଇଛି ପୋଲିସ । ମାଡ ମାରିବା ସହ ନାବାଳକଙ୍କୁସକ୍ ଦେବା ପରି ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଗତ ୧୨ ତାରିଖରେ ଚିତ୍ରକୋଣ୍ଡାରେ ଏକ ଚୋରି ଘଟଣା ଘଟିଥିଲା । ଘଟଣାର ତଦନ୍ତ କରି ଚିତ୍ରକୋଣ୍ଡାର ୪ ଜଣ ନାବାଳକକୁ ଘରୁ ଉଠାଇ ଆଣି ନିର୍ଦ୍ଧୁମ ଛେଚିଥିଲା ପୋଲିସ । ସେମାନଙ୍କୁ ୨୪ଘଣ୍ଟା ମଧ୍ୟରେ […]
Continue Reading
