ଆଇପିଏଲରୁ ୨ ଅମ୍ପାୟର ଓହରିଲେ

ମୁମ୍ବାଇ: ଚଳିତ ଆଇପିଏଲରୁ ଗୁରୁବାର ୨ଜଣ ଅମ୍ପାୟର ଓହରି ଯାଇଛନ୍ତି । କରୋନାର ଦ୍ୱିତୀୟ ଲହରୀ କମିବାର ନାଁ ଧରୁ ନ ଥିବାରୁ ସେମାନେ ଭୟରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଦୁଇଜଣ ଅମ୍ପାୟର ହେଲେ ଭାରତର ନିତିନ ମେନନ ଓ ଅଷ୍ଟ୍ରେଲିଆ ପଲ ରାଇଫଲ । ସେମାନଙ୍କ ସ୍ଥାନରେ ଘରୋଇ ଅମ୍ପାୟରଙ୍କୁ ମ୍ୟାଚ ପରିଚାଳନା ଦାୟିତ୍ୱ ଦିଆଯିବ ବୋଲି ବିସିସିଆଇ କହିଛନ୍ତି । ମେନନଙ୍କ ମାଆ ଏବଂ ପତ୍ନୀ କରୋନା ସଂକ୍ରମିତ ହୋଇଥିବାରୁ […]

Continue Reading

OYO ରୁମରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣାର ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି

ଭୁବନେଶ୍ୱର: ଭୁବନେଶ୍ୱର OYO ହୋଟେଲରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣା । ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି ଲେଖିଲା କମିଶନରେଟ ପୋଲିସ । ଜବତ ଟଙ୍କାର ତଦନ୍ତ ପାଇଁ କମିଶନରେଟ ପୋଲିସ ଆୟକର ବିଭାଗକୁ ଚିଠି ଲେଖିଛି । ବ୍ୟବସାୟୀ ଜଣଙ୍କ ଏତେ ଟଙ୍କା କେଉଁ ଉପାୟରେ ଆଣିଥିଲେ । ଟଙ୍କାର ସ୍ରୋତ କଣ ? ଏନେଇ ବ୍ୟବସାୟୀ ଜଣଙ୍କୁ ପଚରାଉଚରା କରିବ ଆୟକର ବିଭାଗ । ମଙ୍ଗଳବାର ରାତିରେ ଏୟାରପୋର୍ଟ ଥାନା […]

Continue Reading

ଦେଶରେ ୩ ଲକ୍ଷ ୭୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୩ ହଜାର ୬୪୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ବିସ୍ଫୋଟକ ଭଳି ଫୁଟି ଚାଲିଛି । ସପ୍ତାହେ ହେଲା ଲଗାତାର ୩ ଲକ୍ଷରୁ ଅଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ବିଗତ ୨୪ ଘଣ୍ଟାରେ ୩ ଲକ୍ଷ ୭୯ ହଜାର ୨୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୩ ହଜାର ୬୪୫ ଜଣଙ୍କ ମୃତ୍ୟୁ ହୋଇଛି । ୨ ଲକ୍ଷ ୬୯ ହଜାର ୫୦୭ ଜଣ କରୋନାକୁ ମାତ୍ ଦେଇ […]

Continue Reading

ରତ୍ନଗିରି ଏମଆର ଫାର୍ମା ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ମହାରାଷ୍ଟ୍ର: ରତ୍ନଗିରି ଜିଲ୍ଲାର MIDC ଠାରେ ଏମଆର ଫାର୍ମା ପ୍ରାଇଭେଟ ଲିମିଟେଡର ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ସକାଳ ୧୧.୪୫ ସୁଦ୍ଧା ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବର ଅନୁଯାୟୀ ଏହି ଘଟଣାରେ କୌଣସି ଶ୍ରମିକ ଆହତ ହୋଇନାହାଁନ୍ତି। ପ୍ଲାଣ୍ଟ ସ୍ୱତନ୍ତ୍ର ରାସାୟନିକ ପଦାର୍ଥ ଉତ୍ପାଦନରେ ବ୍ୟବହୃତ ହୁଏ। ଅଗ୍ନିକାଣ୍ଡ ସମୟରେ ପ୍ଲାଣ୍ଟ ଭିତରେ ଆଠ ଜଣ କର୍ମଚାରୀ ଥି‌ବା ସୂଚନା ମିଳିଛି।

Continue Reading

ଆସନ୍ତା କାଲିଠୁ ସୋମବାର ଯାଏ ଗୋଆ ଲକ୍‌ଡାଉନ୍‌

ଗୋଆ: ରାଜ୍ୟରେ ବଢୁଥିବା କୋଭିଡ ସଙ୍କଟକୁ ଦୃଷ୍ଟିରେ ରଖି ଗୋଆରେ ଗୁରୁବାର ସନ୍ଧ୍ୟା ଠାରୁ ଲକ୍‌ଡାଉନ୍‌ ଜାରି ହେବା ନେଇ ଗୋଆ ସରକାର ଘୋଷଣା କରିଛନ୍ତି। ଏହା ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିବ। ଗୋଆରେ ଲକ୍‌ଡାଉନ୍‌ ସମୟରେ କେବଳ ଜରୁରୀ ସେବା ଖୋଲା ରହିବ। ଗୋଆ ସିଏମ୍ ପ୍ରମୋଦ ସାମନ୍ତ ଘୋଷଣା କରିଛନ୍ତି ଯେ ଲକଡାଉନ୍ ସମୟରେ ପରିବହନ ଏବଂ ଦୋକାନବଜାରଗୁଡ଼ିକ ମଧ୍ୟ ବନ୍ଦ ରହିବ। ଏ ନେଇ ଖୁବ୍ ଶୀଘ୍ର ଏକ ବିସ୍ତୃତ ନିର୍ଦ୍ଦେଶନାମା […]

