୮ ଜଣ ମହିଳାଙ୍କୁ ବାନ୍ଧିଲା ନୟାପଲ୍ଲୀ ଥାନା ପୋଲିସ, ଜାଣନ୍ତୁ କାରଣ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ମୋବାଇଲ୍ ଚୋରି ଗ୍ୟାଙ୍ଗର ୮ ଜଣ ମହିଳା ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଗ୍ୟାଙ୍ଗ୍ ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ସୀମାନ୍ତ ଅଞ୍ଚଳରୁ ଆସି ଭୁବନେଶ୍ୱରରେ ସକ୍ରିୟ ଥିଲା। ସୂଚନା ଅନୁସାରେ, ଗତ କିଛି ମାସ ଧରି ଏହି ଗ୍ୟାଙ୍ଗ୍ ସହରର ବସ୍, ବଜାର ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଯାତ୍ରୀଙ୍କ ମୋବାଇଲ୍, ନଗଦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ୍ ଜିନିଷ ଚୋରି […]

Continue Reading

ନୟାପଲ୍ଲୀ ପୁଲିସର ବଡ଼ ସଫଳତା: ଆମ ବସ୍‌ରେ ପକେଟ୍‌ମାର କରୁଥିବା ଆନ୍ତଃରାଜ୍ୟ ଗ୍ୟାଙ୍ଗର ୭ ଗିରଫ, ୫୦ ଦାମୀ ମୋବାଇଲ୍ ଜବତ

ଭୁବନେଶ୍ୱର: ରାଜଧାନୀରେ ଆମ ବସ୍‌ରେ ଯାତ୍ରୀଙ୍କୁ ଟାର୍ଗେଟ୍ କରି ମୋବାଇଲ୍ ଓ ଟଙ୍କା ଚୋରି କରୁଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଠାବ କରିଛି ନୟାପଲ୍ଲୀ ଥାନା ପୁଲିସ। ଏହି ଅଭିଯାନରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ୫୦ଟି ଦାମୀ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍, ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ପୁଲିସ ସୂଚନା ଅନୁସାରେ, ଗତ କିଛି ମାସ ଧରି ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବାଙ୍ଗଳାଦେଶ ସୀମାନ୍ତ ଅଞ୍ଚଳର […]

Continue Reading

ରାଜଧାନୀରେ ଚାଞ୍ଚଲ୍ୟ: ୧୦ ମହଲାରୁ ଖସି ଏକାଦଶ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳସ୍ଥିତ ଜଳବାୟୁ ଟାୱାରରେ ଘଟିଥିବା ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସର ପ୍ରାଥମିକ ତଦନ୍ତରୁ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୃତକଙ୍କ ପରିଚୟ ରାଫାନ ଖୁର୍ସିଦ ବୋଲି ହୋଇଛି। ସେ ଓଡିଏମ୍ ପବ୍ଲିକ୍ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ର ଥିଲେ। ପୋଲିସ ସୂଚନା ଅନୁସାରେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରାଫାନ ଆପାର୍ଟମେଣ୍ଟର ୧୦ମ ମହଲାର ୱାଶରୁମ୍ ପାଖରେ ଥିବା ପ୍ଲମ୍ବିଂ ଡକ୍ଟ ଅଞ୍ଚଳରୁ ତଳକୁ ଖସି ପଡ଼ିଥିଲେ। ଘଟଣାରେ ତାଙ୍କର ମୃତ୍ୟୁ […]

Continue Reading

ବିଜେପିରେ ମିଶିବେ ବଦ୍ରି, ଡରିଲେଣି କେନ୍ଦୁଝର ନେତା

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଦଳବଦଳ ଚର୍ଚ୍ଚା ଜୋର ଧରିଛି। ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ବିଜେପିରେ ସାମିଲ ହେବା ପରେ ରାଜନୈତିକ ସମୀକରଣକୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି। ଏହା ସହ ବିଭିନ୍ନ ନେତାଙ୍କ ଭବିଷ୍ୟତ ରାଜନୈତିକ ପଦକ୍ଷେପକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ଏହି ପ୍ରସଙ୍ଗରେ କେନ୍ଦୁଝର ଜିଲ୍ଲାର ରାଜନୀତି ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାରୁ ଏଠାରେ ରାଜନୈତିକ ସମୀକରଣକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଦୀର୍ଘଦିନ […]

