ଜିଲ୍ଲାରେ କୋଭିଡ ସଂକ୍ରମଣର ସ୍ଥିତି ସମୀକ୍ଷା କଲା ଜିଲ୍ଲା ବିଜେପି

Top Storise ରାଜ୍ୟ

ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱ ରେ ଜିଲ୍ଲାପାଳଙ୍କ ସହ କୋରନା ସମ୍ୱନ୍ଧରେ ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କଲୁ | ଏଥିରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକତଥା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଅନୁବ୍ରତ ବେହେରା, କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ସୂତ୍ରଧର, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ହେମରଞ୍ଜନ ବାରିକ ଏବଂ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କ୍ରିଷ୍ଣା ପ୍ରସାଦ ମଣ୍ଡଳ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଯଥା :- କୋଭିଡ ହସ୍ପିଟାଲ ରେ ରୋଗୀ ମାନଙ୍କ ସହ ଭଲ ବ୍ୟବହାର କରିବା , ଖାଦ୍ୟ ବ୍ୟବସ୍ଥା ଭଲ କରିବା, ରେଫର ହେଉଥିବା ରୋଗୀଙ୍କୁ କଟକ ଏବଂ ଭୁବନେଶ୍ୱର ମେଡ଼ିକାଲରେ ଯୋଗାଯୋଗ ବ୍ୟବସ୍ଥା କରେଇବା, ସମସ୍ତ ଉପଖଣ୍ଡ ରେ କୋଭିଡ ହସ୍ପିଟାଲ ଓ ଡାକ୍ତର ଏବଂ ଭରପୁର ଅମ୍ଳଜାନ ମହଜୁଦ ରଖିବା ସହ ସବୁ ପ୍ରକାର ପରିସ୍ଥିତି କୁ ସାମ୍ନା କରିବାକୁ ପ୍ରସ୍ତୁତ ରହିବା କୁ ଅନୁରୋଧ କଲୁ ||
ଧନ୍ୟବାଦ 🙏🙏

Leave a Reply

Your email address will not be published. Required fields are marked *