Continue Reading

ଜମିଜମା ବିବାଦକୁ ନେଇ କଟୁରୀ ବୁଲିଲା, ୨ ଗୁରୁତର

ଯାଜପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଦୁଇ ପଡୋଶୀଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ, ପରେ ଧସ୍ତାଧସ୍ତି ଓ ଶେଷରେ କଟୁରୀ ଚୋଟରେ ଝଗଡାର ଅବସାନ ଘଟିଥିଲା । କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଯାଜପୁର ଜିଲ୍ଲାର ଅରିଲୋ ଗାଁ । ରିପୋର୍ଟ ଅନୁଯାୟୀ ପ୍ରତାପ ସାମଲ ଓ ପ୍ରଫୁଲ୍ଲ ସାମଲଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ବହୁ ପୂର୍ବରୁ ବାଦବିବାଦ ଲାଗିରହିଥିଲା । ଏପରିକି ପ୍ରଫୁଲ୍ଲ ଅନେକ ସମୟରେ ପ୍ରତାପଙ୍କୁ ଧମକଚମକ ମଧ୍ୟ […]

Continue Reading

ପଜିଟିଭିଟି ହାର୧୫ ପ୍ରତିଶତରୁ ଅଧିକ ଥିବା ୧୫୦ ଜିଲ୍ଲାରେ ହୋଇପାରେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଏକ ଉଚ୍ଚ ସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ପଜିଟିଭିଟି ହାର୧୫ ପ୍ରତିଶତରୁ ଅଧିକ ଥିବା ପ୍ରାୟ ୧୫୦ଟି ଜିଲ୍ଲାରେ ଲକ୍‌ଡାଉନ୍‌ ଲଗାଇବାକୁ ପ୍ରସ୍ତାବ ଦେଇଛି ବୋଲି ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ବିଚାରବିମର୍ଷ ପରେ ଏହି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, “ ଆଗାମୀ କିଛି ସପ୍ତାହ ମଧ୍ୟରେ ସଂକ୍ରମଣ ଶୃଙ୍ଖଳା […]

Continue Reading

ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ବୁଧବାର ଦିନ ଏପ୍ରିଲ୍ ୩୦ ରେ ଧାର୍ଯ୍ୟ ହୋଇଥିବା ଦ୍ବିତୀୟ ଭାଗ ଏମ୍‌ବିବିଏସ୍‌ ପରୀକ୍ଷାକୁ ସ୍ଥଗିତ ରଖିଛି। ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ ଅଭୟ କୁମାର ନାୟକ ସୂଚନା ଦେଇଛନ୍ତି ଯେ ପରୀକ୍ଷାକୁ ସ୍ଥଗିତ ରଖିବା ନିଷ୍ପତ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶରେ ନିଆଯାଇଛି। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ପରୀକ୍ଷା ପାଇଁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ […]

Continue Reading

ଆଦାନୀ ପୋର୍ଟରେ କୋଭିଡ ସମ୍ବନ୍ଧୀୟ ସାମଗ୍ରୀର ପରିବହନ ଦେୟ ଛାଡ

ଭଦ୍ରକ: ଦେଶର ସର୍ବବୃହତ ଘରୋଇ ସାମୁଦ୍ରିକ ବନ୍ଦର ପରିଚାଳକ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଧିନରେ ଥିବା ବନ୍ଦରଗୁଡିକୁ କୋଭିଡ ସମ୍ବନ୍ଧୀୟ ସାମଗ୍ରୀ ପରିବହନ କରୁଥିବା ଜାହାଜଗୁଡିକ ପାଇଁ ଦେୟ ଛାଡ କରିଛି। ୟୁଏଇ, ଥାଇଲାଣ୍ଡ ଏଭଂ ସାଉଦି ଆରବରୁ ମେଡିକାଲ ଅମ୍ଲଜାନ ପରିବହନ ପାଇଁ ଆଦାନୀ ଗ୍ରୁପ୍ ଦୁଇ ଡଜନ୍ କ୍ରାୟୋଜେନିକ୍ ଟ୍ୟାଙ୍କ ସୁରକ୍ଷିତ ରଖିଥିବା ସୂଚନା ଦେଇଛି। ଭାରତରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ଯାହା ଦେଶର […]

Continue Reading

ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନ କରୋନା ପଜିଟିଭ

ଚେନ୍ନାଇ: ତେଲୁଗୁ ସୁପରଷ୍ଟାର୍‌ ଅଲୁ ଅର୍ଜୁନ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ଅଲୁ ଅର୍ଜୁନ ସୋସିଆଲ ମିଡିଆକୁ ପ୍ରଶଂସକଙ୍କୁ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏବେ ହୋମ୍ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ଏହାଛଡ଼ା ସେ ତାଙ୍କ ପ୍ରଶଂସକମାନଙ୍କୁ ଘରେ ନିରାପଦରେ ରହିବାକୁ ଏବଂ ଟିକାକରଣ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, “ସମସ୍ତଙ୍କୁ ନମସ୍କାର! ମୋର କୋଭିଡ୍‌ ରିପୋର୍ଟ ପଜିଟିଭ ଆସିଛି। ମୁଁ ଘରେ […]

Continue Reading