Continue Reading

ଓଡ଼ିଆ ସିନେମାକୁ ନେଇ ସାମ୍ବାଦିକଙ୍କ ଲେଖାରେ ଅସନ୍ତୋଷ: ପ୍ରଯୋଜକ ଅକ୍ଷୟ ପରିଜାଙ୍କ କଡ଼ା ପ୍ରତିକ୍ରିୟା

ଭୁବନେଶ୍ୱର: ଓଡ଼ିଆ ସିନେମାର ବିକାଶ ଓ ସରକାରୀ ଭୂମିକାକୁ ନେଇ ପ୍ରକାଶିତ ଏକ ସମ୍ବାଦ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ସାମ୍ବାଦିକ ମନୋରଞ୍ଜନ ମହାନ୍ତି ନିଜ ଫେସବୁକ ପୋଷ୍ଟରେ ପ୍ରକାଶିତ ଖବର ସେୟାର କରିଥିବା ବେଳେ, ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ କୁମାର ପରିଜା ଏହା ଉପରେ କଡ଼ା ମତ ରଖିଛନ୍ତି। ଅକ୍ଷୟ ପରିଜା ତାଙ୍କ ମନ୍ତବ୍ୟରେ ଲେଖିଛନ୍ତି ଯେ, ସମ୍ପୂର୍ଣ୍ଣ ଖବର ପଢ଼ିବା ପରେ ତାଙ୍କୁ ଲାଗିଛି ସାମ୍ବାଦିକଙ୍କ ରିପୋର୍ଟ ସରକାର ଓ […]

Continue Reading

ବିଶ୍ୱର ସର୍ବାଧିକ ବିପଦପୂର୍ଣ୍ଣ ୫୦ ତାପପ୍ରବାହ ସହର ତାଲିକାରେ ଭାରତର ୧୪ ସହର, ଅହମ୍ମଦାବାଦ ଦ୍ୱିତୀୟରେ

ନୂଆଦିଲ୍ଲୀ: ବିଶ୍ୱରେ ବଢ଼ୁଥିବା ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ବଡ଼ ସହରଗୁଡ଼ିକରେ ବସବାସକୁ ଅଧିକ କଷ୍ଟସାଧ୍ୟ କରିପାରେ। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ନୂତନ ଅଧ୍ୟୟନରେ ବିଶ୍ୱର ସର୍ବାଧିକ ତାପପ୍ରବାହ ବିପଦରେ ଥିବା ୫୦ଟି ସହର ମଧ୍ୟରେ ଭାରତର ୧୪ଟି ସହର ସ୍ଥାନ ପାଇଛି। ଏହି ତାଲିକାରେ ଗୁଜରାଟର ଅହମ୍ମଦାବାଦ ବିଶ୍ୱର ଦ୍ୱିତୀୟ ସର୍ବାଧିକ ବିପଦପୂର୍ଣ୍ଣ ସହର ଭାବେ ଚିହ୍ନଟ ହୋଇଛି। ‘ସଷ୍ଟେନେବଲ୍ ସିଟିଜ୍ ଆଣ୍ଡ ସୋସାଇଟି’ ପତ୍ରିକାରେ ପ୍ରକାଶିତ ଏହି ଗବେଷଣାରେ ୧୦ ଲକ୍ଷରୁ […]

Continue Reading

ବୈତରଣୀ ନଦୀ ସୁରକ୍ଷା ପାଇଁ ପଦଯାତ୍ରା; ୯ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବ ଆନ୍ଦୋଳନକାରୀଙ୍କ ଟିମ୍

