ଦିଲ୍ଲୀରେ ତିଆରି ହେବ ୪୪ଟି ଅକ୍ସିଜେନ ପ୍ଲାଣ୍ଟ
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅଣାୟତ କରୋନା ସ୍ଥିତି । ଗୋଟିଏ ପଟେ କରୋନା ତାର କରାଳ ରୂପ ଦେଖାଉଥିବାବେଳେ ଅକ୍ସିଜେନ ଅଭାବ ବର୍ତମାନ ସବୁଠାରୁ ବଡ ସମସ୍ୟା ହୋଇ ଉଭା ହୋଇଛି । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଥାଇଲାଣ୍ଡରୁ ୧୮ଟି କ୍ରାୟୋଜେନିକ୍ ଟ୍ୟାଙ୍କର୍ ଏବଂ ଫ୍ରାନ୍ସରୁ ୨୧ଟି ପ୍ରସ୍ତୁତ ଅମ୍ଳଜାନ କାରଖାନା ଆମଦାନୀ କରିବାକୁ ପଦକ୍ଷେପ ନେଇଛନ୍ତି । ଏନେଇ ଆଜି ଖୋଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି । ଦିଲ୍ଲୀରେ […]
Continue Reading