କେନ୍ଦୁଝର: ବୈତରଣୀ ନଦୀର ସୁରକ୍ଷା, ବେଆଇନ ବାଲି ଉତ୍ତୋଳନ ବନ୍ଦ ଏବଂ ନଦୀକୂଳିଆ ଅଞ୍ଚଳର ଲୋକଙ୍କ ସ୍ୱାର୍ଥ ରକ୍ଷା ଦାବିରେ ଚାଲିଥିବା ପଦଯାତ୍ରା ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ଆନ୍ଦୋଳନର ନେତୃତ୍ୱ ନେଉଥିବା ଯଜ୍ଞ ପ୍ରସାଦଙ୍କ ନେତୃତ୍ୱରେ ପଦଯାତ୍ରା ସଫଳତାର ସହ ଆଗକୁ ବଢ଼ୁଥିବା ବେଳେ, ଆସନ୍ତା ୯ ତାରିଖରେ ଏହା ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବ। ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବୈତରଣୀ ନଦୀର ସୁରକ୍ଷା ସମ୍ପର୍କିତ ଦାବିକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା […]

Continue Reading

ଜିମ୍ ଭିତରେ ଥମ୍ସଅପ୍ କାଚ ବୋତଲରେ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଜିମ୍‌ରେ ଜଣେ ଯୁବକଙ୍କ ଉପରେ କାଚ ବୋତଲରେ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗକାରୀ ଶ୍ରୀ ସୁନୀଲ କୁମାର ନାୟକ (୩୫)ଙ୍କ ଲିଖିତ ଏତଲା ଆଧାରରେ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଥିଲା। ପୋଲିସ ସୂଚନା ଅନୁସାରେ, ଜୁଲାଇ ୬ ତାରିଖ ସକାଳ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ସୁନୀଲ କୁମାର ନାୟକ ରୟାଲ ଫିଟନେସ୍ […]

Continue Reading

କେନ୍ଦୁଝରରେ ଯୁବ ମୋର୍ଚ୍ଚାର ଛାତ୍ର ସମ୍ମିଳନୀ: କାର୍ଯ୍ୟକ୍ରମ ପରେ ବିଜେପିର ସାଂଗଠନିକ ଏକତାକୁ ନେଇ ଉଠିଲା ପ୍ରଶ୍ନ

କେନ୍ଦୁଝର: ସ୍ଥାନୀୟ ସେଲ୍ ଅଡିଟୋରିୟମ୍‌ଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଏକ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତରାୟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ଜିଲ୍ଲା ଉପସଭାପତି ବିବେକାନନ୍ଦ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଏବଂ ଯୁବ ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ […]

Continue Reading

ଗୋଟିଏ ବର୍ଷାରେ ରାସ୍ତା ଭୁଷୁଡ଼ିଲା, କଣ୍ଟ୍ରାକ୍ଟର ଜେଇ ଫେରାର, ବିଧାୟକ ଚୁପ!

କେନ୍ଦଝର : ପୁଣି ଚର୍ଚ୍ଚାରେ କେନ୍ଦୁଝର। ଏଥର କୌଣସି ରାଜନୈତିକ ପ୍ରସଙ୍ଗ ପାଇଁ ନୁହେଁ, ବରଂ ରାସ୍ତା ନିର୍ମାଣର ମାନକୁ ନେଇ। ଝୁମ୍ପୁରା ବ୍ଲକ ବାରିଆରୁ ବଡ଼ ଡୁମ୍ପୁରିଆକୁ ସଂଯୋଗ କରୁଥିବା ପ୍ରାୟ ସାଢ଼େ ୫ କିଲୋମିଟର ରାସ୍ତାର କାମ ସମ୍ପ୍ରତି ଶେଷ ହୋଇଥିଲା। କିନ୍ତୁ କାମ ସରିବାର କିଛି ଦିନ ମଧ୍ୟରେ ବର୍ଷା ଆରମ୍ଭ ହେବା ସହ ରାସ୍ତାର ପିଚୁ ଧୋଇଯାଇଛି। ରାସ୍ତାରେ ବଡ଼ ବଡ଼ ଗାତ ମାନ ଗଢ଼ି ଉଠିଛି। ସ୍ଥାନୀୟ ଲୋକଙ୍କ କହିବା […]

Continue Reading